ହଟାତ Live ଆସି ନିଜ ସିରିୟଲ ନୂଆବୋହୁ ବିଷୟରେ କଣ କହିଲେ Radhika ଓ Swatik, ଦେଖନ୍ତୁ Video

ଓଲିଉଡ ଅନେକ ଆଗକୁ ଗଲାଣି କହିବା ପାଇଁ ଗଲେ ଜେଭଳି ବଲିଉଡ ରେ ସାରିବା ପରେ ସିରିୟାଲ ତାର ଆଉ ଏକ ପାର୍ଟ କିଛି ଦିନ ପରେ ଆସି ଯାଏ । ସେହି ଭଳି ଏବେ ଓଲିଉଡ ଭି ସେୟା କରିବା ପାଇଁ ଲାଗିଛି । ସେ ମଧ୍ୟ ତାର ଏକ ସିରିୟାଲ ସାରିବା ପରେ ଆଉ ଏକ ସିରିୟାଲ ଆରମ୍ଭ କରିବା ପାଇଁ ଯାଉଛି । ତେବେ ଦେଖିବା ପାଇଁ ଗଲେ ଏବେ କିଛି ବର୍ଷ ତଳେ ଆରମ୍ଭ ହୋଇ ଥିବା ସିରିୟାଲ ନୂଆ ବୋହୁ ସରି ଯାଇଛି ଓ ତାର ଆଉ ଏକ ଧାରା ବାହୀକ ଆରମ୍ଭ ହେବା ପାଇଁ ଯାଉଛି । ଏହାକୁ ନିଜେ ଏହି ସିରିୟାଲ ର ମୁଖ୍ୟ ଚରିତ୍ରର ଅଭିନେତ୍ରୀ ନୂଆ ବୋହୁ ମାନେ ରାଧିକା କହିଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ନୂଆ ବୋହୁ ସିରିୟାଲ ଆମେ ସବୁ ଦେଖିଛେ । ତେବେ କହିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହାକୁ ଅଧିକ ରୁ ଅଧିକ ଲୋକ ମାନେ ପସନ୍ଦ କରିଥିଲେ । ଏହି ଧାରା ବାହୀକ ଟି ଆରମ୍ଭ ହୋଇଥିଲା ଭୂତର କାହାଣୀ ରୁ କିନ୍ତୁ ଅନେକ ଦୁବିଦ୍ଧା ପରେ ଏଥିରେ ଥିବା ନୂଆ ବୋହହୁ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି । ସେ ସବୁ ବେଳେ ନିଜର କର୍ମ କରି ଚାଲି ନିଜ ସ୍ଵାମୀ ଓ ନିଜ ପରିବାର କୁ ରକ୍ଷା କରିଛନ୍ତି । ତେବେ ଦେଖିବା ପାଇଁ ଗଲେ ଆମେ ଏହି ଧାରା ବାହୀକ ଏବେ ଶେଷ ହୋଇ ଯାଇଛି ବୋଲି ଜାଣିଲେ ।

କିନ୍ତୁ ଏଥିରେ ଅଭିଇନୟ କରିଥିବା ମିତାଲି କହି ଛନ୍ତି କି ଏହା ଆକେ ବଳ ସେଶ ନୁହେଁ ଆଉ ଏକ ନୂଆ ଆରମ୍ଭ ହେବା ପାଇଁ ଯାଉଛି । ତାଙ୍କ ଅଭିନୀତ ସିରିୟାଲ ସେଶ ହୋଇ ଯାଇଛି କିନ୍ତୁ ଏହା ସହ ଆଉ ଏକ ନୂଆ ବୋହୁ ଆସିବା ପାଇ ଯାଉଛି ଯାହାକୁ ଆପଣ ନୂଆ ବୋହୁ 2 ବୋଲି କହି ପାରିବେ । ସେ ନିଜ ଫ୍ୟାନ୍ସ ମାନଙ୍କୁ ଆସିକି ଲାଇଭ ରେ କହି ଛନ୍ତି କି । ଯେଉଁ ଭଳି ଭାବେ ଆମେ ତାଙ୍କୁ ଭଲ ପାଇବା ଦେଇଛେ । ସେହି ଭଳି ଆମେ ତାଙ୍କ ପରେ ଆସୁଥିବା ନୂଆ କଳା କାର ମାନଙ୍କୁ ମଧ୍ୟ ଭଲ ପାଇବା ଦେବା ଓ ସେମାନଙ୍କ ସିରିୟାଲ ଦେଖିବା ।

ମିତାଳି ଓ ସାତ୍ଵିକ ଜିଏକି ରାଧିକା ନଅଙ୍କ ସ୍ବାମୀର ଅଭିନୟ କରିଥିଲେ ସେ ମଧ୍ୟ କହିଛନ୍ତି କି ତାଙ୍କ ସହ ଅମାର ଏହି ଯାତ୍ରା ସେଶ ହୋଇନି ଆହୁରି ଆଗକୁ ସେ ଆସିବେ । କିନ୍ତୁ ତାଙ୍କ ସହ ଆଉ ଆସିଥିବା ନୂଆ କଳା କାର ମାନଙ୍କୁ ମଧ୍ୟ ଆମେ ସେତିକି ସମ୍ମାନ ଓ ଭଲ ପାଇବା ଦେବା ।

ତେବେ ଏହି କଥା ବାର୍ତ୍ତା ଭିତରେ ଦେଖିବା ପାଇଁ ଗଲେ ମିତାଳି କହିଛନ୍ତି କି ଆଉ ଏକ ନୂଆ ଧାରା ବାହୀକ ଆସିବା ଅପାଇନ ଯାଉଛି ଯାହାର ନାମ ମଧ୍ୟ ନୂଆ ବୋହୁ । କିନ୍ତୁ ଏହି ଧାରା ବାହୀକ ରେ ସେ ଆଉ ନଥିବେ । ତେଣୁ ସେ ସେଶ ଥର ପାଇଁ ଶେଷ ଶୁ-ଟି-ଙ୍ଗ ସେଟ ରେ ନିଜ ଫ୍ୟାନ୍ସ ମାନଙ୍କ ସହ ସାଟବିକ ଙ୍କ ସାଙ୍ଗରେ ଅନ୍ଲାଇନ ଆସିଥିଲେ ।

Leave a Reply

Your email address will not be published. Required fields are marked *