ହନୁମାନଙ୍କ ପୁତ୍ରଙ୍କର ନାମ କଣ ଥିଲା? ୯୯% ଲୋକ ଜାଣନ୍ତି ନାହିଁ ଏହାର ଉତ୍ତର, ଅଜଣା ରାମାୟଣ ପ୍ରଶ୍ନ

ରାମାୟଣ ବିଷୟରେ ତ ସମସ୍ତେ ଜାଣିଛନ୍ତି । ଏହା ଯୁଗ ପୁରସ ଆମ ଚନ୍ଦ୍ରଙ୍କ ଉପରେ ବର୍ଣ୍ଣିତ । ଏହି ରାମାଉୟନରେ ଆମେ ଭଗବାନଙ୍କ ରାମ ଅବତାର ବିଷୟରେ ବହୁତ କଥା ଜାଣିବାକୁ ପାଇଥାଉ । ତେବେ ସେଥିରେ ଏମିତ ବହୁତ କଥା ଛି ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ସବୁ ଲୋକଙ୍କୁ ଜଣା ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ, ରାମାୟଣ ପୁରାଣ ପର୍ଯ୍ୟବେସିତ କେତେକ ପ୍ରଶ୍ନ ଆଉ ଉତ୍ତର ।

୧-ରାବଣ ଙ୍କୁ ରାବଣ ନାମ କିଏ ଦେଇଥିଲେ?

ଉତ୍ତର-ଭଗବାନ ଶିବ ରାବଣକୁ ରାବଣ ନାମ ଦେଇଥିଲେ ।

୨-ଶିବ ଧନୁ କିଏ ନିର୍ମାଣ କରିଥିଲେ?

ଉତ୍ତର-ବିଶ୍ୱକର୍ମା ଶିବଧନୁ ନିର୍ମାଣ କରିଥିଲେ ।

୩-ଶିବ ଧନୁକୁ କେତେ ଜଣଙ୍କ ସହାୟତାରେ ସଭା କୁ ଅଣାଯାଇଥିଲା?

ଉତ୍ତର-ପ୍ରାୟ ପାଞ୍ଚ ହଜାର ଜଣଙ୍କ ର ସହାୟତାରେ ଶିବଧନୁକୁ ସଭାରେ ଅଣାଯାଇ ଥିଲା ।

୪-ରାବଣ କେଉଁଠାରେ ରାଜୁତି ବା ଶାସନ କରୁଥିଲେ?

ଉତ୍ତର-ଲଙ୍କାରେ ରାବଣ ଶାସନ କରୁଥିଲେ ।

୫-ରାବଣ ଶାସନ କରିବା ପୂର୍ବରୁ ଲଙ୍କାରେ କିଏ ଶାସନ କରୁଥିଲା?

ଉତ୍ତର-ରାବଣ ଶାସନ କରିବା ପୂର୍ବ ରୁ ଲଙ୍କାରେ କୁବେର ଶାସନ କରୁଥିଲେ ।

୬-ରାବଣ ଭୟରେ କୁବେର କେଉଁଠାରେ ଲୁଚିଥିଲେ?

ଉତ୍ତର-କୈଳାଶ ରେ ଯାଇ କୁବେର ରାବଣ ଭୟରେ ଲୁଚିଥିଲେ ।

୭-ରଣଚନ୍ଦ୍ର ଙ୍କୁ ବ୍ରହ୍ମା ଅସ୍ତ୍ର କିଏ ପ୍ରଦାନ କରିଥିଲେ?

ଉତ୍ତର-ଅଗସ୍ତ୍ୟ ମୁନି ରାମଚନ୍ଦ୍ର ଙ୍କୁ ବ୍ରହ୍ମାସ୍ତ୍ର ପ୍ରଦାନ କରିଥିଲେ ।

୮-ତାଡକାକୁ କିଏ ବଧ କରିଥିଲେ?

ଉତ୍ତର-ପ୍ରଭୁ ଶ୍ରୀ ରାମଚନ୍ଦ୍ର ତାଡକାକୁ ବଧ କରିଥିଲେ ।

୯-ଗୌତମ ମୁନିଙ୍କ ପତ୍ନୀ ଙ୍କ ନାମ କଣ?

ଉତ୍ତର-ଅହଲ୍ୟା ଗୌତମ ମୁନିଙ୍କ ର ପତ୍ନୀଙ୍କ ନାମଥିଲା ।

୧୦-ଗୌତମ ମୁନି ଅହଲ୍ୟା ଙ୍କୁ କି ଅଭିଶାପ ଦେଇଥିଲେ?

ଉତ୍ତର-ପଥର ପାଲୋଟି ଯା ବୋଲି ଗୌତମ ମୁନି ଅହଲ୍ୟା ଙ୍କୁ ଅଭିଶାପ ଦେଇଥିଲେ ।

୧୧-ସମୁଦ୍ର ପାଣିକୁ କିଏ ଏକ ଚୁଳରେ ପାନ କରିଦେଇଥିଲେ?

ଉତ୍ତର-ଅଗସ୍ତ୍ୟ ମୁନି ସମୁଦ୍ର ପାଣିକୁ ଏକ ଚୂଳରେ ପାନ କରିଦେଇଥିଲେ ।

୧୨-ଅନୁସୟା ସୀତାଙ୍କୁ କଣ ପ୍ରଦାନ କରିଥିଲେ?

ଉତ୍ତର- ଅନୁସୟା ସୀତାଙ୍କୁ ଅମ୍ଳାନ ବସ୍ତ୍ର ପ୍ରଦାନ କରିଥିଲେ ।

୧୩-ବାଲ୍ମୀକି କାହଦ୍ୱାର ରାମାୟଣ ପ୍ରସାର କରିଥିଲେ?

ଉତ୍ତର-ବାଲ୍ମୀକି ଲବ ଆଉ କୁଶ ଙ୍କ ଦ୍ଵାରା ରାମାୟଣ ପ୍ରସାର କରିଥିଲେ ।

୧୪-ପର୍ଶୁରାମ ବିଶ୍ୱକୁ ଜୟ କରି କାହାକୁ ଦାନ କରିଥିଲେ?

ଉତ୍ତର-ଏକ କାଶ୍ୟପ ଙ୍କୁ ପର୍ଶୁରାମ ବିଶ୍ୱକୁ ଜୟ କରିବାକୁ ଦାନ କରିଥିଲେ ।

୧୫-ଲବ ଓ କୁଶ କାହାର ପୁତ୍ର ଥିଲେ?

ଉତ୍ତର-ଲବ ଓ କୁଶ ସୀତାଙ୍କର ପୁତ୍ର ଥିଲେ ।

୧୬-ସୀତା କାହା ଆଶ୍ରମରେ ଯାଇ ଆଶ୍ରୟ ନେଇଥିଲେ?

ଉତ୍ତର-ସୀତା ବାଲ୍ମିକୀଙ୍କର ଆଶ୍ରମରେ ଯାଇ ଆଶ୍ରୟ ନେଇଥିଲେ ।

୧୭-ଲବ ଓ କୁଶଙ୍କର ପିତାଙ୍କର ନାମ କଣ ଥିଲା?

ଉତ୍ତର-ଲବ ଓ କୁଶଙ୍କର ପିତାଙ୍କର ନାମ ରାମଚନ୍ଦ୍ର ଥିଲା ।

୧୮-ଶିବ ଧନୁ କିଏ ସଭାସ୍ଥଳରେ ଭାଙ୍ଗିଥିଲେ?

ଉତ୍ତର-ଶିବଧନୁ ପ୍ରଭୁ ରାମଚନ୍ଦ୍ର ସଭାସ୍ଥଳରେ ଭାଙ୍ଗିଥିଲେ ।

୧୯-ରାମାୟଣର ରଚୟିତା କିଏ?

ଉତ୍ତର-ରାମାୟଣର ରଚୟିତା ହେଉଛନ୍ତି ମହର୍ଷି ବାଲ୍ମୀକି ।

୨୦-ଜନକ ଋଷିଙ୍କର କନ୍ୟା କିଏ ଥିଲେ?

ଉତ୍ତର-ଜନକ ଋଷିଙ୍କର କନ୍ୟା ସୀତା ଥିଲେ ।

୨୧-ହନୁମାନ କାହାର ପୁତ୍ର ଥିଲେ?

ଉତ୍ତର-ହନୁମାନ ମାତା ଅଞ୍ଜନାଙ୍କର ପୁତ୍ର ଥିଲେ ।

୨୨- ହନୁମାନଙ୍କ ପୁତ୍ରଙ୍କର ନାମ କଣ ଥିଲା?

ଉତ୍ତର- ମକରଧ୍ୱଜ

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ,ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *