ପ୍ରତିଦିନ ସକାଳେ ଖାଲି ପେଟରେ ଗରମ ହଳଦୀ ପାଣି ପିଇବାର କିଛି ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

ଲିଭରରେ ଖରାପ ହେବାକୁ ନେଇ ହେପେଟାଇଟିସ୍, ଫେଟି ଲିଭର୍, ଲିଭର୍ ସିରୋସିସ୍, ଏଲକୋହିଲିକ୍ ଲିଭର ଡିଜିଜ୍ ଓ ଲିଭର କ୍ୟାନସର ଭଳି ରୋଗ ହୋଇବାର ବିପଦ ଆସିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜୁସ୍ ବିଷୟରେ କହିବାକୁ ଯାଉଛୁ । ଯାହାକି ବିଷାକ୍ତ ଟକ୍ସିନ୍ ସହଜରେ ବାହାର କରିଦିଏ । ଲିଭର୍ ଆମ ଶରୀରର ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଅଙ୍ଗ ଅଟେ । ଯାହା ବିନା ଜୀବନରେ କଳ୍ପନା କରି ହୁଏ ନାହିଁ ଆଜି ଏହି ସମୟରେ ବହୁତ ଲୋକ ଲିଭର୍ ସଂବନ୍ଧିତ ସମସ୍ୟା ସହ ଅସୁବିଧାରେ ଅଛନ୍ତି ।

Image Courtesy: Google

ଯାହାର ମୁଖ୍ୟ କାରଣ ହୋଇଥାଏ ଅନିୟମିତ ଖାଇବା ପିଇବା ଓ ଭୁଲ୍ ଜୀବନଶୈଳୀ । ହଳଦୀ ଏକ ପ୍ରକାର ଔଷଧୀ ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି ହଳଦୀ ଆମ ଲିଭରକୁ ସୁସ୍ଥ କରିବା ପାଇଁ ସାହାର୍ଯ୍ୟ କରେ । ହଳଦୀରେ ପ୍ରୋଟିନ୍ । ଫାଇବର । ଭିଟାମିନ୍ ସି । ଭିଟାମିନ୍ ଇ । ଭିଟାମିନ୍ କେ । ପୋଟାସିୟମ୍ । କ୍ୟାଲସିୟମ୍ । ଆଇରନ୍ । ମାଗ୍ନେସିୟମ । ଓ ଜସ୍ତା ପରି ପୋଷକ ତତ୍ତ୍ୱ ମିଳିଥାଏ । ଯାହାର ସେବନରେ ଆମ ଶରୀରେ ବହୁତ ଲାଭ ମିଳିଥାଏ ।

Image Courtesy: Google

ହଳଦୀରେ ମିଳୁଥିବା କୁରକ୍ୟୁମିନ୍ ଲିଭର୍ ସଫା କରିବା ପାଇଁ ଗ୍ଲୁଟାଥିଓନ୍ ର ନିର୍ମାଣ କରିଥାଏ । ଏହି ମିଶ୍ରଣ ତିଆରି କରିବା ପାଇଁ ସବୁ ଠାରୁ ପ୍ରଥମେ ଏକ ଗିଲାସ ପାଣିରେ ୧/୪ ଚାମଚ ହଳଦି ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଓ ତିଆରି ହୋଇଥିବା ମିଶ୍ରଣକୁ ସେବନ କରନ୍ତୁ । ଦିନରେ ଦୁଇଥର ସେବନ କରିବା ପରେ ଆପଣଙ୍କ ଲିଭର୍ ସଫା ହୋଇଯାଏ । ଏହି ପ୍ରକିୟା ପାଇଁ ଆପଣଙ୍କୁ ଦରକାର ହେବ କଦଳି, ହଳଦି, ଧନିଆଁ, ଲେମ୍ବୁ , କଳା ଲୁଣ, ଓ ଗିଲୋୟ ଦରକାର ହେବ । ଲିଭର୍ ରୁ ଆବର୍ଜନା ବାହାର କରିବା ପାଇଁ ଏହା ଫାଇଦା ଦେବ ।

Image Courtesy: Google

ଲିଭର୍ ରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଓ ଇମ୍ୟୁନିଟି ବଢାଇ ପାରିବ । ଏହାକୁ ବନେଇବାପାଇଁ ସବୁଠାରୁ ପ୍ରଥମେ କଦଳୀର ଚୋପାକୁ ବାହାର କରିଦିଅନ୍ତୁ । ଏହାପରେ କଦଳୀ, ଧନିଆଁକୁ ଗ୍ରାଇଣ୍ତ କରି ଏକ ଗିଲାସ ଜୁସ୍ ବାହାର କରିଦିଅନ୍ତୁ । ଏହାପରେ ୧ ଚାମଚ ହଳଦୀ, ୧ ଚାମଚ କଳା ଲୁଣ, ୧ ଚାମଚ ଲେମ୍ବୁର ରସ ଓ ୩୦ ମିଲି ଗିଲୋୟ ରସ ମିକ୍ସ କରନ୍ତୁ । ଆପଣଙ୍କ ଜୁସ୍ ତିଆରି ହୋଇଯିବ । ଲିଭରରୁ ଟକ୍ସିନ୍ ବାହାର କରିବା ପାଇଁ ଏହାକୁ ଏକ ଡ୍ରିକ୍ସ୍ ପରି ଖାଲି ପେଟରେ ସେବନ କରନ୍ତୁ । ଆପଣ ଏହି ଜୁସ୍ କୁ ସକାଳ ସମୟରେ ପିଅନ୍ତୁ । ଏହା ଛଡା ଆପଣ ଏହାକୁ ଭୋଜନ କରି ସାରିବା ପରେ ବି ପିଇ ପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *