Hot Deep Neck ଶାଢୀରେ Pose ଦେଉଥିଲେ Hina Khan ସେହି ସମୟରେ ହେଲା କିଛି ଏମିତି କି Video ହୋଇଗଲା ଭାଇରାଲ

ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଦ-ମ-ଦା-ର ପ-ର୍ଫୋ-ମାଂ-ସ ଦେଇ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ବିଶେଷ କରି କିଛି ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ସୁନ୍ଦରତା ଓ ଲୁକ ପାଇଁ ଖୁବ ଚର୍ଚ୍ଚା ରେ ରହିଛନ୍ତି । ତେବେ ଆପଣ ଷ୍ଟାର ପ୍ଲସରେ ପ୍ରସାରିତ ହୋଇଥିବା ସୋ “ୟେ ରିସତା କ୍ଯା କେହ ଲାତା ହେ” ସିରିଏଲରେ ଅଭିନୟ କରିଥିବା ଅଭିନେତ୍ରୀ ହେନା ଖାନ ଙ୍କୁ ଭଲ ଭାବେ ଜାଣିଥିବେ ।

ଆଜି ଆମେ ଆପଣ ମାନଙ୍କୁ ହେନା ଖାନଙ୍କର ଶାଢୀ ପିନ୍ଧା ପୋଜରେ ଏମିତି କିଛି ଭି-ଡି-ଓ ଭା-ଇ-ରା-ଲ ହୋଇଛି ତାହା କଣ ସେହି ବିଷୟରେ କହିବାକୁ ଯାଉଛୁ । ଷ୍ଟାର ପ୍ଲସରେ ପ୍ରସାରିତ ହୋଇଥିବା ସୋ “ୟେ ରିସତା କ୍ଯା କେହ ଲାତା” ରେ ଅଭିନେତ୍ରୀ ହେନା ଖାନ ଅକ୍ଷରାା ଚରିତ୍ରରେ ଖୁବ ସୁନ୍ଦର ଅଭିନୟ କରିଥିଲେ ।

ଯାହା ପାଇଁ ସେ ଲୋକପ୍ରିୟ ହେବା ସହ ନିଜର ଅଲଗା ପରିଚୟ ଟିଭି ଦୁନିଆରେ ସୃଷ୍ଟି କରିଥିଲେ । ଆଜି ବି ସେ ତାଙ୍କର ଫ୍ୟାନ୍ସ ମାନଙ୍କ ହୃଦୟରେ ଅକ୍ଷରା ନାଁ ରେ ଜଣାଶୁଣା ହୋଇ ରହିଛନ୍ତି । ସେ ସୋ-ସି-ଆ-ଲ ମି-ଡି-ଆ-ରେ ସକ୍ରିୟ ହୋଇ ରହିଥାନ୍ତି । ବର୍ତ୍ତମାନ ତାଙ୍କର ପରମ ସୁନ୍ଦରୀ ଗୀତରେ ଡ୍ୟାନ୍ସ କରିବାର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋ-ର-ସୋ-ର-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଗୀତରେ ହେନା ଖାନ ଜ-ବ-ର-ଦ-ସ୍ତ ଡ୍ୟାନ୍ସ କରିବା ସହ ଖୁବ ସୁନ୍ଦର ଲୁକ ଦେଇଛନ୍ତି ।

ଏହା ସହ ଏହି ଭି-ଡି-ଓରେ ତାଙ୍କର ହେୟର ଷ୍ଟାଇଲ ସୁନ୍ଦର ଲାଗିବା ସହ ଫ୍ୟାନ୍ସ ମାନେ ତାଙ୍କର ଏହି ନୂଆ ଅନ୍ଦାଜକୁ ବେଶ ପସନ୍ଦ କରିଛନ୍ତି । ଅନ୍ୟ ଏକ ଫୋଟୋ ହେବା ଖାନ ନିଜ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି ଯେଉଁଥିରେ ସେ ସିଲଭର ରଙ୍ଗର ଶାଢୀ ପିନ୍ଧିଛନ୍ତି ଯାହା ପାଇଁ ସେ ଗରଜେସ ଲାଗୁଛନ୍ତି । ତାଙ୍କ ଶାଢୀ ଡିଜାଇନ ମନିଷ ମଲହୋତ୍ରା ଡିଜାଇନ କରିଛନ୍ତି । ଶାଢୀ ସହ ହେନା ଖାନ ଗହଣା ସହ କର୍ଲି ହେୟାର ଓ ବିନି ମେକପ କ୍ଯାରି କରି ନିଜ ଲୁକକୁ କମ୍ପ୍ଲିଟ କରିଛନ୍ତି ।

ଏହା ସହ ସେ ଯେଉଁ ପୋଜ ଦେବା ସହ କ୍ୟାପସନରେ ଲେଖିଛନ୍ତି ପରମ ସୁନ୍ଦରୀ ଯାହାକୁ ଦେଖି ଲକ୍ଷ ଲକ୍ଷ ଫ୍ୟାନ୍ସ ମାନେ ବହୁତ ଲାଇକ ଓ କମେଣ୍ଟ ଦେଉଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ହେନା ଖାନ ମସୁର ଅଭିନେତ୍ରୀ ଭାବେ ଜଣାଶୁଣା ଅଟନ୍ତି ।

ତାଙ୍କର ଷ୍ଟାଇଲିସ ଲୁକ ପାଇଁ ତାଙ୍କୁ ଫ୍ୟାନ୍ସ ମାନେ ପସନ୍ଦ କରିଥାନ୍ତି । ସେ ଟିଭିର ମସୁର ସୋ “ୟେ ରିସତା କ୍ଯା କେହ ଲାତା” ହେ ନିଜର ପ୍ରଥମ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ସିରିଏଲରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହା ଛଡା ତାଙ୍କର ଗାଇଥିବା ସଙ୍ଗ ବାରିଶ ବନ ଜାନା ରିଲିଜ ହୋଇଥିଲା ଯାହା ସୋ-ସି-ଲା ମି-ଡି-ଆ-ରେ ଚର୍ଚ୍ଚା ରେ ରହିଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *