ନମସ୍କାର ବନ୍ଧୁଗଣ । ଆଜିକାଲି ଆମ ଦେଶରେ ଅନେକ ପ୍ରକାରର ଭି-ଡି-ଓ ଭା-ଇ-ରା-ଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ଲାଗିବ । ଏମିତି କିଛି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି ଯାହା ଦେଖିଲେ ଅ-ବା-କ ହୋଇ ରହିଯିବେ । ତେବେ ବିଶେଷ କରି ଯୁବକ ଗୋଷ୍ଠୀ ମାନେ ଏମିତି କାମ କରି ଭି-ଡି-ଓ ଭା-ଇ-ରା-ଲ କରୁଛନ୍ତି ଯାହାକୁ ଦେଖିଲେ ବିଶ୍ଵାସ କରିବା ସହଜ ନୁହେଁ । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି ।

ଆପଣ ମାନେ ଜାଣିଥିବେ ଭୁବନେଶ୍ଵର ରେ KBN ଗ୍ରୁପ ରହିଛି । ଯେଉଁଥିରେ ଯୁବକ ମାନେ ହାତରେ ମା-ର-ଣା-ସ୍ତ୍ର ଧରି ଏମିତି କଥା କହୁଛନ୍ତି ଯାହାକୁ ଦେଖିଲେ ବିଶ୍ଵାସ କରି ହେବ ନାହି । ଠିକ ସେହିଭଳି ଦୃଶ୍ୟ ବର୍ତ୍ତମାନ କଟକ ରେ ଦେଖିବାକୁ ମିଳୁଛି । ଏହି ଭି-ଡି-ଓ ରେ ଆପଣ ମାନେ ଦେଖି ପାରିବେ କିପରି ଜଣେ ଯୁବକ ହାତରେ ଅ-ସ୍ତ୍ର ଧରି ଏମିତି ଡା-ଇ-ଲ-ଗ- ମା-ରୁ-ଛ-ନ୍ତି- ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚ୍ଚା ରେ ବିଷୟ ବସ୍ତୁ ହୋଇ ପଡିଛି ।
ଏହି ଯୁବକ ଜଣକ ହାତରେ ବ-ନ୍ଧୁ-କ ଓ ଖ-ଣ୍ଡା ଧରି ସର୍ବ ସାଧାରଣ ଜାଗାରେ ଭି-ଡି-ଓ କରିଛନ୍ତି ଯାହାକୁ ଦେଖିଲେ ସକ ଲାଗିବ । ସର୍ବ ସାଧାରଣ ଜାଗାରେ ହାତ ରେ ଖ-ଣ୍ଡା ଧ-ରି ଡାଇଲଗ ମା-ରି-ଲା- ଭଳି ଭି-ଡି-ଓ ବର୍ତ୍ତମାନ ଗଣ ମାଧ୍ୟମରେ ଜୋରସୋର ରେ ପ୍ରଚାର ହେବାରେ ଲାଗିଛି । ଏହି ଯୁବକ ଜଣକ କହୁଛନ୍ତି ତୁ ଯୋଉଠିକା ଭାଇ ହୋଇଥା ମୋ ସହ ଲାଗିବୁ ଆଜି ନ ହେଲେ କାଲି ପ-ଙ୍କ ମ-ହ-ଣା ଖାଇବୁ । ଏହିଭଳି ଅ-ପ-ଶ-ବ୍ଦ ବ୍ୟବହାର କରୁଛନ୍ତି ଯୁବକ ଜଣକ ।

ଅନ୍ୟ ଜଣେ ଯୁବକ ଡାଇଲଗ ମା-ରୁ-ଛ-ନ୍ତି ଯେ ଯଦି କଲିଜା ଅଛି ତ ଏକା ଆସ ଆମେ ବି ଦେଖିବା ତମେ କେତେ ବଡ ଲୋକ । ଏହି ଭି-ଡି-ଓ ଟି ଭା-ଇ-ରା-ଲ ହେବା ପରେ କଟକ ପୋ-ଲି-ସ ଏହି ଘଟଣା ର ଯା-ଞ୍ଚ ଆରମ୍ଭ କରିଛି । କିଛି ଯୁବ ଗୋଷ୍ଠୀ ସମାଜ ରେ ଆ-ତ-ଙ୍କ ଖେଳାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି । ଏଭଳି ଭି-ଡି-ଓ କରି ଛାଡିବା ଏକ ପ୍ରକାରର ଟ୍ରେ-ଣ୍ଡ ହୋଇ ଗଲାଣି । ଯାହା ଆମ ସମାଜ ପାଇଁ ହି-ତ-କ-ର ନୁହେଁ । ଏହି ଭି-ଡି-ଓ ଦ୍ଵାରା ଅନ୍ୟ ମାନେ ଖ-ରା-ପ କାମ କରିବା ପାଇଁ ପ୍ରଶଯ ପାଇବେ । ଯାହା ଜମାରୁ ଠିକ ବି ନୁହେଁ । ତେଣୁ ଏଥିପାଇଁ ଆମ ସରକାର ଓ ପୋ-ଲି-ସ ପ୍ରଶାସନ କୌଣସି ବଡ ପଦକ୍ଷେପ ନେବା ଉଚିତ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
