କାହାର ନାମ ଭାବି ହୃଦୟରୁ ବାଛନ୍ତୁ କୌଣସି ଏକ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ?

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 4ଟି ନମ୍ବର । ଯେ କୌଣସି ଗୋଟିଏ ନମ୍ବର ଚୁଜ କରନ୍ତୁ ଯେଉଁ ମାନେ ଲଭ ରିଲେସନରେ ଅଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି ବା ତାଙ୍କ ମନରେ ଆପଣଙ୍କ ପାଇଁ କେଉଁ ଚିନ୍ତାଧାରା ରହିଛି ତାହା ରହିଛି ଆମର ବିଷୟ ବସ୍ତୁ । ଏଥିପାଇଁ ଆପଣ ୪ଟି ନମ୍ବର ମଧ୍ୟରୁ କୌଣସି ଏକ ବାଛନ୍ତୁ । ଆଉ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି । ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତ ସେ ଭାବୁଛନ୍ତି ଆପଣ ଜୀବନରେ ଦୁଖୀ ରହୁଛନ୍ତି । ଆପଣଙ୍କ ପାଖରେ ସବୁ କିଛି ତଥାପି ଆପଣ ମିତି କିଛି ଚାହୁଁଛନ୍ତି ଯାହା ପାଇଁ ଆପଣ ସମସ୍ୟାରେ ଅଛନ୍ତି । ତାଙ୍କୁ ଲାଗୁଛି ଆପଣ ରିଲେସପସିପରେ ଅଛନ୍ତି ଆଉ ତାଙ୍କୁ ମିସ କରୁଛନ୍ତି । ଆପଣଙ୍କ ଜୀବନରେ ସବୁ ଅଛି ତଥାପି ଆପଣ ଉଦାସ ଅଛନ୍ତି ଏମିତି ସେ ଭାବୁଛନ୍ତି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ଆପଣ ବହୁତ ଚିନ୍ତା କରୁଛନ୍ତି । ଆପଣଙ୍କ କଷ୍ଟ ବହୁତ ବଡ ବଡ ହୋଇଥାଏ ଏମିତି ସେ ଭାବୁଛନ୍ତି । କିନ୍ତୁ ଆପଣ ସେହି ଅନୁଯାୟୀ କାମ କରନ୍ତୁ । ଆପଣ ନିଜ ବୁଦ୍ଧି ବଳରେ ମହାନ କାମ କରିପାରିବେ । ସେ ଆପଣଙ୍କୁ ନେଇ ପଜେଟିଭ ଭାବୁଛନ୍ତି । ଆପଣ ଏପଟସେପଟ କଥା କୁହନ୍ତି ନାହି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କଇଛନ୍ତି ତେବେ ସେ ଆପଣଙ୍କ ବିଷୟରେ ଭଲ ଚିନ୍ତା କରୁଥିଲେ କିନ୍ତୁ ଏମିତି କିଛି ହେଲା କି ଆପଣଙ୍କୁ ଖରାପ ଭାବୁଛନ୍ତି । ଆପଣଙ୍କ ଭିତରେ ଏମିତି କିଛି ହୋଇଛି କି ସେ ଆପଣଙ୍କୁ ବିଶ୍ଵାସ କରିପାରୁ ନାହାନ୍ତି । ଆପଣ ଯାହା କହୁଛନ୍ତି ଦେଖାଉଛନ୍ତି ସେତିକି କ୍ଷମତା ଆପଣଙ୍କ ଠାରେ ନାହି । ଏହା ରିଲେଶନସିପ ର କାର୍ଡ ନୁହେଁ । ସେ ଆପଣଙ୍କର ଫ୍ରେଣ୍ଡ, ବିଜେନେସ ସାଥି ହୋଇପାରେ ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ସେ ଭାବୁଛନ୍ତି ଆପଣ ତାଙ୍କୁ ଭୁଲି ଗଲେଣି, ପସନ୍ଦ କରୁ ନାହାନ୍ତି, ଲାଇଫରୁ ମୁଭ ଅନ କରି ସାରିଛନ୍ତି । ତାଙ୍କୁ ଲାଗୁଛି ଆପଣ ବହୁତ ଭଲ ବ୍ୟକ୍ତି ଅଟନ୍ତି । କିନ୍ତୁ ତାଙ୍କ ପାଖରେ ବା ସାଥିରେ ନାହାନ୍ତି । ଆପଣ ତାଙ୍କର ବନ୍ଧୁ କି ଲାଇଫ ପାର୍ଟନର ନୁହନ୍ତି ଏମିତି ସେ ଭାବୁହନ୍ତି । ଆପଣ ତାଙ୍କର ଲାୟକ ନୁହେଁ ।

ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି କିନ୍ତୁ ଏବେ ଭାବୁଛନ୍ତି ଆପଣ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *