ସେ କେଉଁ କାମ ହୋଇଥାଏ ଯାହା ଆମ ସମାଜରେ କେହି କୁମାରୀ ଝିଅ କରିପାରିବ ନାହିଁ ?

ଦେଶର ସବୁଠୁ ପ୍ରତିଷ୍ଠିତ ପରୀକ୍ଷା ୟୁଏସସିକୁ ନେଇ ଆମେ  ଲଗାତର ଆପଣଙ୍କୁ ଅପଡେଟ ଦେଉଛୁ । ପ୍ରିଲିମ ପରେ ମୁଖ୍ୟ ପରୀକ୍ଷା ଜାନୁଆରୀରେ ହେବ । ପ୍ରସ୍ତୁତି ଚାଲୁରଖିଥିବା କ୍ୟାଣ୍ଡିଡେଟ ମାନେ ମୁଖ୍ୟ ପରୀକ୍ଷା ପରେ ଇଣ୍ଟରଭିଉର ସାମ୍ନା କରିବେ । ସବୁ ବର୍ଷ ଲକ୍ଷ ଲକ୍ଷ ପିଲା ଶିବିଲ ସର୍ବିଶେଷ ପରୀକ୍ଷା ପାସ କରି ଆଇଏଏସ ଅଧିକାରୀ ହେବାର ସ୍ଵପ୍ନ ଦେଖିଥାନ୍ତି ।

ଅଫିସର ହେବା ପାଇଁ ଏକ୍ସାମ ସହିତ ଇଣ୍ଟରଭିଉ କ୍ଲିୟର କରିବାବି ଜରୁରୀ ହୋଇଥାଏ । ୟୁଏସ ସି ଇଣ୍ଟରଭିଉରେ ଭଲ ଭଲ ମଧ୍ୟ ଫେଲ ହୋଇଯାଆନ୍ତି । ଇଣ୍ଟରଭିଉ ରେ ରିଜନିଙ୍ଗ ସହିତ ଆଉ କିଛି ପହେଲି ମଧ୍ୟ ପଚରା ଯାଇଥାଏ । ଆସନ୍ତୁ ଜାଣିବା ପ୍ରଶ୍ନ ଓ ଉତ୍ତର

ପ୍ରଶ୍ନ :- ଜଣେ ବ୍ୟକ୍ତିକୁ ଦେଖି  ସୁମିତ ଅନିଲକୁ କହିଲା – ‘ ସେ ମୋର ଜେଜେଙ୍କର ନାତିର ପିତାଙ୍କର ପିତାର ଜ୍ଵାଇଁ ଅଟନ୍ତି ?

ଉତ୍ତର – ଜେଜେଙ୍କର ନାତି ମାନେ ସୁମିତର ଭାଇ, ନତିର ପିତା – ସୁମିତର ଜେଜେଙ୍କର ଜ୍ଵାଇଁ ମାନେ ପିଉସା । ସେହି ବ୍ୟକ୍ତି ସୁମିତର ପିଉସା ଅଟନ୍ତି ।

ପ୍ରଶ୍ନ :- ଓକିଲାମାନେ କଳା ରଙ୍ଗର କୋର୍ଟ କାହିଁକି ପିନ୍ଧନ୍ତି ?

ଉତ୍ତର – ଓକିଲ ମାନଙ୍କର କଳା କୋର୍ଟ ପିନ୍ଧିବାର ପରମ୍ପରା ଇଂଲଣ୍ଡରୁ ଆରମ୍ଭ ହୋଇଥିଲା । କଳା କୋର୍ଟ ଅନୁଶାସନ ଓ ଆତ୍ମା ବିଶ୍ଵାସ ବୋଲି କୁହାଯାଏ । କଳା ରଙ୍ଗକୁ ଶକ୍ତି ଓ ଅଧିକାରର ପ୍ରତୀକ ବୋଲି କୁହାଯାଏ ।

ପ୍ରଶ୍ନ :- ସେ କେଉଁ କମ ହୋଇଥାଏ ଯାହା ଆମ ସମାଜରେ କେହି କୁମାରୀ ଝିଅ କରିପାରିବ ନହିଁ ?

ଉତ୍ତର- ସିନ୍ଥିରେ ସିନ୍ଦୁର ଲଗାଇବା

ପ୍ରଶ୍ନ :- ଆପଣଙ୍କୁ ଗୋଟେ ଆଦିବାସୀ ଝିଅ ସହିତ ପ୍ରେମ ହୋଇଗଲା, ଆଇଏଏସ ହୋଇ ପ୍ରେମ ଓ ପରିବାର ଭିତରୁ କାହାକୁ ଚୁଜ କରିବେ ?

ଉତ୍ତର – ଏହି ପ୍ରଶ୍ନର ଉତ୍ତର ଆଇଏଏସ ଜଣଙ୍କ ବହୁତ ବୁଦ୍ଧିମାନର ସହିତ ଦେଇଥିଲେ । ସେ କହିଲେକି ମୁଁ ମୋ ପରିବାର ଓ ଝିଅ ଭିତରେ କଥାବାର୍ତା କରାଇବି ଓ ସମସ୍ୟାର ସମାଧାନ କରିବାର ଚେଷ୍ଟା କରିବି । ଯଦି ବାପା ମା ନ ମାନିବେ ତାହେଲେ ପରିବାରକୁ ଚୁଜ କରିବି ।

ପ୍ରଶ୍ନ :- କଣ ସବୁ ପଶୁଙ୍କର ରକ୍ତ ଲାଲ ହୋଇଥାଏ ?

ଉତ୍ତର – ନାଁ, ଉତରି ଆମେରିକାରେ ଦେଖାଯାଉଥିବା କଙ୍କଡାର ରକ୍ତ ନୀଳ ହୋଇଥାଏ, ଓ ଗିନିଆ ନାମର ଗିର୍ଗିଟର ରକ୍ତ ନୀଳ ହୋଇଥାଏ ।

ପ୍ରଶ୍ନ  :- ମାଛିମାନେ ତାଙ୍କର ହାତ ସବୁବେଳେ ଘସନ୍ତି କଣ ପାଇଁ ?

ଉତ୍ତର – ମାଛିମାନେ ନିଜ ହାତ ଘଷି ସଫା ରଖିଥାନ୍ତି, ସେ ତାଙ୍କ ଅଙ୍ଗକୁ ସଫା ରଖିଥାନ୍ତି କାରଣ ସେ ଭୋଜନ ଓ ନିଜ ସାଥୀଙ୍କୁ ଖୋଜିବାରେ ଓ ଶିକାରୀ ମାନଙ୍କଠାରୁ ନିଜକୁ ବଞ୍ଚାଇବା ପାଇଁ ଶୀଘ୍ର ଉଡିପାରିବେ ।

ପ୍ରଶ୍ନ :- ଜଣେ ପୁଅ ଝିଅକୁ ତାର ନାମ  ପଚାରିଲା, ଝିଅ କହିଲା ମୋର ନାମ କାରର ନମ୍ବର ପ୍ଲେଟରେ ଛପିକି ଅଛି, କାର ନମ୍ବର ଅଟେ WA733N ଝିଅର ନାମ କୁହ ?

ଉତ୍ତର – ଝିଅର ନାମ ନିଲମ ଅଟେ ନମ୍ବର ପ୍ଲେଟକୁ ଓଲଟା କରିଦେଖିଲେ ଜଣା ପଡିବ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *