ତେବେ ଶେଷରେ ବୈଜ୍ଞାନିକ ମାନେ ବି ମାନିନେଲେ କି, ଆଜି ବି ବଞ୍ଚିଛନ୍ତି ପ୍ରଭୁ ହନୁମାନ

ଆପଣ କେତେ ଥର ଶୁଣିଥିବେ କି ଆଜିର ଜମାନାରେ ବା କଳିଯୁଗରେ ବି ଦେବୀ ଦେବତା ଏମିତି ଅଛନ୍ତି, ଯେଉଁ ମାନେ ବଞ୍ଚିଛନ୍ତି ବୋଲି ପ୍ରମାଣ ମିଳିଛି । କିନ୍ତୁ ଏଥର କିଛି ଏମିତି ଚିହ୍ନ ମିଳିଛି ଯାହା ଦ୍ଵାରା ଏହା ପ୍ରମାଣିତ ହେଇଛିକି ବାସ୍ତବରେ ଆଜି ବି ଧରିତ୍ରି ରେ ଏମିତି ଏକ ଦେବତା ଅଛନ୍ତି ଯିଏ ବଞ୍ଚିଛନ୍ତି । ଆପଣଙ୍କୁ ଆମେ ଆଉ କାହା ବିଷୟରେ ନୁହେଁ ବରଂ ହନୁମାନ ଙ୍କ ବିଷୟରେ କହୁଛୁ, ଆଜ୍ଞା ହଁ ପ୍ରଭୁ ଏବେବି ଏହି ଧରାପୃଷ୍ଟରେ ଅଛନ୍ତି । ଏବେ ବୈଜ୍ଞାନିକ ମାନେ ବି ମାନି ସାରିଛନ୍ତି କି ହନୁମାନ ସତରେ ବଞ୍ଚିଛନ୍ତି । ଏଥି ପାଇଁ ଲୋକମାନେ ବିଶ୍ବାସ ନକରିବାର ପ୍ରଶ୍ନ ହିଁ ଉଠୁ ନାହିଁ ।

Image Courtesy: Google

ଏଥିରେ କୌଣସି ସନ୍ଦେହ ନାହିଁ କି ଭାରତ ଦେଶକୁ ଧର୍ମ, ଭକ୍ତି ଏବଂ ସାଧନାର ଦେଶ ବୋଲି କୁହାଯାଇଥାଏ । ଏହି କାରଣରୁ ଆମ ଦେଶରେ ପୂଜା ସ୍ଥାନ ଏବଂ ମନ୍ଦିରର ବହୁତ ମହତ୍ଵ ଅଛି । ଏହି ଦେଶର ଲୋକମାନଙ୍କର ଆରମ୍ଭରୁ ହିଁ ମନ୍ଦିର ଏବଂ ଭଗବାନଙ୍କ ଉପରେ ବହୁତ ଗଭୀର ଆସ୍ଥା ରହି ଆସିଛି ।

Image Courtesy: Google

ହନୁମାନ ବଞ୍ଚିଥିବାର କଥାରେ ବିଶ୍ବାସ ନକରିବା ବହୁତ ବଡ ଭୁଲ ହେବ । ସେ କହିଛନ୍ତି ଯଦି ଭକ୍ତ ଭଗବାନଙ୍କୁ ସ୍ବଚ୍ଛ ହୃଦୟରେ ଡାକିବେ ତାହେଲେ ଭଗବାନ ଆପଣଙ୍କୁ ଦର୍ଶନ ଦେଇଥାନ୍ତି । ଏହା ପୂର୍ବରୁ ଭଗବାନ ଶିବ ବି ଧରିତ୍ରି ଉପରେ ପ୍ରକଟ ହେବାର କଥା ସାମ୍ନାକୁ ଆସିଥିଲା ।

Image Courtesy: Google

ଆମେ ଏହି କଥାକୁ ବଦଳେଇ ପାରିବା ନାହିଁ କି ହନୁମାନ ସତରେ ଏହି ଧରିତ୍ରୀ ରେ ଅଛନ୍ତି । ହିନ୍ଦୁ ଧର୍ମରେ ମନ୍ଦିର ସହିତ ଦେବୀ ଦେବତା ମାନଙ୍କ ର କିଛି ରହସ୍ୟ ଯୋଡି ହୋଇଛି । ଆମେରିକା ସଂସ୍ଥା ନାସା ବି କିଛି ଦେବୀ ଦେବତା ମାନଙ୍କର ଜୀବିତ ହେବାର ପ୍ରମାଣ ଦେଇଛି ଏବଂ ହନୁମାନ ଏହି ଦେବତା ମାନଙ୍କ ମଧ୍ୟରୁ ଏକ । ଆପଣଙ୍କୁ ଜଣାଇବା ଆମର କାମ ଥିଲା କିନ୍ତୁ ଏହାକୁ ବିଶ୍ଵାସ କରିବା କି ନ କରିବା ଆପଣଙ୍କର ନିଜ ଭାବନା ଅଟେ । ଆଶା କରୁଛୁ ଆମ ଦ୍ଵାରା ଦିଆ ଯାଉଥିବା ସମସ୍ତ ତଥ୍ୟ ଆପଣଙ୍କୁ ପସନ୍ଦ ଆସୁଥିବ, ପସନ୍ଦ ଆସୁଥିଲେ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *