ହାତରେ ଥିବା ଧନ ରେଖାରୁ ଜାଣନ୍ତୁ ଆପଣ କେତେ ଧନୀ

ହାତ ରେଖାରେ ବହୁତ କିଛି ଲୁଚିକି ରହିଥାଏ, ତେବେ ଆମେ ମାନେ ଏହାକୁ ଜାଣି ନଥାଉ, ତେବେ ଜ୍ଯୋତିଷ ଶାସ୍ତ୍ରରେ ହସ୍ତ ରେଖା ଜ୍ଞାନ ମଧ୍ୟ ଦିଆ ଯାଇଛି ଯାହା ଅନୁଯାଇ ହାତ ରେଖା ଏବଂ ଚିହ୍ନ ର ବହୁତ ମହତ୍ଵ ଏବଂ ଅର୍ଥ ହୋଇଥାଏ ଯାହା ସାମାନ୍ୟ ମଣିଷ ଜାଣି ପାରି ନଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ହାତ ଚିହ୍ନ ବିଷୟରେ କହିବାକୁ ଯାଉଛୁ ଯାହା ହୋଇପାରେ ଆପଣଙ୍କ ହାତରେ ଥିବ କିନ୍ତୁ ଆପଣ ଏହାର ଅର୍ଥ ଜାଣିନଥିବେ, ଆଜି ଆମେ ଆପଣଙ୍କୁ ହାତ ଯେଉଁ ଚିହ୍ନ ବିଷୟରେ କହିବାକୁ ଯାଉଛୁ ତାହା ଇଂରାଜୀ ଅକ୍ଷର ଏମ ଭଳି ଦେଖା ଯାଇଥାଏ, ତେବେ ଆସନ୍ତୁ ଜାଣିବା ଏହାର ଅର୍ଥ ।

Image Courtesy: Google

ବିଶେଷ୍ଜ୍ଞ କହିବା ଅନୁଯାଇ ଯେଉଁ ଜାତକମାନଙ୍କ ଡାହାଣ ହାତରେ ଦୁଇଟି ବିବାହ ରେଖା ଓ ବାଁ ହାତରେ ଗୋଟେ ବିବାହ ରେଖା ଥାଏ ତାଙ୍କ ବୈବାହିକ ଜୀବନ ମଧୁରତା ସହ ଯାଇଥାଏ । ଏମିତି ଲୋକଙ୍କ ଦାଂପତ୍ଯ ଜିଆବ୍ନ ବହୁତ ମଜବୁତ ରହିଥାଏ, ଏମିତି ମଧ୍ୟ କୁହା ଯାଏ ଯେ ଏହି ଭଳି ବିବାହକୁ ସର୍ବଗୁଣ ସମ୍ପନ କୁହା ଯାଏ । ଏହି ପ୍ରକାର ରେ ହସ୍ତ ଶାସ୍ତ୍ର ମାଧ୍ୟମ ଦ୍ଵାରା ବିବାହ ଯୋଗ ଓ ବିବାହ ପରେ ଦାଂପତ୍ଯ ଜୀବନ ବିଷୟରେ ଅନୁମାନ ଲଗା ଯାଏ । ଯଦି କୌଣସି ବ୍ୟକ୍ତି ମସ୍ତିସ୍କ ରେଖା ଉପରେ ଚେନ ଦେଖା ଯାଉଛି ତେବେ ବୁଝି ଯାନ୍ତୁ ଯେ ବ୍ୟକ୍ତି ସବୁବେଳେ ଅଶାନ୍ତ ରହିବ ।

Image Courtesy: Google

କଟା ବା ଚେନ ମସ୍ତିସ୍କ ରେଖା ଅନୁଯାଇ ଏହା ଜଣା ପଡିଥାଏ ଯେ ବ୍ୟକ୍ତି ପାଖରେ ଟଙ୍କା ରହିବ ନାହିଁ । ଏହି ରେଖା ଅଙ୍ଗୁଠା ପାଖରେ ଥିବା ଇଣ୍ଡେକ୍ସ ଫିଙ୍ଗର ଠାରୁ ଆରମ୍ଭ ହୋଇ ତଳେ ଥିବା ଚନ୍ଦ୍ର ପର୍ବତ ଆଡୁକୁ ଯାଇଥାଏ । ଏମିତି ରେଖା ଥିବା ଲୋକଙ୍କ ଜୀବନରେ ହଟାତ ଖର୍ଚ ଆସିଥାଏ ଓ ଟଙ୍କା ହାତରେ ରୁହେ ନାହିଁ । ଜୀବନ ରେଖା ଅଙ୍ଗୁଠା ପାଖ ଶୁକ୍ର ପର୍ବତ ଘେରିକି ଥାଏ, ଯଦି କେଉଁ ଲୋକ ହାତରେ ଏହି ରେଖା ଉପରେ କଳା ଯାଇଥାଏ ତେବେ ଜୀବନ ରେ ଆର୍ଥିକ ସଙ୍କଟ ଥାଏ ଏହି ଲୋକ ଟଙ୍କା ବଞ୍ଚେଇ ପାରନ୍ତି ନାହିଁ । ଏହି ଲୋକ ତାଙ୍କ ଜୀବନରେ ରୋଜଗାର କରିବା ପାଇଁ ବହୁତ କଷ୍ଟ କରନ୍ତି କିନ୍ତୁ ସଫଳତା ପ୍ରାପ୍ତ କଲା ପରେ ତାଙ୍କ ଟଙ୍କା ସବୁ କାମରେ ଖର୍ଚ ହୋଇଥାଏ ।

Image Courtesy: Google

ଶାସ୍ତ୍ର ଅନୁଯାଇ ହାତରେ ତ୍ରିଶୂଳ ଆକାର ରହିଲେ ଜୀବନରେ  ସୁଖ, ସମୃଦ୍ଧି ଏବଂ ଭାଗ୍ୟଶାଳି ହୋଇ ଥାନ୍ତି । କାଣି ଆଙ୍ଗୁଳି ତଳେ ସୂର୍ଯ୍ୟ ଅନ୍ତ ରେ ତ୍ରିଶୂଳ ହେଲେ ରାଜଯୋଗ ହୋଇ ଥାଏ ଯାହା ଦ୍ଵାରା ଆପଣ ନାମ, ଧନ ଏବଂ ସାଂସାରିକ ଲାଭ ପ୍ରାପ୍ତ କରିବେ । ଏହା ଛଡା ତର୍ଜନୀ ତଳେ ଗୁରୁ ପର୍ବତ ଉପରେ ଥିବା ହୃଦୟ ରେଖା ଅନ୍ତ ରେ ତ୍ରିଶୂଳ ଚିହ୍ନ ହେଲେ ଜୀବନରେ କୌଣସି ଜିନିଷ କେବେ କମ ହୋଇ ନଥାଏ । ମାନ୍ୟତା ଏହା ମଧ୍ୟ ଅଛି ଯେ ସପନ ରେ ତ୍ରିଶୂଳ ଦେଖା ଗଲେ କାମ ରେ ସଫଳତା ସମ୍ଭାବନା ବଢି ଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *