ହିନ୍ଦୁ ଧର୍ମ ରେ ବିବାହିତା ହୋଇ ମଧ୍ୟ କୁଆଁରୀ ଥିଲେ ଏହି ମହିଳାମାନେ, କାରଣ ଜାଣି ରହି ଯିବେ ଚକିତ

ଝିଅ ପିଲାଙ୍କୁ ବିବାହ ପରେ କୁଆଁରୀ ବୋଲି କୁହା ଯାଏ ନାହିଁ, ଆମ ଭାରତରେ ଏମିଉତି କେତେକ ମହିଳା ଅଛନ୍ତି ଯିଏ ବିବାହ ପରେ ମଧ୍ୟ କୁଆଁରୀ ଝିଅଙ୍କ ସମାନ ହୋଇଥାନ୍ତି । ଆଜି ଆମେ ଏମିତି କିଛି ମହିଳାଙ୍କ ବିଷୟରେ କିଛି କହିବାକୁ ଯାଉଛୁ ଯିଏ ବିବାହ ପରେ ମଧ୍ୟ କୁଆଁରୀ ଅଟନ୍ତି, ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ବିଶେଷ କଥା ।

ଆପଣ ମାନେ ଜାଣିଥିବେ ଯେ ବିବାହ ପରେ କୌଣସି ସ୍ତ୍ରୀକୁ କୁଆଁରୀ କୁହା ଯାଏ ନାହିଁ କିନ୍ତୁ ଏମିତି କିଛି ମହିଳା ଅଛନ୍ତି ଯାହାକୁ ବିବାହ ପରେ ମଧ୍ୟ କୁଆଁରୀ କୁହା ଯାଏ ।

 

କୁଆଁରୀ ମନା ଯାଉଥିବା ମହିଳାମାନେ :

୧. ଅହଲ୍ୟା :

ଥରେ ଦେବରାଜ ଇନ୍ଦ୍ର ନଜର ଦେବୀ ଅହଲ୍ୟାଙ୍କ ଉପରେ ପଡିଲା ଓ ଦେବରାଜ ଅହଲ୍ୟାଙ୍କ ଉପରେ ମୋହିତ ହୋଇଗଲେ । ଯେତେବେଳେ ଗୌତମ ରୀଶି ସ୍ନାନ ଓ ପୂଜନ ପାଇଁ ଘରୁ ଗଲେ ତେବେ ସମୟ ପାଇ ଦେବରାଜ ଇନ୍ଦ୍ର ଗୌତମ ରୀଶି ରୂପ ଧାରଣ କରି ଦେବୀ ଅହଲ୍ୟା ସହ ସମ୍ବନ୍ଧ ବନେଇଲେ କିନ୍ତୁ ରୀଶି ଗୌତମ ଦେବୀ ଅହଲ୍ୟାକୁ ଖରାପ ଭାବି ତାଙ୍କୁ ଶ୍ରାପିତ କରିଥିଲେ । ସ୍ଵାମୀ ପ୍ରତି ନିଷ୍ଠା ହବାରୁ ଦେବୀ ଅହଲ୍ୟା ଶ୍ରାପ ସ୍ଵୀକାର କରିଥିଲେ, ଏହି କାରଣ ପାଇଁ ତାଙ୍କୁ କୋମାର୍ୟ କୁହା ଯାଏ ।

୨.ମନ୍ଦୋଦରୀ :

ମନ୍ଦୋଦରୀ ବୁଦ୍ଧି ଓ ସୁନ୍ଦରତା ଦେଖି ରାବଣ ତାଙ୍କ ସହ ବିବାହ କରିଥିଲା, ରବଣ ମୃତ୍ୟୁ ପରେ ରାମ କଥା ମାନି ବିଭୀଷଣ ମନ୍ଦୋଦରୀକୁ ନିଜ ଆଶ୍ରୟ ଦେଇଥିଲେ । ତାଙ୍କ ପବିତ୍ରତା ମଧ୍ୟ କନ୍ୟାମାନଙ୍କ ଭଳି କୁହା ଯାଇଛି ।

୩. ଦ୍ରୋପଦୀ :

ଜୀବନ ସାରା ଦ୍ରୋପଦୀ ପାଞ୍ଚ ପାଣ୍ଡବମାନଙ୍କୁ ସବୁ ପରିସ୍ଥିତି ରେ ସାହାଜ୍ଯ କଲେ ଓ ତାଙ୍କ ସହ ଠିଆ ରହିଲେ, ଦ୍ରୋପଦୀ ନିଜ କରତବ୍ୟ ପୁରା ନିଷ୍ଠା ସହ ପୂର୍ଣ କରିଥିଲେ । ଏତେ ତ୍ୟାଗ ପରେ ମଧ୍ୟ ସବୁ ସ୍ଵାମୀମାନଙ୍କ ସହ ସମାନ ଭାବରେ ରହିବା ପାଇଁ ଦ୍ରୋପଦୀଙ୍କୁ କ୍ନ୍ୟାଙ୍କ ଭଳି କୁହା ଯାଏ ।

୪. କୁନ୍ତୀ :

ହସ୍ତିନାପୁର ରାଜା ପାଂଡୁଙ୍କ ସହ ବିବାହ କରିଥିଲେ, ତାଙ୍କୁ ରୀଶି ଦୁର୍ବାସା ଗୋଟେ ମନ୍ତ୍ର ଦେଇଥିଲେ ଯାହା ଦ୍ଵାରା ସେ ୬ଟି ତେଜସ୍ବୀ ପୁତ୍ର ପ୍ରାପ୍ତ କରି ପାରି ଥାନ୍ତେ ଓ ମନ୍ତ୍ର ଦ୍ଵାରା ସୂର୍ଯ୍ୟ ଦେବଙ୍କ ଧ୍ୟାନ କରି ତାଙ୍କୁ ଗୋଟେ ପୁତ୍ର ପ୍ରାପ୍ତ ହୋଇଥିଲା କିନ୍ତୁ ଏହି ପୁତ୍ର ବିବାହ ଆଗରୁ ଜନ୍ମ ହୋଇଥିଲା ସେଥିପାଇଁ କୁନ୍ତୀ ସେହି ଛୁଆକୁ ପାଣି ରେ ଭସେଇ ଦେଇଥିଲେ ଯାହା ଫଳରେ ତାଙ୍କ ଲୋକ ନିନ୍ଦା ନହେଉ । ପାଂଡୁ ମୃତ୍ୟୁ ପରେ କୁନ୍ତୀ ବଂଶ ସମାପ୍ତି ଡରରେ ଅନ୍ୟ ପାଞ୍ଚୋଟି ପୁଅ ଭଗବାନମାନଙ୍କ ସାହାଜ୍ଯ ରେ ପ୍ରାପ୍ତ କରିଥିଲେ ସେଥିପାଇଁ ତାଙ୍କୁ ମଧ୍ୟ କୋମାର୍ୟ କୁହା ଯାଏ ।

Leave a Reply

Your email address will not be published. Required fields are marked *