୧୦ଟି ହିରୋଇନ ଯେଉଁମାନେ ମା ହେଲା ପରେ ସିରିଏଲରୁ ଦୂରେଇଯାଇଛନ୍ତି

ସିରିଏଲ ଜଗତ ଲୋକଙ୍କ ପାଇଁ ସଫଳତା ଜଗତ ଅଟେ ତେବେ ଲୋକ ସିରିଏଲରେ ଅଭିନୟ କରିବା ପସନ୍ଦ କରନ୍ତି ଓ ଦର୍ଶକ ମାନେ ମଧ୍ୟ ଟିବି ସିରିଏଲ ଦେଖିବା ବହୁତ ପସନ୍ଦ କରନ୍ତି ପ୍ରାୟତଃ ଭାରତରେ ଲୋକ ସିରିଏଲ ଦେଖିବା ବହୁତ ପସନ୍ଦ କରନ୍ତି । ଆଜି ଆମେ ଓଡିଆ ଜଗତ ଏମିତି କିଛି ମୁଖ୍ୟ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସିରିଏଲ ମାଧ୍ୟମରେ ଅଭିନୟ କରିଥିଲେ ଓ ଦର୍ଶକ ମାନଙ୍କ ମନ କିଣି ନେଇଥିଲେ କିନ୍ତୁ ମା ହେଲା ପରେ ସେ ସିରିଏଲ ଦୁନିଆ ଠାରୁ ବହୁତ ଦୂରେଇ ଯାଇଛନ୍ତି, ଆସନ୍ତୁ ଏହି ଅଭିନେତ୍ରୀଙ୍କ ବିଷୟରେ ଜାଣିବା ।

୧. ପ୍ରିୟା :

ପ୍ରିୟାଙ୍କୁ ଆପଣ ବହୁତ ସିନେମାରେ ଅଭିନୟ କରିଥିବାର ଦେଖିଥିବେ ଏବଂ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲା କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ତାଙ୍କ ପୁଅ ହେଲା ପରେ ପ୍ରିୟା ଚଳଚିତ୍ର ଜଗତ ଠାରୁ ବହୁତ ଦୂରେଇ ଅଛନ୍ତି ଓ ଅଭିନୟ କରୁ ନାହାନ୍ତି ।

୨. ଉପାସନା :

ଉପାସନାଙ୍କୁ ଆପଣ ମାନେ ମାନିନୀ ସିରିଏଲ ରେ ମୁଖ୍ୟ ନାଇକା ଅନୁଯାଇ ଅଭିନୟ କରୁଥିବାର ଦେଖିଥିବେ ଏହା ଛଡା ସେ ନିଜ ଅଭିନୟ ଦ୍ଵାରା ବହୁତ ପ୍ରସିଦ୍ଧ ହୋଇଥିଲେ ଓ ବର୍ତମାନ ସେ ନିଜ ପରିବାର ଓ ପୁଅ ସହ ଜୀବନ ଜ୍ଞାପନ କରୁଛନ୍ତି ଓ ପୁଅ ହେଲା ପରେ ସେ ଅଭିନୟ ଠାରୁ ଦୂରେଇ ଯାଇଛନ୍ତି ।

୩. ଈପ୍ସିତା :

ଈପ୍ସିତାଙ୍କୁ ଆପଣ ମାନେ ବହୁତ ଆଲ୍ବମ ରେ କାମ କରିଥିବାର ଦେଖିଥିବେ ଓ ତାଙ୍କ ଅଭିନୟ ମଧ୍ୟ ଜବରଦସ୍ତ ଅଟେ, କିନ୍ତୁ ପୁଅ ହେଲା ପରେ ଓ ବିବାହ କିଛି ବର୍ଷ ପରେ ସେ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି ।

୪. ବିଦୂସ୍ମିତା :

ତେବେ ବିଦୂସ୍ମିତା ସିରିଏଲ, ସିନେମା ଓ ଆଲ୍ବମ ସହ ସବୁ ଜାଗାରେ କାମ କରିଛନ୍ତି, ତେବେ ଝିଅ ହେଲା ପରେ ମଧ୍ୟ ସେ ଚଳଚିତ୍ର ଜଗତ ଠାରୁ ଦୂରେଇ ନାହାନ୍ତି ଓ ବର୍ତମାନ ମଧ୍ୟ ଅଭିନୟ କରୁଛନ୍ତି ।

୫. ଆମେଲି :

ଆମେଲିଙ୍କୁ ଆପଣ ମାନେ ଆଲ୍ବମରେ ନାଚିବାର ଦେଖିଥିବେ ଓ ବହୁତ ସିରିଏଲ ରେ ମଧ୍ୟ ଅଭିନୟ କରିଥିବାର ଦେଖିଥିବେ କିନ୍ତୁ ବିବାହ ପରେ ସେ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଥିଲେ ଏହା ପରେ ତାଙ୍କର ଗୋଟେ ଝିଅ ଅଛନ୍ତି ।

୬. ରଚନା :

ରଚନା ୯୦ ଦଶକ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ସେତେବେଳେ ତାଙ୍କ ସବୁ ଫିଲ୍ମ ହିଟ ହଉଥିଲା କିନ୍ତୁ ବର୍ତମାନ ସେ ନିଜ ପରିବାର ସହ ଅଛନ୍ତି ଓ ତାଙ୍କର ଗୋଟେ ପୁଅ ଅଛନ୍ତି ଓ ସେ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି ।

୭. ଜ୍ଯୋତି ମିଶ୍ର :

ଜ୍ଯୋତି ମିଶ୍ର ମଧ୍ୟ ନିଜ ସମୟ ବହୁତ ପ୍ରସିଦ୍ଧ ଏବଂ ବହୁତ ପସନ୍ଦିଦା କଳାକାର ଥିଲେ । ତାଙ୍କ ଅଭିନୟ ଦେଖି ଲୋକ ତାଙ୍କର ବହୁତ ପ୍ରଶଂସା କରିଥିଲେ କିନ୍ତୁ ବିବାହ ପରେ ପୁଅ ହେଲା ପରେ ଜ୍ଯୋତି ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଥିଲେ

Leave a Reply

Your email address will not be published. Required fields are marked *