କାହିଁକି ହୃଦଘାତ ହୁଏ? ଏହାର ଲକ୍ଷଣ ଗୁଡ଼ିକ କ’ଣ? Health Tips

ହୃ-ଦ-ଘା-ତ ଏକ ଏମିତି ରୋ-ଗ ଯାହାକି ଅଚାନକ ଆସିଥାଏ ଓ ଯଦି ଭାଗ୍ୟ ତେଜ ଥିବ ବ୍ୟକ୍ତି ବଞ୍ଚି ଜୀବ ନଚେତ ମୃ-ତ୍ୟୁ ମୁଖକୁ ଯିବ । ଯଦି ହୃ-ଦ-ଘା-ତ ଜନିତ ରୋ-ଗ ବିଷୟରେ କହିବା ତେବେ ଏହା ଭାରତର ଏକ ବହୁତ ବଡ ସ-ମ-ସ୍ୟା ଅଟେ । ବିଶେଷଜ୍ଞମାନଙ୍କ ସର୍ଭେ ରି-ପୋ-ର୍ଟ ଅନୁସାରେ ଦେଶରେ ମଧୁମେହ ଅର୍ଥାତ ଡାଏବେଟିସ ରୋ-ଗୀମାନଙ୍କ ସଂଖ୍ୟା ଅଧିକ ରହିଥିବା କାରଣରୁ ପ୍ରାୟତଃ ଏଥି ଯୋଗୁ ବ୍ୟକ୍ତିକୁ ହୃ-ଦ-ଘା-ତ ଆସିଥାଏ । ଏହା ସହିତ ଉଚ୍ଚ ର-କ୍ତ-ଚା-ପ, ଶା-ରୀ-ରି-କ ଆଳସ୍ୟ ଓ ତମ୍ବାଖୁ ବ୍ୟବାହାର କରୁଥିବା ଲୋକମାନଙ୍କ କ୍ଷେତ୍ରରେ ଅଧିକ ହୃ-ଦ-ଘା-ତ ଜନିତ ସ-ମ-ସ୍ୟା ଦେଖାଯାଏ । ଏହାକୁ ନେଇ ଡାକ୍ତରମାନେ ସମସ୍ତଙ୍କୁ ବହୁତ ସତର୍କ ବି କରୁଛନ୍ତି । ଏହା ସହିତ ଅନ୍ୟ କିଛି ସର୍ଭେ ରି-ପୋ-ର୍ଟରେ କୁହାଯାଇଛି କି ବଂଶଗତ ରୋ-ଗ କାରଣରୁ ବି ହୃ-ଦ-ଘା-ତ ହୋଇପାରେ ।

ଯଦି ପରିବାରରେ କାହାକୁ ହୃ-ଦ-ଘା-ତ ହୋଇଛି ତେବେ ସେହି ପରିବାରର ଅନ୍ୟ ସଦସ୍ୟଙ୍କୁ ବି ଏହି ହୃ-ଦ-ଘା-ତ ଜନିତ ସ-ମ-ସ୍ୟାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଏହା ବହୁତ କମ କ୍ଷେତ୍ରରେ ଦେଖା ଯାଇଛି । ହୃ-ଦ-ଘା-ତ ଆପଣଙ୍କ ଜୀବନ ଓ ମୃ-ତ୍ୟୁ ମଧ୍ୟକୁ ନେଇ ଆସିଥାଏ । ଯଦି କୌଣସି ବ୍ୟକ୍ତିର ଉଚ୍ଚ ରକ୍ତ ଚାପ କିମ୍ବା ମଧୁମେହ ରୋ-ଗ ଅଛି ତେବେ ତାଙ୍କୁ ହୃ-ଦ-ଘା-ତ ଆସିପାରେ । ଏହି ଦୁଇଟି ରୋ-ଗ ହିଁ ସେମାନଙ୍କ ପାଇଁ ବହୁତ ବିପଦ ଅଟେ ।

ଅଧିକ ଚର୍ବି ଜାତୀୟ ଖାଦ୍ୟ ଓ ଧୂମ୍ରପାନ କିମ୍ବା ମଦ୍ୟପାନ ହୃ-ଦ-ଘା-ତର କାରଣ ହୋଇପାରେ । ଏହା ଛଡା ବୟସର ଏକ ସୀମା ପାର କରିଲେ ଅର୍ଥାତ ଅଧିକ ବୟସ ହୋଇଗଲେ ବି ବ୍ୟକ୍ତିକୁ ହୃ-ଦ-ଘା-ତର ଭ-ୟ ରହିଥାଏ । ବର୍ତ୍ତମାନ ଜାଣି ନିଅନ୍ତୁ କି ହୃ-ଦ-ଘା-ତର ଅସଲ ଲକ୍ଷଣ କଣ । ଛାତିର ମଧ୍ୟ ଭାଗରେ ଯ-ନ୍ତ୍ର-ଣା ହେବା, ଏହା ପରେ ପାଟି କିମ୍ବା ପାଟିର ହାଡ ଯ-ନ୍ତ୍ର-ଣା ହେବା, ଅତ୍ୟଧିକ ଝାଳ ବୋହିବା, କ୍ଳାନ୍ତ ଲାଗିବା, ବାମ ପାର୍ଶ୍ଵ କିମ୍ବା ଡାହାଣ ପାଟ କାନ୍ଧ ଯ-ନ୍ତ୍ର-ଣା କରିବା ଓ ବାରମ୍ବାର ମୁଣ୍ଡ ଯଦି ବୁଲାଉଛି ତେବେ ଏହା ହୃ-ଦ-ଘା-ତର ଲକ୍ଷଣ ଅଟେ ।

ଅଧିକ ଚିନ୍ତାଗ୍ରସ୍ତ ହେଲେ, ଚାଲିଲା ବେଳେ ଧଇଁ ସଇଁ ହେବା, ହୃଦ ସ୍ପନ୍ଦନ ବଢିବା, ପୂର୍ବେ ଯେଉଁ ଭଳି କାମ କରୁଥିଲେ ସେହିଭଳି କାମ କରି ପାରିବେ ନାହିଁ, ଏହା ସହିତ ନାଭିର ଉପର ଅଂସରେ ଓ ମାଢିର ତଳ ଅଂସ ଯ-ନ୍ତ୍ର-ଣା ହେବା ବି ହୃଦୟର ଯ-ନ୍ତ୍ର-ଣା ବୋଲି ବିଶେଷଜ୍ଞମାନେ କହିଥାନ୍ତି । ଯଦି ଆପଣଙ୍କୁ କିମ୍ବା ଅନ୍ୟ କାହାକୁ ଲଗାତର ଚାପ, ଭ-ୟ ଓ ଚିନ୍ତା ଭଳି କିଛି ଜିନିଷ ଅନୁଭବ ହେଉଛି ତେବେ ଏହା ବି ହୃ-ଦ-ଘା-ତର ଅନ୍ୟ ଏକ ଲକ୍ଷଣ ଅଟେ ।

ଏହା ଛଡା ଯଦି ଆପଣଙ୍କ ପାଚନ ତନ୍ତ୍ରରେ କିଛି ସ-ମ-ସ୍ୟା ଥାଏ ତେବେ ତାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ଯଦି ଆପଣ କ୍ଳାନ୍ତ ଅନୁଭବ କରୁଛନ୍ତି କିମ୍ବା ନିଶ୍ଵାସ ଓ ପ୍ରଶ୍ଵାସରେ କଷ୍ଟ ହେଉଛି ଓ ଏହିଭଳି ବାରମ୍ବାର ଅନୁଭବ କରୁଛନ୍ତି ତେବେ ଏହା ବି ଏକ ପ୍ରକାରର ହୃଦ ଜନିତ ଲକ୍ଷଣ ହୋଇଥାଏ । ଏହି ସବୁ ଲକ୍ଷଣକୁ ନଜର ଆସିଲେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।

Leave a Reply

Your email address will not be published. Required fields are marked *