ହସ୍ପିଟଲ ରୁ ସୁସ୍ଥ ହୋଇ ଫେରିବା ପରେ ନିଜ ନାଁ ରେ ମିଛ ପ୍ରଚାର କୁ ନେଇ ରାଗିଗଲେ Aswini, କହିଲେ କିଛି ଏମିତି…ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ଏମାନେ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଠିକ ସେହି ପରି ଟିଭି ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ଏମାନେ ମଧ୍ୟ କିଛି କମ ନୁହନ୍ତି । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ଟିଭି ରେ ପ୍ରସାରିତ ହେଉଥିବା ସିରିଲେ ଗୁଡିକରେ ଯେଉଁ କଳାକାର ମାନେ ଅଭିନୟ କରୁଛନ୍ତି ତାହା ଦେଖିବା ପାଇଁ ଦର୍ଶକ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅଶ୍ଵିନ ଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ କିଛି ଜରୁରୀ ସୂଚନା ଦେବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଟିଭି ଅଭିନେତା ଅଶ୍ଵିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ସିରିଏଲ ଓ ଫିଲ୍ମ ରେ ଅଭିନୟ କରିବାର ନଜର ଆସିଥାନ୍ତି । ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ପାଇଛନ୍ତି । ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେଶ ପସନ୍ଦ ମଧ୍ୟ କାରନ୍ତି । କିନ୍ତୁ ଗତ କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ଥିବାର ଖବର ଆସିଥିଲା । ଏହାକୁ ନେଇ ଅନେକ ଲୋକ ଏମାନେ କିଛି ମିଥ୍ୟା କଥା ପ୍ରଚାର କରିଛନ୍ତି । କିନ୍ତୁ ବର୍ତ୍ତମାନ ଅଭିନେତା ଅଶ୍ଵିନୀ ଲାଇଭ ଆସି ତାଙ୍କର ସ୍ୱାସ୍ଥ୍ୟ ବିଷୟରେ କିଛି ଜରୁରୀ କଥା କହିଛନ୍ତି ।

ସେ କହିଛନ୍ତି ସେ ବର୍ତ୍ତମାନ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ତାଙ୍କର କୌଣସି ବଡ ରୋଗ ହୋଇ ନ ଥିଲା । ବରଂ ଏକ ମାଇନର ଅପରେସନ ହୋଇଥିଲା । ଯାହା କିଛି ଦିନ ମଧ୍ୟ ରେ ଭଲ ହୋଇ ଯାଇଛି । କିନ୍ତୁ ଯେଉଁ ମାନେ ତାଙ୍କର ସ୍ୱାସ୍ଥ୍ୟ କୁ ନେଇ ମିଥ୍ୟା କଥା ପ୍ରଚାର କରୁଛନ୍ତି ତାହା ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ତେବେ ସେ ବର୍ତ୍ତମାନ ସୁସ୍ଥ ହୋଇ ପୁଣି ଥରେ ଶୁଟିଙ୍ଗ ସେଟ କୁ ଫେରିଛନ୍ତି ଯାହା ଏହି ଭିଡିଓ ରେ ଜଣା ପଡୁଛି । ଆଗକୁ ସେ ବହୁତ ଭଲ ଅଭିନୟ କରି ଦର୍ଶକ ମାନଙ୍କୁ ଏଣ୍ଟଟର୍ନମେଣ୍ଟ କରାଇବେ ବୋଲି ନିଜ ରାଏ ରେ କହିଛନ୍ତି । ପ୍ରଥମ ଥର ପାଇଁ ସେ ଲାଇଭ ଆସି ନିଜ ସ୍ୱାସ୍ଥ୍ୟ ସମ୍ବଧରେ ଏପରି କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଅଶ୍ଵିନୀ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *