ଭାଇରାଲ Video! କୃଷ୍ଣଙ୍କ ନାଁ ନେଲେ ବନ୍ଦ ହୋଇ ଯାଉଛି ପିଲାର କାନ୍ଦ, ଦେଖନ୍ତୁ Video

ସୋ-ସି-ଆ-ଲ ମି-ଡି-ଆ ଯୁଗରେ ବର୍ତ୍ତମାନ କୌଣସି କଥା ଆଉ ଲୁଚି ହୋଇ ରହୁ ନାହିଁ । ସମସ୍ତେ ବର୍ତ୍ତମାନ ନିଜ ମୋବାଇଲ ମାଧ୍ୟମରେ ନିଜର ସମସ୍ତ ପ୍ରକାରର ଏକ୍ଟିଭିଟିର ଭି-ଡି-ଓ କରି ଅନ୍ଲାଇନ ପୋସ୍ଟ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଏହିଭଳି କିଛି ଭି-ଡି-ଓ ଥାଏ ଯାହା ଦେଖୁ ଦେଖୁ ବହୁତ ଜଲ୍ଦି ଭା-ଇ-ରା-ଲ ହୋଇଯାଏ । ଏହି ଭି-ଡି-ଓକୁ ନେଇ ସମସ୍ତେ ବିଭିନ୍ନ ପ୍ରକାରର ମନ୍ତବ୍ୟ ବି ଦେଇଥାନ୍ତି ।

ଏହି ଭି-ଡି-ଓରେ ନଜର ଆସୁଥିବା ବ୍ୟକ୍ତି କିଏ, କେଉଁ ସ୍ଥାନର ଇତ୍ୟାଦି ଜାଣିବା ପାଇଁ ବି ଲୋକମାନେ ଇଚ୍ଛୁକଥାନ୍ତି । କେତେକ ଭି-ଡି-ଓ ଏମିତି ଥାଏ କି ତାହା ରାତା ରାତି ଭା-ଇ-ରା-ଲ ହୋଇଯାଏ । ବର୍ତ୍ତମାନ ସମୟରେ ସୋ-ସି-ଆ-ଲ ମି-ଡି-ଆ ୟୁଜରଙ୍କ ସଂଖ୍ୟା ବି ବହୁତ ମାତ୍ରାରେ ବଢି ଯାଇଛି । ବର୍ତ୍ତମାନ ଆପଣ ଦେଖି ପାରିବେ କି ସମସ୍ତେ ସୋ-ସି-ଆ-ଲ ମି-ଡି-ଆରେ ନିଜର କୌଣସି ନା କୌଣସି ଭି-ଡି-ଓ ପୋସ୍ଟ କରିଥାନ୍ତି ।

ବର୍ତ୍ତମାନ ଏହିଭଳି କିଛି ପ୍ଲାଟଫର୍ମ ଅଛି ଯେଉଁଥିରେ କେତେକ ଯୁବକ ଓ ଯୁବତୀମାନେ ନିଜର ଡାନ୍ସ ଓ ଗୀତର ଭି-ଡି-ଓ ବି ଶେୟାର କରି ଇନକମ ମଧ୍ୟ କରୁଛନ୍ତି । ଏହା ସହିତ ୟୁଟ୍ୟୁବ ଓ ଫେସବୁକ ଏହ ଭଲ ଜରିଆ ଅଟେ ଭି-ଡି-ଓ ଭିଆର୍ଲ ହେବାର । ବର୍ତ୍ତମାନ ସମୟରେ ଏହିଭଳି କିଛି ଗୋଟିଏ ଭି-ଡି-ଓ ଭା-ଇ-ରା-ଲ ହେଉଛି । ଯେଉଁଥିରେ ଆପଣ ଗୋଟିଏ ଛୋଟ ପିଲାକୁ ଦେଖି ପାରିବେ । ଭି-ଡି-ଓରେ ଯେମିତି କି ଆପଣ ଦେଖି ପାରିବେ କି ଏହି ଛୋଟ ଶିଶୁଟି କାନ୍ଦିବା ଆରମ୍ଭ କରୁଛି । କିନ୍ତୁ ଯେତେବେଳେ

ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।

ହରେ ରାମ ହରେ ରାମ ରାମ ରାମ ହରେ ହରେ ॥

ଭଗବାନଙ୍କ ଏହି ନାଁ ଶୁଣୁଛି ତେବେ ତାହାର କାନ୍ଦ ବନ୍ଦ ହୋଇ ଯାଉଛି । ଯାହାକି ଏକ ପ୍ରକାରର ଅଦ୍ଭୁତ ଘଟଣା ଅଟେ । ଏହିଭଳି ବାରମ୍ବାର ହେଉଛି । ଅର୍ଥାତ ପିଲାଟି କାନ୍ଦୁଚି ଓ ଯେତେବେଳେ ଏହି ମନ୍ତ୍ରର ଶୁଣୁଛି ତେବେ କାନ୍ଦ ବନ୍ଦ ହୋଇ ଯାଉଛି ।

କିନ୍ତୁ ଯେତେବେଳେ ବ୍ୟକ୍ତି ଜଣକ ଏହି ମନ୍ତ୍ରର ଉଚ୍ଚାରଣ ବନ୍ଦ କରି ଦେଉଛି ତେବେ ଏହି ଶିଶୁଟି ପୁଣି ଥରେ କାନ୍ଦିବା ଆରମ୍ଭ କରି ଦେଉଛି । କିନ୍ତୁ ଏହିଭଳି କାହିଁକି ହେଉଛି ଏହା ପଛର କାରଣ ଜଣା ପଡି ନାହିଁ ।

ବର୍ତ୍ତମାନ ଏହି ଛୋଟ ଗୁଳୁଗୁଳିଆ ଶିଶୁର ଭି-ଡି-ଓ ଦେଖି ସମସ୍ତ ବହୁତ ଖୁସି ହେଉଛନ୍ତି ଓ ଏହାକୁ ବହୁତ ଶେୟାର କରୁଛନ୍ତି । କିନ୍ତୁ ଏହି ଭି-ଡି-ଓ କେଉଁ ସ୍ଥାନର ଓ ଏହି ଶିଶୁ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବି କୌଣସି ବି ପ୍ରକାରର ସୂଚନା ମିଳି ନାହିଁ ।

Leave a Reply

Your email address will not be published. Required fields are marked *