ଏହି 5ଟି Hormones କାରଣରୁ ବଢିଥାଏ ଓଜନ ଓ ପେଟରେ ଚର୍ବି, ଏମିତି କରନ୍ତୁ Control- Swami Ramdev

ହରମୋନ ଆଣ୍ଡ ୱେଟ ଗେନ୍: ନିଜର ବଢୁଥିବା ଓଜନ ଲାଗି ବହୁତ୍ ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସାଙ୍ଗ, ବନ୍ଧୁ ବାନ୍ଧବ ଓ ଅଫିସ୍, ବାହାଘର, ପାର୍ଟି ରେ ଯିବାକୁ ବହୁତ ସରମ ଲାଗେ । ପେଟରେ ବଢ଼ିଥିବା ଚର୍ବି କୁ ଦେଖି ଲେ ବହୁତ ଖରାପ୍ ଲାଗେ । ଶରୀରର ମୋଟା କୁ କମ୍ କରିବାପାଇଁ ଖାଇବା କମ୍ କରିଦେଉ ।

ଓଜନ କମ କରିବା ପାଇଁ ଏକ୍ସାର ସାଇଜ଼ ବି କରି ଥାଉ । କିନ୍ତୁ ଓଜନ ଏତେ ବଢି ଯାଏ ଯେ କମେଇବା ପାଇଁ ବହୁତ୍ ପରିଶ୍ରମ ସହିତ ସମୟ ବି ଲାଗିଥାଏ । ଓଜନ ବଢିବାର ବହୁତ୍ କାରଣ ରହିଛି ବେଶୀ ଖାଇଲେ କି, ଫ୍ୟାଟି ଜିନିଷ ଖାଇଲେ ଓଜନ ବଢେନି ଏହା ପଛର କାରଣ ହୋର୍ମୋନେ ବି ହୋଇପାରେ ।

Image Courtesy: Google

ଥାୟ ରଡ଼:

ଥାଏ ରଡ଼ ହୋରୋମୋନ ଶରୀରରେ ଓଜନ ବଢ଼ାଇ ଥାଏ । କାରଣ ହୋରୋମୋନ୍ କମ୍ ହେବା କାରଣରୁ ମେ ଟା ବୋଲିଯିମ୍ କମ୍ ହୋଇଥାଏ । ଆମ ଶରୀରରେ ଥାଇରଏଡ ଗ୍ରନ୍ଥି ହୋରୋମୋନେ ତିଆରିକରିଥାଏ । ଆହା ଛଡ଼ା ଥାଇରଏଡ ଗ୍ରନ୍ଥି ଆମ ଶରୀରରେ ମେଟା ବୋଲିଜିମ୍ ,ନିଦ, ହାର୍ଟ ରେଟ କୁ କଣ୍ଟ୍ରୋଲ କରେ । କେବେ କେବେ ଥାଇରଏଡ ଏହି ହୋର୍ମୋନ ର ଠିକ୍ ମାତ୍ର ର ଉତ୍ପାଦନ କରିନଥାଏ । ଆଉ ଏଥିରେ ହାଇପୋଠାଇରଦିଯିମା ହୋଇପାରେ । ହାଇପୋଠାଇରୟାର୍ଦ୍ କବଜ,ଥକା,ଅବସାଦ,ଓ ଅନ୍ୟ ଲକ୍ଷଣ ସହିତ ଯୋଡି ହୋଇଥାଏ ।

କର୍ତିଶୋଲ୍:-

Image Courtesy: Google

କଟ୍ଟିଶୋଲ୍ ଏକ ଅଷ୍ଟ୍ରୟେର୍ଦ୍ ହୋରମନ ଅଟେ । ସେ ଏଫେକ୍ଟ୍ ସେସେବେଲେ କରେ ଯେତେବେଳେ ଆମେ ଡିପ୍ରେସନ୍ , ଷ୍ଟ୍ରେସ, ଆମେ ନାଉ । ଏହାର ବଢ଼ିବାରେ କେବଳ ଭୋକଲଗେ ଓ ଅଧିକ ଖାଇ ଦେଉ । ଯାଉଥିପାଇଁ ଓଜନ ବଢିପାରେ ଆମେ ଟେନ୍ସନ୍ କୁ ଦୂର କରିପାରିବା କିନ୍ତୁ ଏହାକୁ ୟୋଗ, ଧ୍ୟାନ,ବ୍ୟୟମକରି କଣ୍ଟ୍ରୋଲ କରିପାରିବା ।

ଇଁସୁଲିନ:-

ଇଁସୁଲିନ ମଧୁମେହ ସହିତ ଯୋଡାଯାଇଛି । ଇଁସୁଲିନ ଶରୀରରେ ଗ୍ଲୁକୋଜ ପ୍ରବାହିତ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଏନର୍ଜି ରୂପରେ ବ୍ୟବହାର କରାଯାଏ । ରକ୍ତ ରେ ଯଦି ଇଁଶୁଲିନ ନା ସ୍ତର ବଢୁଛି ତାହେଲେ ଓଜନ ବଢି ବ ଓ ଟାଇପ୍ ୨ମଧୁମେହ ର ସମସ୍ୟା ଆସିପାରେ । ଏହାକୁ କଣ୍ଟ୍ରୋଲ କରିବାପାଇଁ ଚିନି , ଶରାବ,ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ରୁ ଦୁରାଇ ରୁହନ୍ତି ।

Image Courtesy: Google

ଏସ ଟ୍ର ଜେନ

ଶରୀରରେ ଏଷ୍ଟ୍ର ରୋ ଜେନ କୁ କଣ୍ଟ୍ରୋଲ କରିବା ବହୁତ୍ ଜରୁରୀ । ଯଦି ଶରୀରରେ ଏଷ୍ଟେ ଜେନ ର ସ୍ତର କମ୍ କି ବହୁତ ହୁଏ ଏହି କାରଣ ରୁ ଓଜନ ବଢ଼ିଥାଏ । ଶରୀରରେ ଏଷ୍ଟୋ ଜେନ ର ସ୍ତର ଅଧିକ ହେଲେ ଇଁଶୁଲିନେ ତିଆଇରି କରିବାର କୋଷ ଗୁଡ଼ିକୁ ପ୍ରଭାବିତ କରିବା । ଯେଉଁଥିରେ ଇଁସୁଲିନେ ର ବାଧା ଓ ବ୍ଲଡ଼ ସୁଗର ବଢିଯାଏ ଟା ସହିତ ଓଜନ ବଢିପାରେ ।

ପ୍ରୋଜେଷ୍ଟିରନ୍

Image Courtesy: Google

ପ୍ରୋଜେଷ୍ଟିରନ୍ ଆମ ଶରୀର ର ମୁଖ୍ୟ ହରମୋନେ ଅଟେ । ଶରୀରରେ ଠିକ୍ ଭାବେ କାମକରିବା ପାଇଁ ଏଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟିରାନ୍ ର ସନ୍ତୁଳନ ଠିକ୍ ରହିବା ଦରକାର । ମେନୋପାଜ୍,ତନାଵ, ଏଣ୍ଟିବାଓଟିକ ଔଷଧ ସେବନ କରିବା ଦ୍ୱାରା , ଓ ଅନ୍ ହେଲଦି ଖାଇବା ଦ୍ବାରା ପ୍ରୋଜେଷ୍ଟିରଣ ର ଲେଭେଲ ଖସିପାରେ । ଏହିକାରଣରୁ କେବଳ ଓଜନ ବଢିବନି ଆପଣ ଡିପ୍ରେସନ୍ ସ ଶିକାର ହୋଇପାରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *