ଗୋଟେ ଦିନରେ ଫାଟୁଥିବା ଗୋଇଠିକୁ କରନ୍ତୁ ସୁନ୍ଦର- Home Remedies of Cracked Heels

ଗୋଡ ଫାଟିବାର ମୁଖ୍ୟ କାରଣ ହେଲା ପାଣି କଣ ପିଇଲେ ଏମିତି ହୋଇଥାଏ । ଯଦି ଆପଣ ଆମିଷ ଅଧିକ ଖାଆନ୍ତି, ତେବେ ଆପଣ ଶିତ ଦିନେ ଆପଣଙ୍କ ଖାଇବା ପ୍ରସେସକୁ ଠିକ କରିବାକୁ ପଡିବ ।  କାରଣ ଶିତ ଦିନରେ ବହୁତ ପନିପରିବା ଓ ଫଳମୂଳ ଖାଇବାକୁ ପଡିବ । ଯଦି ପନିପରିବା ଓ ଫଳମୂଳ କମ ଓ ଆମିଷ ଅଧିକା ମାତ୍ରାରେ ଖାଇବେ ତାହେଲେ ଆପଣଙ୍କର ଗୋଇଠି ଫାଠିଥାଏ ।

ଯଦି ଶିତ ଦିନରେ ଆପଣ ଆପଣଙ୍କ ଗୋଇଠିକୁ ସଫସୁତୁରା ନ ରଖିବେ ସେଥିଲାଗି ଗୋଇଠି ମଧ୍ୟ ଫାଟିଥାଏ । ଏମିତି କରି ବହୁତ କାରଣ ଥାଏ ଶିତ ଦିନେ ଗୋଇଠି ଫାଟିବାର ।

ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର  ବିଷୟରେ, ଏଥିଲାଗି ଆପଣଙ୍କୁ କିଛି ଉପାୟ କହିବୁକି ଯେମିତିକି ଦିନରେ ତିନିରୁ ଚାରି ଲିଟର ପାଣି ପିଇବେ । ଶିତ ଦିନେ ବାୟୁ ମଣ୍ଡଳ ଶୁଷ୍କ ରହିଥାଏ, ଗରମ ଦିନରେ ଆପଣ ଯେତିକି ପାଣି ପିଅନ୍ତି ଅଧିକା ମାତ୍ରାରେ ଶିତ ଦିନରେ ପିଇବେ । ପ୍ରତେକଦିନ ସାଲାଡ ଖାଇବାକୁ ଚେଷ୍ଟା କରିବେ ।

ଏଠାରେ ଘରୋଇ ଉପଛରେ ତିନୋଟି ଟିପ୍ସ କହିବୁ ତାହାକୁ ଯଦି ମାନିବେ ଆପଣଙ୍କ ଦୁଇ ସପ୍ତାହ ଭିତରେ ଗୋଦା ଫାଟିବା ଠିକ ହୋଇଯିବ । ଯଦି ଏହି ଗୋଡ ଫାଟିବା ବହୁତ ପୁରୁଣା ହୋଇଥିବା ତାହେଲେ ଏହି ଉପାୟକୁ ପ୍ରାୟ ଗୋଟେ ମାସ କରିବାକୁ ପଡିବ ।

ଆସନ୍ତୁ ଜାଣିବା ଟିପ୍ସ ବିଷୟରେ ପ୍ରତେକ ଦିନ ଗୋଟିଏ ଗ୍ରାମ ଚୂନ ଆପଣ ଖାଇବେ, ଚୂନ ଏମିତି ଗୋଟିଏ ଜିନିଷ ଶିତ ଦିନେ  ଆପଣଙ୍କ ଚର୍ମକୁ ପ୍ରୋଟେକସନ କରିଥାଏ । ଆପଣଙ୍କର ଜଳିୟଅଂଶ ତାକୁ ମେଣ୍ଟେନ କରିଥାଏ । ଗହମ ଦାନା ଭଳି ଚୂନ ନେବେ ତାକୁ ଆପଣ ପାଣିରେ ମିଶାଇ ପିଇ ପାରିବେ, ଫଳ ରସରେ ମିଶାଇ ପିଇପାରିବେ । ଗୋଟିଏ ଗ୍ଲାସ ପାଣିରେ ଟିକେ ଚୂନ ମିଶାଇ ପିଇପାରିବେ ।

ଟିପ୍ସ ନମ୍ବର ୨ ରେ ଆପଣ ଗୋଟିଏ ତେଲ ତିଆରି କରିବେ, କଣ କଣ ଦରକାର ଆସନ୍ତୁ ଜାଣିବା । ଶହେ ଗ୍ରାମ ସୋରିଷ ତେଲ ନେବେ ଓ ୫୦ ଗ୍ରାମ ମହମ ନେବେ ଏବଂ ଦଶଗ୍ରାମ କର୍ପୁର ନେବେ ଯେଉଁଟାକି ଖାଇବା କର୍ପୁର । ଏହି ସବୁକୁ ମିଶାଇ ଗରମ କରିବେ ଯେତେବେଳେ ତେଲ ଭଲ ଭାବରେ ଗରମ ହୋଇଯିବ ତାକୁ କାଚ ବୋତାଲରେ ରଖିବେ । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏହାକୁ ମାଲିସ କରିବେ ।

Leave a Reply

Your email address will not be published. Required fields are marked *