ହେ ଭଗବାନ! ଅନ୍ତିମ ସଂସ୍କାର ପୂର୍ବରୁ ଜୀବିତ ହୋଇଲେ ମୃତ ମହିଳା… ଆଉ ତା ପରେ…

ବହୁତ ଥର ଆପଣ ମୃତ ମନୁଷ୍ୟଙ୍କୁ ଜୀବିତ ହେବାର କାହାଣୀ ଶୁଣିଥିବେ । ଆଜି ଆମେ ଏମିତି ଘଟଣା ସମ୍ବନ୍ଧରେ କହିବାକୁ ଯାଉଛୁ ଯେଉଁଠି ଗୋଟେ ମହିଳା କୁ ମୃତ ଘୋଷିତ କଲାପରେ ଓ ଅନ୍ତିମ ସଂସ୍କର ପୂର୍ବରୁ ଏହି ମହିଳା ଜୀବିତ ହୋଇଗଲେ । ଯିଏ ବି ଏହି ଘଟଣା ବିଷୟରେ ଶୁଣିଲା ସେ ଆଶ୍ଚର୍ଯ୍ୟ ହୋଇଗଲା । ଏହି ଘଟଣା ସୀକରର ଯେଉଁଠି ନଛିଦେବୀ ନାମକ ଜଣେ ମହିଳା ରହୁଥିଲେ । ଏହି ମହିଳାର ପେଟରେ ଗ୍ରନ୍ଥି ହୋଇଯାଇଥିଲା ତା ମହିଳା ଜଣକ ତାର ଅପେରସନ କରିଥିଲେ ।

Image Courtesy: Google

ଗୋଟେ ସପ୍ତାହ ପରେ ଏହି ମହିଳା ଚେକ ଅପ କରିବା ପାଇଁ ଯାଇଥିଲା,ସେଠାରେ ମହିଳା ର ଅବସ୍ଥା ପୁରା ଖରାପ ହୋଇଯାଇଥିଲା । ତାପରେ ତାକୁ ହସ୍ପିଟଲରେ ଭର୍ତି କରଯାଇଥିଲା । ମହିଳାକୁ ହଠାତ ହାର୍ଟ ଏଟାକ ଆସିଥିଲା  ଓ ତାର ନିଶ୍ଵାସ ବନ୍ଦ ହୋଇଯାଇଥିଲା । ଡକ୍ଟର କହିଲେ କି ମହିଳା ଜଣକ କୋମା ରେ ଚାଲିଗଲେ ଓ ତାଙ୍କୁ ଭେଣ୍ଟିଲେଟର ରେ ରଖାଯିବ । କିନ୍ତୁ ମହିଳାର ଘର ଲୋକ ତାକୁ ମୃତ ଭାବି ଘରକୁ ନେଇଆସିଲେ ।

Image Courtesy: Google

ମହିଳା ଜଣକୁ ଯେତେବେଳେ ଘରକୁ ନେଇଯାଉଥିଲେ ତା ସହରର ୫ କିମି ଦୂରରେ ହଠାତ ବ୍ରେକ ଦେଲାପରେ ମହିଳା ଜଣକ ହୋସରେ ଆସିଲେ, ହଁ ଆଜ୍ଞା…ମୃତ ମହିଳାକୁ ଜୀବିତ ଦେଖି ତା ଘର ପରିବାରର ଲୋକ ଆଶ୍ଚର୍ଯ୍ୟ ହୋଇଲେ । ମହିଳା ଜଣକୁ ଖସି ଆସିଲା ଓ ସେ ନିଜ ପରିଜନଙ୍କୁ ପାଣି ମାଗିଥିଲା । ଏହା ପରେ ମହିଳାର ପରିବାରରେ ଖୁସିର ଲହରୀ ଖେଳିଗଲା । ମହିଳାକୁ ଅଧା ରାସ୍ତାରୁ ହସ୍ପିଟଲ ନିଆଗଲା । ସେଠି ଡକ୍ଟର ମାନେ ପୁଣି ଚିକିସ୍ଥା କରିବା ଆରମ୍ଭ କରିଲେ । ବର୍ତ୍ତମାନ ସେହି ମହିଳା ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ।

Image Courtesy: Google

ଏହିଭଳି କେତେ ଚମତ୍କାର ଏହି ଦୁନିଆରେ ଦେଖିବାକାଉ ମିଳିଥାଏ । ତେବେ ଏହି ଘଟଣା ପଢିବା ପରେ ଆପାଣ କଣ ଭାବୁଛନ୍ତି କେମତି ସେହି ମହିଳା ମୃତ୍ୟୁ ମୁଖରୁ ବଞ୍ଚିଆସିଲେ । କଣ ସତରେ ଭଗବାନ ଏମିତି ଚମତ୍କାର କରିଥାନ୍ତି । ଆପଣଙ୍କର ମତ ନିଶ୍ଚୟ ଦେବେ । ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ ଗୁଡିକ ପସନ୍ଦ ଆସୁଥିବ, ଆଗକୁ ମଧ୍ୟ ଏହିଭଳି ଭିନ୍ନ ଭିନ୍ନ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *