କବ୍ଜକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର- Swami Ramdev

କୋଷ୍ଠକାଠିନ୍ୟ ହେଉଛି ଏକ ସାଧାରଣ ହଜମ ପ୍ରକ୍ରିୟା ଯାହା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ । କୋଷ୍ଠକାଠିନ୍ୟ ମଳ ବାହାର କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୁଏ ଏବଂ ଷ୍ଟୁଲକୁ ବାହାର କରିବା ପାଇଁ ଜଣକୁ ଅତ୍ୟଧିକ ଚାପ ପ୍ରୟୋଗ କରିବାକୁ ପଡେ ।

କୋଷ୍ଠକାଠିନ୍ୟର ଅନ୍ୟ ଲକ୍ଷଣଗୁଡ଼ିକ ହେଉଛି ପେଟ ଫୁଲିବା, ଅସ୍ୱାଭାବିକ ଛୋଟ କିମ୍ବା ବଡ ଷ୍ଟୁଲ, ଅମ୍ଳତା, ଭୋକ ହ୍ରାସ, ଖରାପ ନିଶ୍ୱାସ, ମୁଣ୍ଡବିନ୍ଧା, ଉଦାସୀନତା, ବ୍ରଣ ଏବଂ ପାଟି ଘା ’ ।  କୋଷ୍ଠକାଠିନ୍ୟର କେତେକ ମୁଖ୍ୟ କାରଣ ହେଉଛି ଖରାପ ଖାଦ୍ୟ, କମ୍ ପାଣି ପିଇବା, ଅନିୟମିତ ମଳିନ ଅଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ, ହେମୋରୋଇଡ୍, ପେଟର ମାଂସପେଶୀ ଦୁର୍ବଳତା, ଚାପ ଏବଂ ଲକ୍ସାଟିଭ୍ ଅପବ୍ୟବହାର ।

Image Courtesy: Google

କବ୍ଗ କୁ ଦୂର କରିବା ପାଇଁ ସେବନ କରନ୍ତୁ ଅଞ୍ଜିର :-

କବ୍ଜର ସମସ୍ୟା ବହୁତ ଅସୁବିଧାଜନକ ସ୍ଥିତି ଅଟେ । ସାଧାରଣ ଘରୋଇ ଉପଚାର ଓ ଖାଇବା ପିଈବା ବଦଳେଇ ଏଥିରୁ ମୁକ୍ତି ମିଳିପାରେ । ଅଞ୍ଜିର କବ୍ଗ ପାଇଁ ପ୍ରଭାବକାରୀ ଉପାୟ ଅଟେ । ଲୋକମାନେ ପ୍ରାୟତ କବ୍ଗ ର ଅଭିଯୋଗ କରିବାର ଶୁଣିବାକୁ ମିଳେ । ଖରାପ ଖାଇବା ପିଈବା ,ଜୀବନ ଶୈଳୀ ଓ ଔଷଧ କବ୍ଗ ର କାରଣ ହୋଇଥାଏ । ଯଦି ତାର ଯତ୍ନ ନକରିବେ ସ୍ୱାସ୍ଥ୍ୟ ପାଇଁ ଅସାଧାରଣ ସ୍ଥିତିର ସମୁଖୀନ ହେବାକୁ ପଡେ ।

ପେଟ ସଫା ରଖିବା ପାଇଁ ଘରୋଇ ଉପଚାର କରାଯାଇପାରିବ । ହଜମ ଶକ୍ତିରେ ସୁଧାରିବା ପାଇଁ କବ୍ଗ ର ଅଭିଯୋଗ ଦୂର କରିବା ପାଇଁ ଖାଇବା ପିଈବରେ ପରିବର୍ତନ କରିବା ଆବଶ୍ୟକ । ରିସର୍ଚ ରୁ ଜଣାପଡିଛି କି ଅଞ୍ଜିର ର ବ୍ୟବହାର ପ୍ରଭାବକାରୀ  ଚିକିସ୍ୟା ରେ କରାଯାଇପାରିବ । ଆପଣ ଚାହିଁଲେ ସବୁଦିନ ଖାଇପାରିବେ ।

Image Courtesy: Google

ଏହି ଫଳ ଲାଭଦାୟକ ଏଥିରୁ ଭିଟାମିନ B6 ମିଳିଥାଏ ।

ଏହାର ବ୍ୟବହାର ଦ୍ଵାରା କିଛି ଦିନରେ କବ୍ଗ ର ଅଭିଯୋଗ ଦୂର ହୋଇଥାଏ । ଏଥିରେ ବହୁ ପରିମାଣରେ ଫାଇବର  ମିଳିଥିବା ଭିଟାମିନ  B6 ଶରୀରକୁ ଯାଇଥାଏ । ଭିଟାମିନ B6 ଖାଦ୍ୟ ହଜମକୁ ସହଜ କରିଥାଏ । ବ୍ୟବହାର କରିବା ପୂର୍ବରୁ ଅଞ୍ଜିରର ଦୁଇଟି ଦାନା ପାଣିରେ ଭିଜେଇ ରଖିବେ ।

Image Courtesy: Google

ତାପରେ ଦିନର କୋଉ  ସମୟରେ ବି ଖାଇପାରିବେ । ଚାହିଁଲେ ଅଞ୍ଜିର କୁ ଗୋଟେ କପ ପାଣିରେ ଗରମ କରି ପାରିବେ ,ଓ ସେହି ପାଣିରେ ତିଆରି ହୋଥିବା ତରଳ ପଦାର୍ଥକୁ ପିଈପାରିବେ । ଆଉ ଅନ୍ୟ ଉପାୟରେ ଅଞ୍ଜିର ଦୁଇଟି ଦାନା  କ୍ଷୀରରେ ଫୁଟାଇ ପ୍ରଥମେ କ୍ଷୀରକୁ ପିଅନ୍ତୁ ତାପରେ ଅଞ୍ଜିରକୁ ଚୋବେଇ ଖାଇଦିଅନ୍ତୁ । ବହୁତ କମଦିନରେ ଆପଣ ଏହାର  ଭଲ ଫଳ ପାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *