ହଳଦିଆ ପରିସ୍ରା କାହିଁକି ହୋଇଥାଏ ? Dr Priyabrata Das

ଆମ ଶରୀରରେ ଅନେକ ପ୍ରକାରର ଅଙ୍ଗ ରହିଛି । ଯାହା ଦ୍ଵାରା ଆମେ ଯାହା ଖାଦ୍ଯ ଖାଇଥାଉ ତାହା ଠିକ ଭାବେ ହଜମ ହୋଇଥାଏ । ଏହା ସହ ଅପରିଷ୍କାର ପଦାର୍ଥ ମଧ୍ୟ ଆମ ଶରୀର ରୁ ନିଷ୍କାସିତ ହୋଇଥାଏ । ଆମ ଶରୀରରେ ଅପରିଷ୍କାର ପାଦାର୍ଥ ବାହାରିବା ପାଇଁ ଦୁଇ ପ୍ରକାରର ଏକ୍ଜିଟ ରହିଛି । ଗୋଟିଏ ହେଉଛି ମଳ ଓ ଅନ୍ୟ ଟି ହେଉଛି ମୁତ୍ର । ଆମ ଶରୀର ରେ ବାଇଲ ବା ଲିଭର ରେ ଯେତୋଟି ଜିନିଷ ରହିଛି ଯାହା ଦ୍ଵାରା ଶରୀରରେ ମେଟାବୋଲିଜିୟମ ହେବା ସହ ଯକୃତରେ କିଛି କାମ ହୋଇଥାଏ । ସେଥିରୁ ୟୁରୋ ବିଲିଜିୟମ ଭଳି ଏକ ଜିନିଷ ବାହାରି ଥାଏ । ଏହି ୟୁରୋ ବିଲିଜିୟମ ପ୍ରତେକ ପୁରୁଷ ଓ ମହିଳାଙ୍କ ପରିସ୍ରା ରେ ଯାଇଥାଏ ।

ଏହା ଦ୍ଵାରା ପରିସ୍ରା ହଳଦିଆ ହୋଇଥାଏ । ଏହା ଏକ ସାଧାରଣ କଥା ହୋଇଥାଏ । ଯଦି ବ୍ୟକ୍ତି ପାଣି କମ ପିଉଥିବ ତେବେ ତାର ୟୁରୋ ବୋଲିଜିୟମ ଅଧିକ ହେବା ଦ୍ଵାରା ପରିସର ହଳଦିଆ ହୋଇଥାଏ । ଯଦି ବ୍ୟକ୍ତି ଅଧିକ ପାଣି ସେବନ କରିଥାଏ ତେବେ ଏହା ଠିକ ଭାବେ ଆମ ଶରୀରରେ ୟୁରୋ ବିଲିଜିୟମ ହୋଇଥାଏ ଯାହା ଦ୍ଵାରା ପରିସ୍ରା ଧଳା ଦେଖାଯାଏ । ଆପଣ ପାଣି ଅଧିକ ପିଅନ୍ତୁ ବା କମ ପିଅନ୍ତୁ ଏହା ସତ୍ବେ ମଧ୍ୟ ପରିସ୍ରା ପୁରା ହଳଦିଆ ରଙ୍ଗ ହେବା ସହ ଆଖି ଯଦି ହଳଦିଆ ଦେଖାଯାଏ ।

ଏହା ସହ ଜିଭ ମଧ୍ୟ ହଳଦିଆ ଦେଖାଯିବା ସହ ଆପଣଙ୍କୁ ଭୋକ ଲାଗୁ ନାହି । ଏମିତି କିଛି ଲକ୍ଷଣ ଦେଖାଗଲେ ଆପଣଙ୍କୁ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରିବାକୁ ପଡିବ । ସାଧାରଣତ ପରିସ୍ରା ହଳଦିଆ ହେବା ଏକ ନରମାଲ କଥା । ଏଥିରେ କୌଣସି ଚିନ୍ତା ଜଣକ କଥା ନାହି । ଏହା କୌଣସି ରୋଗର ଲକ୍ଷଣ ନୁହେଁ ।

ଆମ ଶରୀରରେ ଯେଉଁ ସବୁ ଅପରିଷ୍କାର ପଦାର୍ଥ ରହିଥାଏ ଯାହା ମଳ ଓ ମୁତ୍ର ମାଧ୍ୟମରେ ବାହାରି ଥାଏ । ତେଣୁ ଯେତେ ସମ୍ଭବ ପାଣି ପିଇବା ଉଚିତ । ଏହା ଦ୍ଵାରା ପରିସ୍ରା ହଳଦିଆ ହେବ ନାହି । ଯଦି ଶରୀର ରେ କୌଣସି ଅଲଗା ଲକ୍ଷଣ ପରିସ୍ରାକୁ ନେଇ ଦେଖାଯାଏ ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *