୧୫୨୧ ବର୍ଷ ପରେ ହୋଲିରେ ହେଉଛି ଏଭଳି ସଂଯୋଗ- ଏହି ୫ଟି ରାଶିଙ୍କ ଭାଗ୍ୟ ଚମକିବ

ଏହି ଥର ଗ୍ରହମାନଙ୍କର ଭଲ ସ୍ଥିତି କାରଣରୁ ହୋଲିରେ ବହୁତ ଫଳପ୍ରଦ ଏବଂ ଶୁଭ ସଂଯୋଗ ହେଉଛି । ଗ୍ରହ ମାନଙ୍କର ଏହି ସ୍ଥିତି ବହୁତ ବର୍ଷ ପରେ ହେଉଛି । ଗ୍ରହମାନଙ୍କର ଏହି ସ୍ଥିତି କାରଣରୁ ସବୁ ରାଶି ଉପରେ ବି ଏହାର ପ୍ରଭାବ ପଡିବ । ଆପଣଙ୍କୁ ଜଣାଇ ଦେଉଛୁ କି 1521ବର୍ଷ ପରେ ଏହି ବର୍ଷ ହୋଲିରେ ୧୦ ମାର୍ଚ୍ଚରେ ମକର ରାଶିରେ ଶନି ଏବଂ ଧନୁ ରାଶିରେ ଗୁରୁ ରହିବେ । ଏହାଦ୍ବାରା ହୋଲିରେ ଶୁଭ ସଂଯୋଗ ରହିବ ।

ଏହା ପୂର୍ବରୁ ୩ ମାର୍ଚ୍ଚ ୧୫୨୧ରେ ବା ୪୯୯ ବର୍ଷ ପୂର୍ବେ ପ୍ରଥମ ହୋଲି ଦିନ ଦୁଇଟି ଗ୍ରହ ନିଜନିଜ ରାଶିରେ ଥିବା କାରଣରୁ ଏମିତି ସଂଯୋଗ ହୋଇଥିଲା । କୁହାଯାଉଛି କି ହୋଲିରେ ଏହି ୫ଟି ରାଶି ଥିବା ଲୋକଙ୍କୁ ଭାଗ୍ୟର ସାଥ ମିଳିବ ।

ଏହା ଜାଣନ୍ତୁ ହୋଲିରେ ଆପଣଙ୍କର ରାଶିରେ କଣ ପ୍ରଭାବ ପଡିବ ଏବଂ ହୋଲିରେ ଆପଣଙ୍କୁ କଣ ଉପାୟ କରିବା ଦରକାର ।

ମେଷ

ହୋଲିରେ ମେଷ ରାଶିର ଲୋକଙ୍କ ପାଇଁ ଭଲ ସମୟ ଅଛି । ଏହି ରାଶିର ଲୋକଙ୍କର ଧନର ସ୍ଥିତ ଭଲ ରହିବ ,ଚାକିରିଆ ଲୋକଙ୍କୁ ଫାଇଦା ହେବ ଏବଂ ବ୍ୟସାୟୀ ଲୋକଙ୍କ ପାଇଁ ବି ଭଲ ସମୟ ଅଛି । ବୃଦ୍ଧା ଲୋକଙ୍କର ସଂମ୍ମାନ କରିବାକୁ ହେବ ଏବଂ ଦାନରେ ଖାଇବା ଜିନିଷ ଏବଂ ଲାଲ କପଡା ଦେବାକୁ ହେବ ।

ବୃଷ

ଏହି ରାଶିର ଲୋକଙ୍କ ପାଇଁ ବି ଭଲ ସମୟ ଅଛି । ଏହି ରାଶିଙ୍କ ପଛରେ କରାଯାଇଥିବା କାର୍ଯ୍ୟ ଆପଣଙ୍କୁ ଏହି ସମୟରେ ଲାଭ କରାଇବ । ଏହି ରାଶିର ଲୋକଙ୍କୁ ନିଜର ବଡ ମାନଙ୍କର କଥା ମାନିବା ଦରକାର ଏବଂ ଗରମ କପଡା ଗରିବଙ୍କୁ ଦାନ କରିବା ଦରକାର ।

ମିଥୁନ

ଏହି ରାଶିର ଲୋକଙ୍କ ପାଇଁ ବି ଭଲ ସମୟ ଅଛି । ଏମାନଙ୍କୁ ଅଧିକାରୀ ମାନଙ୍କ ଠାରୁ ଭଲ ଫାଇଦା ହେବ । ଆପଣଙ୍କର ଭାଗ୍ୟ ଆପଣଙ୍କ ସହିତ ଅଛି । ଏହି ରାଶିର ଲୋକ କେସର ର ଦାନ କରନ୍ତୁ ।

କନ୍ୟା

ଏହି ରାଶିର ଲୋକଙ୍କ ପାଇଁ ହୋଲି ଶୁଭ ସମାଚାର ଆଣି ଆସୁଛି । ଏହି ରାଶିର ଲୋକଙ୍କ ସହିତ ତାଙ୍କ ଭାଗ୍ୟର ସାଥ ଅଛି । ଘରୁ ଭଲ ଖବର ମିଳିବ । ଏହି ରାଶିର ଲୋକଙ୍କୁ ଅନାଜ ଦାନ କରିବାକୁ ହେବ ।

ଧନୁ

ଏହି ରାଶିର ଲୋକଙ୍କ ପାଇଁ ହୋଲିରେ ଶୁଭ ସଂଯୋଗ ଭଲ ସମୟ ଆଣି ଆସୁଛି । ଏହି ରାଶିର ଲୋକଙ୍କୁ ପରିବାର ଠାରୁ ଲାଭ ମିଳିବାର ସମ୍ଭାବନା ଅଛି । ଏହି ରାଶିର ଲୋକ ଚାଉଳ ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *