HCର ବଡ ନିଷ୍ପତ୍ତି, ଝୁଲିଲା କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା, ଦେଖନ୍ତୁ କଣ କହିଲେ ଆବେଦନକାରୀ ଓକିଲ…

ନମସ୍କାର ବନ୍ଧୁଗଣ । ପ୍ରତି ବର୍ଷ ଆମ ରାଜ୍ୟ ରେ ପୋଲିସ କନେଷ୍ଟବଳ ନିଯୁକ୍ତି ପାଇଁ  ବିଭିନ୍ନ ପ୍ରକାରର ବିଜ୍ଞପ୍ତି ବାହାରି ଥାଏ । ଯାହାକୁ ନେଇ ଅନେକ ଉଚ୍ଚ ଶିକ୍ଷିତ ଛାତ୍ର ଛାତ୍ରୀ ମାନେ ଏଥିରେ ନିଜର ଦକ୍ଷତା ଦେଖାଇ ଥାନ୍ତି । ଆଉ ପରୀକ୍ଷା ଦେଇ ପଦ ହାସଲ କରିଥାନ୍ତି । କିନ୍ତୁ ବର୍ତ୍ତମାନ କିଛି ସମୟ ହେବ ପୋଲିସ କନେଷ୍ଟବଳ ପଦ କୁ ନେଇ ଆସିଛି ଏକ ବଡ ଖବର ।

ସୂଚନା ଅନୁଯାୟୀ ରାଜ୍ୟ ରେ ଝୁଲିଲା କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା । ଓଡିଶା ପୋଲିସ କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ । ହେଲ ଚୁଡାନ୍ତ ନିଯୁକ୍ତି ପ୍ରକ୍ରିୟା ହାଇ କୋର୍ଟ ରେ ଚାଲିଥିବା ମାମଲାର ଫଳାଫଳ ଉପରେ ନିର୍ଭର ଅରିବ । ଏହା ସ୍ପଷ୍ଟ କରିଛନ୍ତି ହାଇ କୋର୍ଟ । ଏଥିରେ ଗ୍ରୁପ-ଡି, ଗୃହ ରାଖୀ ଙ୍କ 10 ପ୍ରତିଶତ ପଦବୀ ସରଂକ୍ଷିତ ରହିଥିଲା ।

ଓଡିଶା ପୋଲିସ ଗ୍ରୁପ-ଡି, ଗୃହ ରକ୍ଷୀ ମାନଙ୍କ ପାଖ ରୁ ଦାୟର ମାମଲାର ଶୁଣାଣୀ କରି ହାଇ କୋର୍ଟ ଏହା କହିଛନ୍ତି । ଗତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲା ରେ ମୋଟ 4793 ଟି କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରାକ୍ସ ପାଇଥିଲା । ଏଥିରେ ଡେକହ ଦେଇଥିବା ଅନିୟମନିତା କୁ କେନ୍ଦ୍ର କରି ଏକାଧିକ ମାମଲା ରୁଜୁ ହୋଇଥିଲା । ଏହାରି ଉପରେ ଶୁଣାଣୀ ଚାଲିଥିବା ବେଳେ ହାଇ କୋର୍ଟ କହିଛନ୍ତି ଯେ ନିଯୁକ୍ତି ମାମଲାର ଫଳାଫଳ ଆଧାର ରେ ବିଚାର କରାଯିବ ।

ତେବେ ନିଯୁକ୍ତି ନେଇ ଦାୟର ଏକାଧିକ ମାମଲା ଉପରେ ହାଇ କୋର୍ଟ ଙ୍କ ଏଭଳି ରାୟ ଶୁଣିବାକୁ ମିଳିଛି । କିଛି ଜିଲ୍ଲା ରେ ଲିଖିତ ପରୀକ୍ଷା ପରେ କ୍ଵାଲିଫାଇଂ ମାର୍କ ଦେଖା ଯାଇଛି । କିଛି ଜିଲ୍ଲା କ୍ଵାଲିଫାଇଂ ମାର୍କ ଦେଖି ଶାରୀରିକ ପରୀକ୍ଷା କରା ଯାଇଛି । ପ୍ରକ୍ରିୟା ଚାଲିବ କିନ୍ତୁ ଚୁଡାନ୍ତ ନିଯୁକ୍ତି ମାମଲା ରାୟ ଉପରେ ନିର୍ଭର କରିବ ।

ବହୁତ ଗୁଡାଏ ଜିନିଷ ବିଜ୍ଞପ୍ତି ରେ ନାହି ଯାହା ସେମାନେ ନିଜର ମନ ମୁତାବକ କରିଛନ୍ତି ସରକାର । ଯାହାକୁ ବର୍ତ୍ତମାନ କୋର୍ଟ ବିଚାର କରୁଛନ୍ତି । କୋର୍ଟ ରେ ବର୍ତ୍ତମାନ ବିଚାର କରାଯିବ ଏ ଯେଉଁ ସିଲେକ୍ସନ ରେକୁଟମେଣ୍ଟ ହୋଇଛି ତାହ ଠିକ ନା ଭୁଲ । ତାହା ନିଯୁକ୍ତି ପ୍ରକ୍ରିୟା ରେ ଜାରି ହୋଇଥିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ ନିଶ୍ଚୟ କମେଣ୍ଟ ରେ ଜଣାନ୍ତୁ । ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *