ଗ୍ୟାଙ୍ଗଷ୍ଟାର Hyderର ପୁଅ Munnaକୁ ହେଲା ଆଜୀବନ କାରାଦଣ୍ଡ, କାହିଁକି ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ଆପଣ ସମସ୍ତେ ଗ୍ୟା-ଙ୍ଗ-ଷ୍ଟା-ର ହାଇଦରଙ୍କ ବିଷୟରେ ଜାଣିଛନ୍ତି । ଯାହାଙ୍କ ଉପରେ ନାନା ପ୍ରକାର କେ-ସ ଚାଲିଛି ଓ ସେ ସବୁବେଳେ ଅ-ପ-ରା-ଧୀ-ମା-ନଙ୍କ ମଧ୍ୟରେ ସା-ମି-ଲ ଥାନ୍ତି । ତାଙ୍କର ପୁଅ ବି ନିଜ ପିତାଙ୍କ ଭଳି କିଛି କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ଆ-ଜୀ-ବ-ନ ଜେ-ଲ ହୋଇ ଯାଇଛି । ସୂଚନା ଅନୁସାରେ ଗ୍ୟା-ଙ୍ଗ-ଷ୍ଟା-ର ହାଇଦରଙ୍କ ବଡ ପୁଅ ମୁନାକୁ କୋ-ର୍ଟ ଆଜି ଆଜୀବନ କା-ରା-ଦ-ଣ୍ଡ ଦେଇଛନ୍ତି । ଆଳିରେ ଏକ ବ୍ୟବସାୟକୁ ହ-ତ୍ୟା କରିଥିବା ମା-ମ-ଲାରେ ଅ-ଭି-ଯୁ-କ୍ତ ମୁନାକୁ ଆଜୀବନ ଜେ-ଲ ଦ-ଣ୍ଡ ଶୁଣାଇଛି ଜିଲ୍ଲା କୋ-ର୍ଟ ।

କହିଦେଉଛୁ କି ମୁନା ୧୧ ବର୍ଷ ହେବ ଜେ-ଲରେ ବିଚାରଧିନ କ-ଏ-ଦୀ ରୂପରେ ରହୁଥିଲେ । ଏହା ପରେ କୋ-ର୍ଟ ଆଜି ଆଳି ବ୍ୟବସାୟ କେ-ସର ଶୁଣାଣୀ କରି ଗ୍ୟା-ଙ୍ଗ-ଷ୍ଟା-ର ହାଇଦର ବଡ ପୁଅ ସେକ କାଦିର ଉର୍ଫ ମୁନାକୁ ଆଜୀବନ ଜେ-ଲ ଦ-ଣ୍ଡ ଦେଇଛନ୍ତି । ମୁନା ୨୦୧୧ରେ ଆଳିରେ ଏକ ବ୍ୟବସାୟକୁ ଗୁ-ଳି କରି ହ-ତ୍ୟା କରି ଥିଲେ ।

ମୁନା ୧୧ ବର୍ଷ ହେବ ବିଭିନ୍ନ ଜେ-ଲରେ ବନ୍ଦୀ ରୂପରେ ଜୀବନ କା-ଟୁ ଥିଲେ । ସୂଚନା ଅନୁସାରେ ୨୦୧୦ ଆଳି ଅଞ୍ଚଳରେ ସୋନୁ ଉର୍ଫ ସେକ ସାହାନବାଜ ଖାନଙ୍କୁ ଆଳି ବଜାର ଉପରେ ଗୁ-ଳି କରି ହ-ତ୍ୟା କରାଯାଇ ଥିଲା । ଏହି ହ-ତ୍ୟାକୁ ନେଇ ବଡ ବିବାଦ ସୃଷ୍ଟି ହୋଇଥିଲା । ବହୁତ ବଡ ଗ-ଣ୍ଡ-ଗୋ-ଳ- ମଧ୍ୟ ହୋଇଥିଲା । ୨୦୧୧ରେ ମୁନାକୁ ପୋ-ଲି-ସ ଗି-ର-ଫ କରିଥିଲା ।

ଗି-ର-ଫ କରିବା ପରେ ମୁନା ୧୧ ବର୍ଷ ଧରି ବିଭିନ୍ନ ଜେ-ଲରେ ବିଚାରଧୀନ କ-ଏ-ଦୀ ରୂପରେ ଜୀବନ ବିତାଉ ଥିଲେ । କିନ୍ତୁ ଆଜି କେନ୍ଦ୍ରପଡା ଜିଲ୍ଲାର ଜଜ ସୋନୁ ଉର୍ଫ ସେକ ସାହାନବାଜ ଖାନଙ୍କ କେ-ସରେ ମୁନାକୁ ଆଜି ଆଜୀବନ କା-ରା-ଦ-ଣ୍ଡ ଦେଇଛନ୍ତି । ଏତିକି ନୁହେଁ ମୁନା -ବି-ରୁ-ଦ୍ଧ-ରେ ଆଗରୁ ମଧ୍ୟ ୧୮ ଟି କେ-ସ ଅଛି । ଯାହାର ଶୁଣାଣୀ ମଧ୍ୟ ଚାଲି ଥିଲା ।

ଏହା ମଧ୍ୟରେ କିଛି ଦିନ ପୂର୍ବେ ହିଁ ମୁନା ପିତା ହାଇଦର ମୃ-ତ୍ୟୁ ପରେ ଇତି କର୍ମ ପାଇଁ ୪୦ ଦିନ ପାରୋଳରେ ଯିବା ପାଇଁ କେନ୍ଦ୍ରପଡା କୋ-ର୍ଟ ଆବେଦନ କରିଥିଲା । କିନ୍ତୁ ବର୍ତ୍ତମାନ ମୁନାକୁ ଆଜୀବନ କାରଦ-ଣ୍ଡ ମିଳିଛି ଓ ୧୦ ହଜାର ଟଙ୍କା ଜୋରିମାନା ମଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *