ଦେଖନ୍ତୁ କେମତି Jhilik Bhatajrajee କଲେ ନିଜ ସ୍ଵାମୀଙ୍କ ଜନ୍ମଦିନ ପାଳନ, ଦେଲେ ଏମିତି ସରପ୍ରାଇଜ

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏହା ସହ କିଛି କଳାକାର ମାନେ ନିଜର ଭଲ କାମ ପାଇଁ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହିଥାନ୍ତି । ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ବେଶ ହସ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ କିପରି ତାଙ୍କ ସ୍ଵାମୀଙ୍କର ଜନ୍ମଦିନ ପାଳନ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତଥା ବଙ୍ଗାଳୀ ନାୟିକା ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ଫିଲ୍ମରେ ଜବରଦସ୍ତ ଅଭିନୟ କରି ଖୁବ ପ୍ରଶଂସା ସାଉଣ୍ଟିଛନ୍ତି । ସେ କିଛି ଦିନ ତଳେ ସୁକିନ୍ଦର ବିଧାୟକ ପ୍ରୀତି ରଞ୍ଜନ ଘଡୋଇଙ୍କୁ ବିବାହ କରିଛନ୍ତି । ଦୁହେଁ ନିଜର ମ୍ୟାରେଡ ଲାଇଫରେ ବେଶ ହସ ଖୁସିରେ ସମୟ ଅତିବାହିତ କରୁଛନ୍ତି । ତେବେ ସୂଚନା ଅନୁସାରେ ଝିଲିକଙ୍କ ସ୍ଵାମୀ ପ୍ରୀତି ରଞ୍ଜନଙ୍କର ଜନ୍ମଦିନ ପାଳନ କରିଛନ୍ତି ଖୁବ ସାଧା ସିଧା ଭାବେ ।

କାରଣ କୋରୋନା କଟକଣା କୁ ଆଖି ଆଗରେ ରଖି ଝିଲିକ ତାଙ୍କ ସ୍ଵାମୀଙ୍କର ଜନ୍ମଦିନ ପରିବାର ଲୋକଙ୍କ ସହ ସେଲିବ୍ରେସନ କରିବାର ନଜର ଆସିଛନ୍ତି । କିନ୍ତୁ ପ୍ରୀତି ରଞ୍ଜନଙ୍କୁ ସବୁ କ୍ଷେତ୍ର ରୁ ତଥା ରାଜନୀତି ଠାରୁ ଆରମ୍ଭ କରି ଅଭିନେତା ଯାଏଁ ସାବୁ କ୍ଷେତ୍ର ରୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଝିଲିକ ତାଙ୍କ ସ୍ଵାମୀ ଡ୍ୟାନୀଙ୍କୁ ଏକ ବଡ ଉଫାର ଦେଇଛନ୍ତି । ସେହି ଉପହାର ଟି ହେଉଛି ଝିଲିକ ଏକ ଗୀତ ଡେଡିକେଟ କରିଛନ୍ତି ସ୍ଵାମୀ ପ୍ରୀତି ରଞ୍ଜନଙ୍କୁ । ଏହି ଗୀତରେ ତାଙ୍କ ବନ୍ଧୁ ମାନେ ମଧ୍ୟ ସାମିଲ ଅଛନ୍ତି । ଏହି ଗୀତକୁ ଗାଇଛନ୍ତି ସଂଗୀତକାର ଋତୁରାଜ । ଖାସ ଏହି ଗୀତକୁ ଡ୍ୟାନୀଙ୍କୁ ନେଇ ପ୍ରସାରିତ ହୋଇଛି ।

Loading...

ଏହି ଗୀତର ନାଁ ରହିଛି ଡାନି ଭାଇ ଆମ ଜାନ । ଏହି ଗୀତ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି । ତେବେ ଝିଲିକଙ୍କର ଏହି ଭଳି ସରପ୍ରାଇଜ ଦେଖି ଡ୍ୟାନୀ ବହୁତ ଖୁସି ହୋଇ ଯାଇଛନ୍ତି । ଦୁହିଙ୍କ ବୈବାହିକ ଜୀବନ ଏମିତି ହସ ଖୁସିରେ ରହୁ ବୋଲି ଆମେ ଆଶା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଓ ତାଙ୍କ ସ୍ଵାମୀ ପ୍ରୀତିଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *