ହଟାତ Live ଆସି କାହିଁକି ରାଗିକି ଏମିତି କହିଲେ Rani Panda, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଯାତ୍ରା ଜଗତରେ ଅନେକ ଯାତ୍ରା ସୋ ରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିତି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ରାନୀ ପଣ୍ଡା ଲାଇଭ ଭିଡିଓ ଆସି କଣ କହିଛନ୍ତି ସେହି ବିଷୟରେ କହିବାକୁକାଉ ଯାଉଛୁ । ଅଭିନେତ୍ରୀ ରାନୀ ପଣ୍ଡା ଲାଇଭ ଭିଡିଓ ଆସି ଯାତ୍ରା ଇଣ୍ଡଷ୍ଟ୍ରିକୁ ଗା-ଳି ଗୁ-ଲ-ଜ କରୁଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି ।

ସେ କିଛି ଯାତ୍ରା କଳାକାର ମାନଙ୍କୁ ଏତେ ଖ-ରା-ପ ଭା-ଷା-ରେ ଗା-ଳି ଗୁ-ଲ-ଜ କରୁଛନ୍ତି ଯାହା ଅତି ନି-ନ୍ଦ-ନୀ-ୟ କଥା ଅଟେ । ଏହାର କାରଣ ହେଉଛି ସେ ଯେଉଁ କାମ କରୁଛନ୍ତି ତାକୁ ଯାତ୍ରା ଇଣ୍ଡଷ୍ଟ୍ରି ତାଙ୍କ ବିରୋଧରେ ସ୍ଵର ଉତ୍ତୋଳନ ଅକରୁଛି । ରାନୀ ପଣ୍ଡା କହିଛନ୍ତି ଯେ ତାଙ୍କର କିଛି ଭୁଲ ନ ଥାଇ ମଧ୍ୟ କଣ ପାଇଁ ସମସ୍ତେ ତାଙ୍କ ପଛରେ ପଡି ଯାଉଛନ୍ତି ।

 

ଯଦି ସେ ନିଜ ପେଟ ପୋଷିବା ପାଇଁ କିଛି ଅନ୍ୟ କାମ କରୁଛନ୍ତି ତେବେ ସେଥିରେ କାହାର ଅସୁବିଧା କଣ ପାଇଁ ହେଉଛି । ବର୍ତ୍ତମାନ କୋରୋନା ସମୟରେ ଯାତ୍ରା ଇଣ୍ଡଷ୍ଟ୍ରି ବନ୍ଦ ଥିବାରୁ ରାନୀ ପଣ୍ଡା ଙ୍କର ରୋଜଗାର ମଧ୍ୟ ବନ୍ଦ ଅଛି । ସେଥି ପାଇଁ ଯଦି ସେ କୌଣସି ମଞ୍ଚ ଉପରେ ଯାଇ ସୋ କରୁଛନ୍ତି ନିଜର ଜୀବିକା ନିର୍ବାହ ପାଇଁ ତେବେ ଯାତ୍ରା ଇଣ୍ଡଷ୍ଟ୍ରି ଏଥିରେ ପ୍ର-ତି-ବା-ଦ କରିବାକୁ କିଏ ସେ ତାହାକୁ ନେଇ ରାନୀ ପଣ୍ଡା ପ୍ରଶ୍ନ କରିଛନ୍ତି ।

ଏହା ଛଡା ସେ ଏତେ ନିଜକୁ ମଧ୍ୟ ଖ-ରା-ପ ଭା-ଷା-ରେ ଗା-ଳି କରୁ ଥିବାର ଏହି ଭିଡିଓ ରୁ ଜଣା ପଡୁଛି । ତାଙ୍କ ସହ ଯିଏ ଲାଗିବ ସେ ତାଙ୍କୁ ଛାଡିବେ ନାହି ବୋଲି ଏହି ଭିଡିଓ ରେ କହୁଛନ୍ତି । ରାନୀ ପଣ୍ଡା କାନ୍ଦୁ ଥିବାର ମଧ୍ୟ ଏହି ଭିଡିଓ ରୁ ଜଣା ପଡୁଛି ।

ଯାତ୍ରା ଇଣ୍ଡଷ୍ଟ୍ରି ରେ ତାଙ୍କୁ ଅଭିନେତ୍ରୀ ନୁହେ ବୋଲି ଯେଉଁ କଥା କୁହା ଯାଇଛି ତାହାର ପଛରେ କଣ କାରଣ ରହିଛି ସେ ପ୍ରଶ୍ନ କରିଛନ୍ତି । ଏହା ବ୍ଯତୀତ ତାଙ୍କ ପାଇଁ ସମସ୍ତେ ଆଜି ବହୁତ ଉପରକୁ ଉଠିଛନ୍ତି କିନ୍ତୁ ସେ ଆଜି ତଳେ ଦରିଦ୍ର ଅବସ୍ଥାରେ ରହି ଯାଇଛନ୍ତି ବୋଲି କହିବା ସମୟରେ ରାନୀ ପଣ୍ଡା କାନ୍ଦି ପକାଇଛନ୍ତି ।

 

ଏହା ଛଡା ତାଙ୍କ ଆଖିର ଲୁହ ସମସ୍ତଙ୍କ ଉପରେ ପଡିବ ବୋଲି ସେ ଏହି ଭିଡିଓ ରେ କହିଛନ୍ତି । ଯିଏ ଯେଭଳି କାମ କରିବ ତାହାର ଫଳ ତାକୁ ନିଶ୍ଚୟ ମିଳିବ ବୋଲି ରାନୀ ପଣ୍ଡା କହିଛନ୍ତି । ସେ କେଉଁ ଜାଗାକୁ ଯିବେ ଓ କେଉଁଠାକୁ ଯିବେ ନାହି ତାହା କହିବାକୁ ଯାତ୍ରା ଇଣ୍ଡଷ୍ଟ୍ରି କିଏ ସେ ଏହାକୁ ନେଇ ରାନୀ ପଣ୍ଡା ପ୍ରଶ୍ନ କରିଛନ୍ତି ।

ବନ୍ଧୁଗଣ ରାନୀ ପଣ୍ଡାଙ୍କର ଏଭଳି ଆଚରଣ ଠିକ ନାଁ ଭୁଲ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *