ହୃଦୟ ରୁ ବହୁତ ଭଲ ହୋଇଥାନ୍ତି ଏଇ ଦୁଇଟି ନାମ ର ଝିଅ, ଦେଖନ୍ତୁ ଏଥିରେ ଆପଣଙ୍କ ନାମ ନାହିଁ ତ

କିଛି ଲୋକଙ୍କର ପରିଚୟ ତାଙ୍କ ନାମ ହିଁ ଥାଏ । ଯେଉଁଥିରୁ ତାଙ୍କ ଗୁଣ ଓ ବ୍ୟବହାର ଜଣାପଡିଥାଏ । ଆମ ହିନ୍ଦୁ ଧର୍ମରେ ନାମ ରଖିବା ସମୟରେ ଗ୍ରହ ମାନଙ୍କର ଚଳନକୁ ବିଶେଷ ଧ୍ୟାନ ରଖା ଯାଇଥାଏ ,କାହିଁକି ନା ଜାତକ ରେ ଥିବା ନାମ ତାର ଭବିଷ୍ୟତ ପାଇଁ ଅନୁକୂଳ ହଉ । ନାମ ରଖିବା ସମୟରେ ମାତା ପିତା ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତି କି ନାମ ଶୁଭ ହେଉ ଏବଂ ତାହା ତାର ବ୍ୟକ୍ତିତ୍ବ କୁ ଭଲ ଭାବେ ପ୍ରଦଶନ କରୁ । ଆମ ହିନ୍ଦୁ ଧର୍ମ ଆନୁସାରେ ଆମ ନାମ ଆମର ବ୍ୟବହାର ସହିତ ସମ୍ବନ୍ଧିନ୍ତ ହୋଇଥାଏ ।

Image Courtesy: Google

ଆମ ଜୀବନରେ ନାମ ଖାଲି ଆମର ବ୍ୟକ୍ତିତ୍ବ ବିଷୟରେ ଜଣାଇ ନଥାଏ ଏହା ମଧ୍ୟ ଆମ ଭବିଷ୍ୟତ ସହ ସଂଯୋଗ ହୋଇଥାଏ । ଯାହାକୁ ନିଜର ଜନ୍ମ ସମୟ ଜଣା ନଥାଏ ସେ ତା ନାମ ର ପ୍ରଥମ ଅକ୍ଷରରୁ ନିଜର ଭବିଷ୍ୟତ କଥା ଜାଣିଥାଏ । ଏପରି କୁହାଯାଏ କି ଜନ୍ମ ହବା ସହିତ ମଣିଷ ନାମ ର ପ୍ରଥମ ଅକ୍ଷୟର ତାର ଗ୍ରହ ଓ ନକ୍ଷେତ୍ର ଅନୁସାରେ ନିର୍ଦ୍ଧାରଣ ହେଇଥାଏ । ଆଜି ଆମ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ କହିବୁ କେଉଁ ନାମର ମହିଳା ହୃଦୟରୁ ସାଫା ହୋଇଥାନ୍ତି । ଆସନ୍ତୁ ଜାଣିବା ଏଥିରୁ ଆପଣ ବି ଜେନ ନୁହଁନ୍ତି ।

P ନାମ ଥିବା ମହିଳାଙ୍କ ସ୍ଵଭାବ

Image Courtesy: Google

ଏହି ନାମର ମହିଳାଙ୍କ ପାଖରେ ବହିର ଜ୍ଞାନ ସହିତ ବ୍ୟବହାରର ଜ୍ଞାନ ବି ଥାଏ । ତାଙ୍କୁ ଜଣା ଥାଏ କି କାହା ସହ କେମିତି ବ୍ୟବହାର କରିବେ । ଏହି ନାମର ମହିଳା ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ କୌଣସି କଥାକୁ ନେଇ ଦରନ୍ତି ନାହିଁ । ଏମାନେ କୌଣସି ବି ଲୋକକୁ ନିଜର କଥା ଦ୍ଵାରା ତାଙ୍କୁ ଆପଣେଇ ନେଇଥାନ୍ତି। ଏହି ନାମର ମହିଳା ବହୁତ ପ୍ରଭାବଶାଳି ହୋଇଥାନ୍ତି । ବିବାହ ପରେ ଏହି ନାମର ମହିଳାଙ୍କୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ।

R ନାମ ଥିବା ମହିଳାଙ୍କ ସ୍ଵଭାବ

Image Courtesy: Google

ଏହି ନାମର ଅଧିକ ମହିଳା ମାନେ ବହୁତ କଥା କୁହନ୍ତି ଓ ଆଉ କିଛି କମ କହିଥାନ୍ତି । ଯେଉଁ ମହିଳା ଶାନ୍ତ ସ୍ଵଭାବର ହୋଇଥାନ୍ତି ସେ ହୃଦୟରୁ ବହୁତ ସଫା ହୋଇଥାନ୍ତି । ଏହା ଛଡା ସେ ତାଙ୍କ କାମ ଉପରେ ଅଧିକ ଧ୍ୟାନ ରଖିଥାନ୍ତି । ଏମାନେ ମନରେ କିଛି ବି କଥା ରଖି ନଥାନ୍ତି । ଏହି ନାମର ମହିଳା ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କୁ ବହୁତ ଲୋକ ଭଲ ପାଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *