ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇ ଯାଆନ୍ତି । ଆପଣଙ୍କ ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- କେଉଁ ଜୀବର ଆଖି ତାର ମୁଣ୍ଡ ଠାରୁ ବଡ ହୋଇଥାଏ ?
ଉତ୍ତର- ସୁତୁରମୁର୍ଗ
୨- କେଉଁ ଦେଶରେ ସର୍ବ ପ୍ରଥମେ ପ୍ଲାଷ୍ଟିକ ନୋଟ ଜାରି ହୋଇଥିଲା ?
ଉତ୍ତର- ଆମେରିକା
୩- ତମ୍ବାକୁ ପରି ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ବାଲା ବିଶ୍ଵର ପ୍ରଥମ ଦେଶର ନାମ କଣ ?
ଉତ୍ତର- ଭୁଟାନ
୪- ପାକିସ୍ତାନ ଦେଶର ରାଷ୍ଟ୍ରୀୟ ପକ୍ଷୀ କଣ ?
ଉତ୍ତର- ଚକୋର
୫- ଗଛରେ ଲଗାଯାଉଥିବା ସବୁଠାରୁ ବଡ ଫଳର ନାମ କଣ ?
ଉତ୍ତର- କଟହଳ
୬- ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ମୁସଲିମ ରହିଥାନ୍ତି ?
ଉତ୍ତର- ସିକ୍କିମ
୭- ଭାରତର ସବୁଠାରୁ ସୁନ୍ଦର ଇମାରତ କଣ ?
ଉତ୍ତର- ତାଜମହଲ
୮- ଚାନ୍ଦ ଉପରେ ପ୍ରଥମେ କେଉଁ ପଶୁ ଯାଇଥିଲା ?
ଉତ୍ତର- କୁକୁର
୯- ଭାରତର ରାଷ୍ଟ୍ରଗୀତ ପ୍ରଥମେ କେବେ ବୋଲ ହୋଇଥିଲା ?
ଉତ୍ତର- ୧୯୧୧ରେ
୧୦- ଆଗ୍ରାର ଲାଲକିଲ୍ଲା କିଏ ତିଆରି କରିଥିଲେ ?
ଉତ୍ତର- ଅକବର
୧୧- ସୌରମଣ୍ଡଳର ସବୁଠାରୁ ବଡ ଗ୍ରହର ନାମ କଣ ?
ଉତ୍ତର- ବୃହସ୍ପତି
୧୨- କେଉଁ ପଶୁ ନିଜର ସବୁ କାମ ନାକରେ କରିଥାଏ ?
ଉତ୍ତର- ହାତୀ
୧୩- କେଉଁ ହୋଟେଲରେ ବଞ୍ଚିଯାଇଥିବା ଖାଇବା ଫିଙ୍ଗିବା ଅପରାଧ ଅଟେ ?
ଉତ୍ତର- ଫ୍ରାନ୍ସ
୧୪- ପଢାଯାଉଥିବା ପେପର କେଉଁ ଜିନିଷରେ ତିଆରି ହୋଇଥାଏ ?
ଉତ୍ତର- ବାଉଁଶ
୧୫- କେଉଁ ଦେଶରେ ପାଞ୍ଚଟି ସୂର୍ଯ୍ୟ ଦେଖାଯାଏ ?
ଉତ୍ତର- ଚାଈନା
୧୬- ଭାରତ କେତେ ବର୍ଷ ଇଂରେଜ ମାନଙ୍କର ଗୋଲାମି କରୁଥିଲା ?
ଉତ୍ତର- ୨୦୦ ବର୍ଷ
୧୭- ଭାରତର ରେଳଗାଡି ର ଛକ କେଉଁଠାରେ ତିଆରି ହୁଏ ?
ଉତ୍ତର- କପୁରଥଳା
୧୮- ମନୁଷ୍ୟର ସବୁଠାରୁ ପ୍ରଥମେ କେଉଁ ପଶୁର କ୍ଷୀର ପିଇବା ଆରମ୍ଭ କରିଥିଲା ?
ଉତ୍ତର- ଛେଳି
୧୯- ଭାରତର କେଉଁ ପ୍ରଧାନମନ୍ତ୍ରୀ କେବେ ବିଦେଶ ଯାଇ ନାହାନ୍ତି ?
ଉତ୍ତର- ଚୌଧୁରୀ ଚରଣ ସିଂ
୨୦- କେଉଁ ପକ୍ଷୀ ପୋଷ୍ଟମ୍ୟାନ ଭଳି କାମ କରିଥାଏ ?
ଉତ୍ତର- ପାରା
୨୧- କେଉଁ ପଶୁର କ୍ଷିର ଗୋଲାପି ରଙ୍ଗର ହୋଇଥାଏ ?
ଉତ୍ତର- ହିପ୍ପୋ
୨୨- କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ?
ଉତ୍ତର- ନୀଳକୁରଞ୍ଜୀ
୨୩- ରୁଟି କେଉଁ ଗ୍ଯାସ କାରଣରୁ ଫୁଲିଥାଏ ?
ଉତ୍ତର- କାର୍ବନ ଡାଇଅକ୍ସାଇଡ
୨୪- କେଉଁ ଗଛକୁ କାଟିଲେ ରକ୍ତ ବାହାରିଥାଏ ?
ଉତ୍ତର- ବ୍ଲଡ଼ ବୁଡ ଗଛ
୨୫- ଭାରତର ରାଷ୍ଟ୍ରୀୟ ପରିବା ର ନାମ କଣ ?
ଉତ୍ତର- କଦଦୁ
୨୬- ଭାରତର କେଉଁ ରାଜ୍ୟରେ କୁକୁର ର ମନ୍ଦିର ଅଛି ?
ଉତ୍ତର- ଛତିଶଗଡ
୨୭- ଭାରତରେ ପ୍ରଥମେ କୋରୋନା ଭାଇରାସ କେଉଁ ରାଜ୍ୟରେ ଆସିଥିଲା ?
ଉତ୍ତର- କେରଳ
୨୮- ବଞ୍ଚି ରହିଲେ ପୋତି ଦିଆଯାଏ ଓ ମରି ଗଲେ ବାହାର କରି ଦିଆଯାଏ । କୁହ କଣ ?
ଉତ୍ତର- ଗଛ
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।