ହାର୍ଦ୍ଦିକଙ୍କ ବିବାହର ପାଞ୍ଚ ମାସ ପରେ ସାମ୍ନାକୁ ଆସିଲେ ଏକ୍ସ ଗର୍ଲଫ୍ରେଣ୍ଡ, କହିଲେ ଏହି ବଡ କଥା…

ମୁମ୍ବାଇ : ହାର୍ଦିକ ପାଣ୍ଡିଆ ଏବେ ନିଜ ଜୀବନକୁ ନେଇ ବହୁତ ଚର୍ଚାରେ ଅଛନ୍ତି । ଏହି ବର୍ଷ ଆରମ୍ଭରେ ନିର୍ବନ୍ଧ ପରେ ପଣ୍ଡିଆ କହିଥିଲେ କି ବଲୀଉଡ ଅଭିନେତ୍ରୀ ନତାଶା ଓ ସେ ବାପା ମା ହେବାକୁ ଯାଉଛନ୍ତି । ପୂର୍ବ ବର୍ଷ ପଣ୍ଡିଆଙ୍କର ଚରିତ୍ର ଗୋଟେ ପ୍ଲେବୟ ଭଳି ଥିଲା । ତାଙ୍କର ନାମ ବହୁତ ଅଭିନେତ୍ରୀ ଓ ମଡେଲଙ୍କ ସହିତ ଯୋଡା ହୋଇଥିଲା । ଏମାନଙ୍କ  ମଧ୍ୟରେ ଜଣେ ଥିଲେ ଏଲି ଆବ୍ରାହମ । ମିକି ଭୟାରସ ଫିଲ୍ମ ରେ କାମ କରିଛନ୍ତି ଏଲି ଓ ହାର୍ଦିକ ଅଫେୟାର ବହୁତ ସମୟ ପର୍ଯ୍ୟନ୍ତ ଚାଲିଥିଲା ।

ହାର୍ଦିକଙ୍କର ନିର୍ବନ୍ଧରେ ଏଲି କିଛି କହିନଥିଲେ କିନ୍ତୁ ନିଜର ଗୋଟେ ଫୋଟୋ ଶେୟାର କରିଥିଲେ ଯାହାପରେ ଅନୁମାନ କରଯାଇଥିଲା କି ଏଲି ହାର୍ଦିକ ପାଇଁ ଫୋଟୋ ଶେୟାର କରିଥିଲା । ଏଲି ସଫାଇରେ କହିଥିଲେ କି ସେ କେବେ ଭାବି ନଥିଲେ ତାଙ୍କ ପୋଷ୍ଟ ଉପରେ ଏମିତି କୁହାଯିବ ।

ଏଲି କହିଥିଲେ କି କାହିଁକି କରିଥିଲେ ପୋଷ୍ଟ

୧ ଜାନୁଆରୀ କୁ ହାର୍ଦିକ ଓ ନତାସାଙ୍କର ନିର୍ବନ୍ଧ ପରେ ଏଲି ଗୋଟେ ଫୋଟୋ ଶେୟାର କରିଥିଲା ଯେଉଁଥିରେ ସେ ଏକେଲା ଦେଖା ଦେଇଥିଲେ । ସେ ଫୋଟୋର କ୍ୟାପସନରେ ଲେଖିଥିଲେ,’ଇସ ବାର ଆପନା ଫରିସ୍ତା ଖୁଦ ବନେ’ ଲୋକମାମେ ସେହି ସମୟରେ କହିଥିଲେ କି ଏଲି ହାର୍ଦିକ କୁ କିଛି ମେସେଜ ଦବାକୁ ଚାହୁଛନ୍ତି । ଏବେ ଏଲି ତାକୁ ଭୁଲ ବୋଲି କହିଛନ୍ତି ଏଲି ଗୋଟେ ଇନ୍ଟରଭିଉରେ କହିଥିଲେ, ‘ନୂଆ ବର୍ଷରେ ତିନି ଦିନପୂର୍ବରୁ ଯେଉଁ ଫୋଟୋ ଶେୟର କରିଥିଲି ତାହା ହାର୍ଦିକ ପଣ୍ଡିଆ ସହିତ କିଛି ସମ୍ପର୍କ ନହିଁ ।

ମୋତେ ଆଶ୍ଚର୍ଯ୍ୟ ଲାଗୁଛି କି କେମିତି କଥାକୁ ବଢାଇ ଚଡାଇ କହୁଛନ୍ତି, ଯଦି ମୋତେ ହାର୍ଦିକକୁ କିଛି କହିବାର ଅଛି ତ ତାକୁ ମେସେଜ କରିବି ମୋତେ ଇନଷ୍ଟାଗ୍ରାମ ର ଆବଶ୍ୟକ ନାହିଁ । ମୁଁ ସତରେ ହାର୍ଦିକ ଓ ନତାଶ ପାଇଁ ଖୁସି ଅଛି । ବହୁତ ଦିନରୁ ଶୁଣିବାକୁ ମିଳୁଥିଲା କି ଏଲି ଓ ହାର୍ଦିକ ଦୁଇଜଣ ଡେଟ କରୁଛନ୍ତି ।

ଆବ୍ରାହିମ ହାର୍ଦିକଙ୍କ ଭାଇ କୁନାଲଙ୍କ ବାହାଘରକୁ  ଖାସ ଗେଷ୍ଟ ହେଇଯାଇଥିଲେ । ଏହି ସମୟରେ ବହୁତ ଚର୍ଚା  ହୋଇଥିଲା ଦୁଇ ଜଣଙ୍କୁ ବହୁତ ବାର ବୁଲୁଥିବା ଓ ଡିନର କରୁଥିବା ର ଦେଖା ଯାଇଛି । ବହୁତଥର ଏୟାରପୋର୍ଟ ରେ ବି ଦୁଇ ଜଣଙ୍କୁ ଦେଖିବାକୁ ମିଳିଛି । ନିଜ ସମ୍ପର୍କ କୁ ସେ କେବେ ଖୋଲି କହି ନଥିଲେ କିନ୍ତୁ ସେ ଦୁଇଜଣ ଡେଟ କରୁଥିଲେ ,ପରେ ଦୁଇଜଣ ଅଲଗା ହେବାର ଫଇସଲା ନେଇଥିଲେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *