ନମସ୍କାର ବନ୍ଧୁଗଣ । ପୁରା ଦେଶରେ କୋରୋନା ଓ ଓମିକ୍ରନର ସ୍ଥିତି ମାମାଳ ୮୨ ହଜାରରୁ ଅଧିକ ବ୍ୟାପିବାରେ ଲାଗିଛି । ଏପରି କ୍ଷେତ୍ର ରେ ଦିନକୁ ୧୦ ହଜାରୁ ଅଧୀକ ଚିହ୍ନଟ ହେଲାଣି । ଗତ ଗୁରୁବାର ଦିନ ୧୬ହଜାର ୭୦୦ ମାମଲା ଚିହ୍ନଟ ହୋଇଥିଲା । ଯାହା ବୁଧବାର ଠାରୁ ୨୭ ପ୍ରତିଶତ ଅଧୀକ ରହିଥିଲା । କୋରୋନା ସଂକରଣ ହାର ଅଧିକ ଚିନ୍ତାର ବିଷୟ ହୋଇ ଗଲାଣି । ସୋମବାର ଠାରୁ ଦୈନିକ ସଂକ୍ରମଣ ହାର ୨.୬ ପ୍ରତିଶତ ରହିଛି ।

ଗତ ଅକ୍ଟୋବର ୨୦ ତାରିଖରେ ୧୮ ହଜାରୁ ଅଧିକ ମାମଲା ସାମନାକୁ ଆସିଥିଲା । ଏହା ଦ୍ରୁଷ୍ଟି ରଖିଲେ ଡିସେମ୍ବର ୩୦ ତାରିଖରେ ଦୈନିକ ସଂକ୍ରମଣ ସର୍ବାଧିକ ରହିଛି । ଏହା ଡିସେମ୍ବର ୩୧ ତାରିଖରେ ଅଧିକ ବୃଦ୍ଧି ହେବାର ଆଶଙ୍କା କରା ଯାଉଛି । ମହାରାଷ୍ଟ୍ର, ୟୁପିଏ, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ ପରି ଦେଶରେ ଏହି ଚିନ୍ତା ଅଧିକ ମାତ୍ରା ରେ ଦେଖା ଯାଇଛି ।
ଏହାକୁ ନେଇ ଅନେକେ କୋରୋନାର ତୃତୀୟ ଲହର ଆସିବାର ଆଶଙ୍କା କରିଲେଣି । ସେହିପରି ଦେଶରେ ଓମିକ୍ରନଙ୍କ ସଂଖ୍ୟା ୧୦୦୦ ବଢିବା କଥା ସାମନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଦେଶରେ ସମୁଦାୟ ଓମିକ୍ରନ ମାମଲା ୯୬୧ ରେ ପହଞ୍ଚିଲାଣି ।

ସାରା ବିଶ୍ବରେ ଓମିକ୍ରନ ମାମଲା ୧୨୧ ଦେଶରେ ୩ଲକ୍ଷ ୩୦ ହଜାର କୁ ଛୁଇଁଲାଣି । ଭାରତରେ ଏହା ୧୦୦୦ ନିକଟତର ହେବାକୁ ଯାଉଛି । ଏହା ମଧ୍ୟରେ ମହାରାଷ୍ଟ୍ର ରେ ଜଣେ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।
ଏହା ବିଶ୍ବରେ ପ୍ରଥମ ଓମିକ୍ରନ ବୋଲି କୁହା ଯାଇଛି । ସେହିପରି ଭାରତରେ ଓମିକ୍ରନ ସଂଖ୍ୟା ମଧ୍ୟରୁ ୩୨୦ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଗକୁ ପୁରା ଦେଶରେ କୋରୋନା ଭାଇରସ ଓ ଓମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ତରଫରୁ ଚିନ୍ତା ପ୍ରକାଶ ହୋଇଥିବା ବେଳେ ସତର୍କ ରହିବା ପାଇଁ ସୂଚନା ଜାରି ହୋଇଛି ।

ତେବେ ଏହି ଦୁଇ ଭାଇରସ ଏତେ ମାତ୍ରା ରେ ବ୍ୟାପିବାରେ ଲାଗିଛି ଯାହା ସମସ୍ତଙ୍କ ପାଇଁ ଚିନ୍ତା ର ବିଷୟ ହୋଇ ପଡିଲାଣି । ତେବେ ପୂର୍ବ ଭଳି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆ ଯାଇଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
