ଦେଖନ୍ତୁ ଶାଶୁଘରେ ଅର୍ଚ୍ଚିତାଙ୍କୁ କଣ ଉପହର ଦେଲେ ସବ୍ୟଙ୍କ ମା’

ବଲୀଉଡ ହେଉ ବା ଅଲିଉଡ ସବୁବେଳେ ଅଭିନେତ୍ରୀ ମାନଙ୍କୁ ନିଜ ସୌନ୍ଦର୍ଜ୍ୟ ଉପରେ ବିଶେଷ ଧ୍ୟାନ ଦବାକୁ ପଡିଥାଏ ତେବେ ଅର୍ଚିତା ଏମିତି ଜଣେ ଅଭିନେତ୍ରୀ ଯିଏ ଦେଖିବାକୁ ବହୁତ ସୁନ୍ଦରୀ ଆଉ ତାଙ୍କୁ ନେଚୁରାଲ ରହିବା ପସନ୍ଦ ଅଟେ । ବର୍ତମାନ ଅର୍ଚିତା ଆଉ ସବ୍ୟାଙ୍କ ବିବାହ ବିଷୟରେ ଆପଣ ମାନେ ଶୁଣିବାକୁ ପାଇଥିବେ ଯାହା ପୂର୍ଣ ଭାବରେ ସତ୍ୟ ଅଟେ । ଆଜି ଅର୍ଚିତା ନିଜ ସାସୁ ଘର ଲୋକଙ୍କ ସହ କିଛି ଫଟୋ ସୋଶିଅଲ ମିଡିଆ ରେ ପୋଷ୍ଟ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କିଛି ବିଶେଷ କଥା କହିବାକୁ ଯାଉଛୁ ।

ଅର୍ଚିତା ଆଉ ତାଙ୍କ ସାସୁ ମାନକ ମଧ୍ୟରେ ସବୁକିଛି ବହୁତ ଭଲ ଦେଖା ଯାଉଛି ଏହି ଫ୍ତଓୟାରେ ତାଙ୍କ ସାସୁ ମା ତାଙ୍କୁ ସାଦି ଗହଣା ଆଉ ସିନ୍ଦୁର ଇତ୍ୟାଦି ଉପହାର ସ୍ୱରୂପ ଦେଇଛନ୍ତି ଏହା ଛଡା ସେ ନିଜ ପୂର୍ବ ପୁରୁଷ ମାନଙ୍କ ଗହଣା ମଧ୍ୟ ଅର୍ଚିତାଙ୍କୁ ଦେଇଛନ୍ତି । ଏହା ପରେ ଅର୍ଚିତା ନୂଆ ବହୁ ଭଳି ରୋଷେଇ କରିଛନ୍ତି ଆଉ ଏହି ସମୟରେ ତାଙ୍କ ସାସୁ ଘର ସବୁ8 ସଦସ୍ୟ ତାଙ୍କ ପାଖରେ ଉପସ୍ଥିତ ଥିଲେ ଏତେ କି ସବ୍ୟ ମଧ୍ୟ ରୋଷେଇ ଘରେ ଥିଲେ ଏହି ଭଳି ବହୁତ ଫଟୋ ଅର୍ଚିତା ସୋଶିଅଲ ମିଡିଆରେ ଶେୟର କରିଛନ୍ତି ।

ଆରଚିତାଙ୍କ ଓଠ ହସ ଦେଖି ଏହା ଲାଗୁଛି ଯେ ତାଙ୍କ ସାସୁ ଘର ଲୋକ ସମସ୍ତେ ବହୁତ ଭଲ ଆଉ ତାଙ୍କୁ ସମସ୍ତେ ଏତେ ଭଲ ପାଇବା ଦଉଛନ୍ତି ଯେ ସେ ନିଜ ଘରକୁ ଏତେ ମିସ କରୁ ନାହାନ୍ତି ନୂଆ ଜାଗା ନୂଆ ଲୋକଙ୍କ ସହ ରହିଲେ ମଧ୍ୟ ଅର୍ଚିତା ଖୁସି ଅଛନ୍ତି କଣ ଆପଣ ଜାଣିଛନ୍ତି ଅର୍ଚିତା କଣ ରୋଷେଇ କରିଛନ୍ତି ପ୍ରଥମ ଥର ତାଙ୍କ ସାସୁ ଘରେ ଅର୍ଚିତା ମାଛ ଆଉ ଶାଗ ରୋଷେଇ କରୁଛନ୍ତି ଆଉ ସବ୍ୟାଙ୍କ ଘର ଲୋକେ ଅର୍ଚିତାଙ୍କୁ ପାଇ ବହୁତ ଖୁସି ଅନୁଭବ କରିବାର ଆପଣ ଫଟୋରେ ଦେଖିବାକୁ ପାଇବେ ।

ବହୁତ ଲୋକ ଭଲ ଆଉ ମନ୍ଦ କଥା କହିୟଲେ କିନ୍ତୁ ସେ ଦୁହେଁ ଏବେ ଏକାଠି ଅଛନ୍ତି ଆଉ ଭଗବାନ କରନ୍ତୁ ସେ ଦୁହେଁ ସବୁବେଳେ ଖୁସିରେ ଏକାଠି ରୁହନ୍ତୁ । ଅର୍ଚିତା ଆଉ ସବ୍ୟାଙ୍କ ବିବାହ ବିଷୟରେ କେହି ଜାଣି ନଥିଲେ ଯେତେବେଳେ ବିବାହ ସାରିଲା ଆଉ ସେହି ରାତି ସବ୍ୟ ନିଜ ବିବାହ ଫଟୋ ସୋଶିଅଲ ମିଡିଆରେ ଛାଡିଲେ ସେତେବେଳେ ସମସ୍ତେ ଜାଣିଲେ ଯେ ଦୁହେଁ ବିବାହ କରିଛନ୍ତି ।

Leave a Reply

Your email address will not be published. Required fields are marked *