CCTVରେ ରେକର୍ଡ ହେଲା ଚୋର ମାନଙ୍କ ଦ-ଦା-ଗି-ରି, ଘରେ ପଶି ବ-ନ୍ଧୁ-କ ଦେଖାଇ ସବୁ ଲୁଟିନେଲେ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ, ଆମ ସମାଜ ରେ କେତେକ ଅନେଇତିକ କାର୍ଯ୍ୟ ମାନ ଆପରାଧୀ ମାନେ ଭିଆଇ ଚାଲିଛନ୍ତି । ଆପଣ ମାନେ ନିଶ୍ଚିତ ସୋ-ସି-ଆ-ଲ ମି-ଡି-ଆ ତଥା ଟିଭି ଜରିଆରେ ଏହି ଦୁ-ର୍ବୁ-ତ୍ତ ମାନଙ୍କୁ ଦେଖୁଥିବେ । ବନ୍ଧୁଗଣ ବିଭିନ୍ନ ସ୍ଥାନରେ ଏହି ଦୁ-ର୍ବୁ-ତ୍ତ ତଥା ଅ-ପ-ରା-ଧୀ ମାନେ ଅ-ପ-ରା-ଧ ଭିଆଇବା କୁ ପଛକୁ ପଛାନ୍ତି ନାହିଁ ।

ବନ୍ଧୁଗଣ କେତେବେଳେ ଦୁ-ର୍ବୁ-ତ୍ତ ମାନେ କୌଣସି ଝିଅ ତଥା ନାରୀ ସହିତ ଦୁ-ଷ୍କ-ର୍ମ କରିବା ସହିତ ତାଙ୍କୁ ଜୀବନରୁ ମା-ରି ଦେଇଥାନ୍ତି । ସେହିଭଳି ଅନ୍ୟ କେତେକ ଡ-କା-ୟ-ତ ରହିଛନ୍ତି ଯେଉଁମାନେ ଭଦ୍ର ଲୋକଙ୍କ ଘରେ ପଶି ସୁନା ରୂପା ତଥା ଟଙ୍କା ଲୁ-ଟ କରି ନେଇଥାନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଯେଉଁ ଘ-ଟ-ଣା ସ-ମ୍ବ-ନ୍ଧ-ରେ କହିବାକୁ ଯାଉଅଛୁ ତାହା ଏକ ପରିବାରର ଅଟେ ।

ବନ୍ଧୁଗଣ ଏହି ପରିବାର ରାତିରେ ନିଜ ଘରେ ଭୋଜନ କରିବାକୁ ବସିଥିଲେ । ବନ୍ଧୁଗଣ ଏହି ପରିବାରରେ ସ୍ଵାମୀ, ସ୍ତ୍ରୀ ଏବଂ ସେମାନଙ୍କର ଗୋଟିଏ ଝିଅ ଥିଲେ । ସମସ୍ତେ ହସ ଖୁସି ରେ ଟିଭି ଦେଖି ରାତ୍ରି ଭୋଜନ କରୁଥିବା ସମୟରେ ହଟାତ ତାଙ୍କ ଘରେ କେହି ଜଣେ ବେଲ ମା-ରି-ଲା । କେହି ଜଣେ ଡାକୁଅଛି ବୋଲି କହି ସ୍ଵାମୀ ଜଣଙ୍କ ସ୍ତ୍ରୀ ଙ୍କୁ କବାଟ ଖୋଲିବାକୁ କହିଲେ ।

ବନ୍ଧୁଗଣ କବାଟ ଖୋଲିବା ପରେ ଘରକୁ ପଶି ଆସିଲେ ୪ ଜଣ ଦୁ-ର୍ବୁ-ତ । ବନ୍ଧୁଗଣ ଏହାପରେ ଅତ୍ୟନ୍ତ ଭ-ୟା-ନ-କ ପରିସ୍ଥିତି ଉପୁଜିଥିଲା । ସେହି ଦୁ-ର୍ବୁ-ତ ମାନେ ନିଜ ମୁହଁ କୁ ହେଲମେଟ ତଥା କପଡା ରେ ଢାଙ୍କି ରଖିଥିଲେ । ଏହାପରେ ବନ୍ଧୁଗଣ ତାଙ୍କ ହାତରେ ବ-ନ୍ଧୁ-କ ସାଙ୍ଗ କୁ ଛୁ-ରୀ ମଧ୍ୟ ଥିଲା । ବନ୍ଧୁଗଣ ଅ-ପ-ରା-ଧୀ ମାନେ ଘରକୁ ପଶି ଆସିବା ପରେ କୁନି ଝିଅ ସହିତ ବାପା ମା ଭୟ କରିଥିଲେ ।

ଏହାପରେ ମୁଣ୍ଡକୁ ବୁଦ୍ଧି ଦିଶିବା ପୂର୍ବରୁ ମୁଣ୍ଡରେ ବ-ନ୍ଧୁ-କ ଲଗାଇ ଏବଂ ଛୁ-ରୀ ଦେଖାଇ ଧ-ମ-କ ଦେଇଥିଲେ । ଏହାପରେ ସ୍ଵାମୀ ସ୍ତ୍ରୀ ବହୁତ ଡ-ରି-ଯାଇଥିଲେ । ଦୁ-ର୍ବୁ-ତ ମାନେ ସ୍ତ୍ରୀ କୁ ଅଲଗା ଏବଂ ସ୍ଵାମୀ ଙ୍କୁ ଅଲଗା କରି ଚୁପ ରହିବାକୁ ବାରମ୍ବାର କହୁଥିଲେ ।

ଏହାପରେ ସେମାନଙ୍କ ମଧ୍ୟରୁ ଜଣେ ଆସି ସ୍ଵାମୀ ଟିର ହାତ ତଥା ଗୋଡ କୁ ବାନ୍ଧି ଦେଇ ତଳେ ପକାଇ ଦେଇଥିଲା । ଏହାପରେ ଘରେ ୪ ଜଣ ଦୁ-ର୍ବୁ-ତ ତା-ଣ୍ଡ-ବ ରଚାଇଥିଲେ । ଘରେ ଥିବା ସୁନା ରୂପା ତଥା ଟଙ୍କା କୁ ଲୁ-ଟିବା ଆରମ୍ଭ କରିଦେଲେ । ଦୁଇ ଜଣ ସ୍ଵାମୀ ସ୍ତ୍ରୀ ପାଖରେ ଛିଡା ହେଲେ ଏବଂ ଆଉ ଦୁଇ ଜଣ ଅନ୍ୟ ରୁମ ମାନଙ୍କରେ ପଶି ଲୁ-ଟ ଆରମ୍ଭ କରିନେଲେ ।

ବନ୍ଧୁଗଣ ଏ ସବୁରେ ଛୋଟ ଝିଅ ଟି କାନ୍ଦିବାକୁ ଲାଗିଲା ମାତ୍ର ଦୁ-ର୍ବୁ-ତ ମାନଙ୍କ ମନରେ ଟିକିଏ ମଧ୍ୟ ଦୟା ଭାବ ନଥିଲା । ସତେ ଯେମିତି ଅ-ପ-ରା-ଧ ଭିଆଇବାକୁ ଯାଇ ମଣିଷତ୍ଵ ଭୁଲିଗଲେ । ବନ୍ଧୁଗଣ ସବୁ ଲୁ-ଟ କରି ଚାଲିଗଲେ ଡ-କା-ୟ-ତ । ମାତ୍ର ଆ-ଇ-ନ ବର୍ତ୍ତମାନ କିଭଳି ପଦକ୍ଷପ ନେବ ତାହା ଦେଖିବା ବାକି ଅଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

https://www.facebook.com/KanakNews/videos/954433201797892

Leave a Reply

Your email address will not be published. Required fields are marked *