ବନ୍ଧୁଗଣ ଆମ ଦେଶରେ ଅନେକ ପ୍ରକାରର ହୋଟେଲ ରହିଛି । ଯେଉଁ ଠାରେ ଲୋକ ମାନେ ସମୟ ବିତାଇବା ପାଇଁ ଯାଇଥାନ୍ତି । କିଛି ହୋଟେଲ ଗୁଡିକରେ ବହୁତ ଫ୍ୟାସିଲିଟି ଦିଆ ଯାଇଥାଏ ଯାହା ଲୋକ ମାନଙ୍କୁ ବେଶ ପସନ୍ଦ ଆସିଥାଏ । ହୋର୍ଟେଲ ଫାଇଭ ଷ୍ଟାର ହେଉ ବା ସାଧାରଣ ହୋଟେଲ ହେଉ ସେଠାରେ ଧଳା ରଙ୍ଗର ଚାଦର ବିଛା ଯାଇଥାଏ । କଣ ଆପଣ ମାନେ ଜାଣିଛନ୍ତି କେଉଁ କାମର ପାଇଁ ହୋଟେଲର ଧଳା ରଙ୍ଗର ଚାଦର ବିଛାଯାଏ ।
ଏହା ପଛରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା । ସୂଚନା ଅନୁସାରେ ୧୯୯୦ ମସିହା ପୂର୍ବରୁ ରଙ୍ଗୀନ ଚଦର ବ୍ୟବହାର ହୋଟେଲରେ କରା ଯାଉଥିଲା । କାରଣ ରଙ୍ଗ ବେରଙ୍ଗୀ ଚାଦରରେ ଲାଗିଥିବା ମଳି ସହଜରେ ଦେଖାଯାଏ ନାହି । ଏହା ପରେ ୧୯୯୦ ପରେ ହୋଟେଲ ଗୁଡିକରେ ଧଳା ରଙ୍ଗର ଚଦର ବ୍ୟବହାର କରାଗଲା । ଏହାର ଅନେକ କାରଣ ରହିଛି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।
ଧଳା ଚଦରକୁ ନେଇ ଏକ ସର୍ଭେ କରାଯାଇ ଥିଲା । ଏଥିରୁ ଜଣା ପଡିଲା କି ଲୋକଙ୍କର ଲକଜରି ଜୀବନ କଣ ହୋଇଥାଏ । ଏହି ସର୍ଭେର ଏହି କଥା ସାମନାକୁ ଆସିଥିଲା କି ଲୋକ ମାନେ ନିଜ ଘରେ ରଙ୍ଗୀନ ଚାଦର ବ୍ୟବହାର କରିଥାନ୍ତି । ଏହା ସହ ଧଳା ଚଦର ମାନସିକ ଚାପ କମ କରିବାରେ ସହାୟକ ହୋଇଥାଏ । ଲୋକ ମାନଙ୍କର ମନ ଶାନ୍ତ ରଖିବା ପାଇଁ ଧଳା ରଙ୍ଗର ଚଦର ବ୍ୟବହାର କରା ଯାଇଥାଏ ।
ଏହି କାରଣରୁ ହୋଟେଲ ଷ୍ଟାଫ ମାନେ ଲୋକ ମାନଙ୍କର ମନ ଶାନ୍ତ ରଖିବା ପାଇଁ ଧଳା ଚଦର ବ୍ୟବହାର କରିଥାନ୍ତି । ଏହା ବ୍ଯତୀତ ଧଳା ରଙ୍ଗର ଛାଡ ବ୍ୟବହାର କରାଗଲେ ମଳି ଲାଗିଥିଲେ ତାହ ସହଜରେ ଦେଖା ଯାଇଥାଏ । ଧଳା ରଙ୍ଗର ଚାଦରକୁ ସଫା କରିବା ବହୁତ ସହଜ ମଧ୍ୟ ହୋଇଥାଏ । ହୋଟେଲ ମାନଙ୍କରେ ଧଳା ରଙ୍ଗର ଚାଦର ଧୋଇବା ବା ସଫା କରିବା ପାଇଁ ବ୍ଲିଚ କରିଥାନ୍ତି ।
ଏହି କାରଣରୁ ଧଳା ଚାଦର ଧୋଇବା ବା ମଳି ବାହାର କରିବା ସହଜ ହୋଇଥାଏ । ଅନ୍ୟ ଏକ କାରଣ ହେଉଛି ହୋଟେଲ ଗୁଡିକରେ ଯେଉଁ ଧଳା ଚାଦର ବିଛାଯାଏ ସେଥି ମଧ୍ୟରୂ କେଉଁ ଚଦର ଖରାପ ହୋଇ ଯାଇଛି ତାହା ସହଜରେ ଜାଣ ପଡିଥାଏ । ଏହା ସହ ଏମିତି କିଛି ଖରାପ କାମ ହୋଇଥାଏ ଯାହା ଧଳା ଚାଦର ରେ ନଜର ଆସିଥାଏ ।
ଏହି କାରଣରୁ ମଧ୍ୟ ହୋଟେଲ ରେ ଧଳା ଚାଦାର ବିଛା ଯାଇଥାଏ । ଏହା ଦ୍ଵାରା କୌଣସି ଭୂଲ କାମ ହୋଇ ପାରିବ ନାହି । ହୋଟେଲରେ ଧଳା ଚାଦର ବିଛାଇବା ଦ୍ଵାରା ରକ୍ତ କେଉଁ ଠାରେ ପଡିଛି ତାହା ଜଣା ପଡିଥାଏ । ଚାଦର ରେ ରକ୍ତ ଲାଗିଥିଲେ ଜଣା ପଡିଥାଏ କି କିଛି ନା କିଛି ଭୁଲ କାମ ହୋଇଛି । ଯାହା ଦ୍ଵାରା ହୋଟେଲ ଷ୍ଟାଫ ସତର୍କ ହୋଇଥାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ହୋଟେଲରେ ବ୍ୟବହାର ହେଉଥିବା ଧଳା ଚାଦର ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।