ହଜି ଯାଇଥିବା ବସ୍ତୁ କିପରି ପାଇବେ, ଜାଣିବା ପାଇଁ ଥରେ ନିଶ୍ଚୟ ଦେଖନ୍ତୁ

କୌଣସି ଜିନିଷ ହଜିଲେ ବହୁତ ଦୁଃଖ ଲାଗିଥାଏ ଯଦି କୌଣସି ଜିନିଷ ଯଦି ଅଧିକ ଦାମିକା ହୋଇଥାଏକି କୌଣସି ପ୍ରିୟଜନଙ୍କ ଦ୍ଵାରା ଗିଫ୍ଟ କରାଯାଇଛି । ଆଉ ଯଦି କିଛି ଜିନିଷ ସହିତ କିଛି ୟାଦେ ଜଡିତ ହୋଇ ରହିଥାଏ, ଟାହା ହଜିଲେ ବହୁତ କଷ୍ଟଦାୟକ ହୋଇଥାଏ । ବହୁତ ଏମିତି ଲୋକ ଥାନ୍ତି ହଜିଥିବା ଜିନିଷ ପାଇବାକୁ ବହୁତ ଚେଷ୍ଟା କରିଥାନ୍ତି । ଆପଣ ସେଥିଲାଗି ଜମାବି ଚିନ୍ତିତ ହୁଅନ୍ତୁ ନହିଁ । ସେଇ ଜିନିଷକୁ ପାଇବା ପାଇଁ ଗୋଟେ ଲାମ୍ବା ନିଶ୍ଵାସ ମାରନ୍ତୁ ଓ ଦିମାଗକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।


ଦିମାଗକୁ ଶାନ୍ତ ରଖିଲେ ଆପଣ ଲକ୍ଷକୁ କେନ୍ଦ୍ରିତ କରିପାରିବେ ଓ ଜିନିଷ କେଉଁଠି ଛାଡିଲେ ତାହାକୁ ଜାଣି ମଧ୍ୟ ପାରିବେ । ଶାନ୍ତ ହୋଇ ନିଜ ବିଚାରକୁ ଗୋଟେ ପାଦ ପଛକୁ ନିଅନ୍ତୁ । ହଜିଥିବା ଜିନିଷ ହଜିବା ପୂର୍ବରୁ ଆପଣ କଣ କରୁଥିଲେ, ଆପଣ ସେଇ ସମୟରେ କଣ କରୁଥିଲେ ଯଦି ଆପଣ ସେଇ ସମୟ ଉପରେ ଧ୍ୟାନ କେନ୍ଦ୍ରିତ କରିବେ ଯେବେ ସେଇ ବସ୍ତୁ ଶେଷ ସମୟରେ ଆପଣଙ୍କ ସହିତ ଥିଲା । ଆପଣ ତାକୁ କେଉଁଠି ରଖିଥିବେ ଜାଣିବାରେ ସାହାର୍ଯ୍ୟ ମିଳିବ ।


ନିଜ ମନ ଭିତରେ କୁହନ୍ତୁକି ହଜିଥିବା ଜିନିଷ ନିଶ୍ଚିନ୍ତ ରୂପରେ ମିଳିବ । ନିଜ ଭିତରର ବିଶ୍ବାସକୁ ଜଗାଇଲେ କେବଳ ଆପଣ ଶାନ୍ତ ହେବନି ବସ୍ତୁକୁ ଖୋଜିବାରେ ଆବଶ୍ୟକ ଊର୍ଜା ପ୍ରାପ୍ତ କରିବେ । ଶାନ୍ତିର ସହିତ ଗୋଟେ ପେପର ଉପରେ 9 ନମ୍ବର ସଂଖ୍ୟା ଲେଖନ୍ତୁ ଯାହା ସର୍ବ ପ୍ରଥମ ଆପଣଙ୍କ ଦିମଗରେ ଆସୁଛି । ଉଦାହରଣ ସ୍ୱରୂପ ୧ +୯ +୬ +୮+୫+୭+୩ +୦+୦ =୩୯ । ଟୋଟାଲନମ୍ବରରେ ୩ ଯୋଡି ଦିଅନ୍ତୁ ମାନେ ୩୯+୩= ୪୨ , ତାପରେ ୪୨ କୁଭାଙ୍ଗନ୍ତୁ ଯେମିତିକି ୪+୨ =୬ ଟୋଟାଲ =୬ । ଏହି ରେଜଲ୍ଟ ଆପଣଙ୍କୁ କହିବ ଆପଣଙ୍କ ହଜିଥିବା ଜିନିଷ କେଉଁଠି ଅଛି ବୋଲି ।


୧ ସୂର୍ଯ୍ୟଙ୍କ ଅଙ୍କ ଅଟେ, ଯଦି କୌଣସି ଜିନିଷକୁ ଆପଣ ଖୋଜୁଛନ୍ତି ତାହା ପୂର୍ବ ଦିଗରେ ମିଳିବ । ନହେଲେ ସେଇ ଘରେ ମିଳିବ ଯେଉଁଠି ଆପଣ ଅଧିକ ସମୟ ବିତାଉଛନ୍ତି । ନମ୍ବର ୨ ଚନ୍ଦ୍ର ଙ୍କ ଅଙ୍କ ଅଟେ, ଯଦି ଆପଣଙ୍କ ଜୋଡ ଅଙ୍କ ୨ ଆସିଛିବୁଝି ଯାଅନ୍ତୁ ବସ୍ତୁ କୌଣସି ସ୍ତ୍ରୀ ପାଖରେ ଅଛି । ଯେଉଁ ଜିନିଷକୁ ଆପଣ ଖୋଜୁଛନ୍ତି ଆପଣଙ୍କ ଘରେ କମ କରୁଥିବା ସ୍ତ୍ରୀ କୌଣସି ବାସନ ତଳେ ଲୁଚାଇ ରଖିଛନ୍ତି ନହେଲେ ବାସନ ରହିବା ସ୍ଥାନରେ କେଉଁଠି ଗଳି ପଡିଛି । ଯଦି ଆପଣଙ୍କ ଅଙ୍କ ୩ ଆସିଛି ଆପଣଙ୍କ ଜିନିଷ କୌଣସି ଏମିତି ଜାଗାରେ ରହିଛି ଯେଉଁଠି ଅଧିକ କାଗଜ ପତ୍ର ରହିଛି । ନମ୍ବର ୪ ଅଙ୍କ ରହିଛି, ଏହା ରାହୁଙ୍କ ଅଙ୍କ ରହିଛି । ମାନେ ବସ୍ତୁ ଆପଣଙ୍କ ଦାୟିତ୍ଵହିନତା ଲାଗି ହଜିଛି ଖୋଜିବା ବ୍ୟର୍ଥ ଅଟେ ।


ଯଦି ୨୧ ଦିନ ଭିତରେ ମିଳିଯାଏ ତେବେ ଠିକ ଅଛି, ନହେଲେ ସେହି ବସ୍ତୁକୁ ଭୁଲି ଜାଆନ୍ତୁ । କାରଣ ଜିନିଷ ମିଳିବାର ସମ୍ବାଭନା କମ ଅଛି । ଆଉ ଗୋଟିଏ ଉପାୟ ରହିଚିକି ନିଜ ପୂଜାଘରେ ଗୋଟିଏ ଘୀ ଦୀପ ଲଗାଇ ପୂର୍ବ ଅଥବା ଉତ୍ତର ହଜିଥିବା ଜିନିଷ ଆଡକୁ ମୁହଁ କରି ବସନ୍ତୁ । ହଜିଥିବା ଜିନିଷର କାମନା କରନ୍ତୁ ବିଷ୍ଣୁ ଭଗବାନଙ୍କ ଆଗରେ ଭଗବାନ ବିଷ୍ନୁଙ୍କ ଚକ୍ରଧର ରୂପର ଧ୍ୟାନ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *