IAS ଇନ୍ଟରଭିଉରେ ପଚରା ଯାଇଥିବା ପ୍ରଶ୍ନ: OK ଶଦ୍ଦର ଫୁଲ୍ ଫର୍ମ କଣ? ୯୯% ଲୋକ ଜାଣି ନଥିବେ ଏହାର ଉତ୍ତର, ଜାଣି ରଖନ୍ତୁ କାମରେ ଆସିପାରେ

ଆଜି କାଲି ଏହି ପରତିଯୋଗୀତା ପୂର୍ଣ୍ଣ ଦୁନିଆରେ ଏମିତି ବହୁତ କଥା ଅଛି ଯାହା ବିଷୟରେ ଆମେ ଅଗୋଚର । ଦୈନଦିନ ଜୀବନରେ ବ୍ୟଭୃତ ହେଉଥିବା କେତେ ଗୁଡିଏ ଶବ୍ଦର ସଠିକ ଅର୍ଥ ବି ଆମେ ଜାଣିନୁ ବା କେବେ ଜାଣିବାକୁ ଚେଷ୍ଟା କରି ନାହୁଁ । କିନ୍ତୁ ଆଜିର ଜମାନରେ ସବୁକିଛି ଜାଣିବା ନିତ୍ୟାନ୍ତ ଜରୁରୀ କାହିଁକି ନା ଏହା ଆମ ଜୀବନରେ ସବୁ କ୍ଷେତ୍ରରେ କାମରେ ଆସିବ । କିଛି ସାଧାରଣ ପ୍ରଶ୍ନର ଉତ୍ତର ପାଇଁ ବେଳେ ବେଳେ ଆମେ ଇଣ୍ଟରଭ୍ୟୁରେ ପାସ ହୋଇପାରୁନା ।

ସେଥିପାଇଁ ଆଜି ଆପଣଙ୍କ ପାଇଁ ଏମିତି ହିଁ କିଛି ସାମାନ୍ୟ ପ୍ରଶ୍ନ ଓ ତାର ଉତ୍ତର ସମ୍ପର୍କରେ ଆଲୋଚନା କରିବା ଯାହା ଆପଣଙ୍କ କାମରେ ଆସିପାରେ ।

୧)  ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କର ସ୍ଥାପନା କେଉଁ ପଞ୍ଚବର୍ଷୀୟ ଯୋଜନାରେ କରାଯାଇଥିଲା?
ଉତ୍ତର: ଷଷ୍ଠ ପଞ୍ଚବର୍ଷୀୟ ଯୋଜନାରେ

୨) ହରିଆଣାର ମହାତ୍ମାଗାନ୍ଧୀ କାହାକୁ କୁହାଯାଏ?
ଉତ୍ତର: ମୂଳଚାନ୍ଦ ଜୈନ୍

୩) OKର ଫୁଲ ଫର୍ମ କଣ?
ଉତ୍ତର: Objection Killed

୪) ଫଲ୍ଗୁର ମେଳାର ଆୟୋଜନ କେଉଁଠାରେ ହୋଇଥାଏ?
ଉତ୍ତର: କେରଳର ଫରଲ ଗ୍ରାମରେ

୫) ଆସାମରେ ମୋଟ କେତୋଟି ଜିଲ୍ଲା ଅଛି?
ଉତ୍ତର: ୩୫ଟି

୬) ଓଡିଶାର କେଉଁ ସହରରେ ସବୁଠାରୁ ବଡ ହନୁମାନ ମୂର୍ତ୍ତି ଅଛି?
ଉତ୍ତର: ସୁନ୍ଦରଗଡ଼ର ରାଉରକେଲା ଠାରେ

୭)  ମାନବବାଦର ସଂସ୍ଥାପକ କାହାକୁ ମାନା ଯାଇଥାଏ?
ଉତ୍ତର: ପେଟ୍ରାକ୍(ଇଟାଲୀ)

୮) ଆକବରଙ୍କ ମୃତ୍ୟୁ କେବେ ହୋଇଥିଲା?
ଉତ୍ତର : ୧୬୦୫ରେ

୯) ସ୍ଵଛ ଜଳ ମାଛ ଉତ୍ପାଦନ କରୁଥିବା ରାଜ୍ୟ ନା କୋଣ ?

ଉତ୍ତର : ପଶ୍ଚିମ ବଙ୍ଗାଲ

୧୦)  ଝିଅଙ୍କ ଶରୀର କେଉଁ ଜିନିଷ ଆମେ ଖାଇ ପାରିବା ?

ଉତ୍ତର : ଲେଡିଜ ଫିଙ୍ଗର

୧୦) ବିଶ୍ଵର ପ୍ରଥମ ସହର ଯେଉଁଠି ପ୍ରଥମ ପରମାଣୁ ବମ ପଡି ଥିଲା ?

ଉତ୍ତର : ‘ହିରୋଶିମା’ ବିଶ୍ଵର ପ୍ରଥମ ପରମାଣୁ ବମ ଏଇ ଶହର ରେ ପଡି ଥିଲା ।

୧୦) କମ୍ପ୍ୟୁଟର କ୍ଷେତ୍ର ରେ ମହାନ କ୍ରାନ୍ତି କେବେ ଆସିଲା ?

ଉତ୍ତର : କମ୍ପ୍ୟୁଟର କ୍ଷେତ୍ର ରେ ମହାନ କ୍ରାନ୍ତି ୧୯୬୦ରେ ଆସି ଥିଲା ।

୧୦) ଗୋଟେ ପୁଅ ଗୋଟେ ଝିଅ ସହ ଏମିତି କଣ କଲା ଯାହା ପରେ ଝିଅ କାନ୍ଦିବା ଆରମ୍ଭ କଲା ?

ଉତ୍ତର : ଗୋଟେ ପୁଅ ଗୋଟେ ଝିଅ ସହ “ବିବାହ” କଲା ଯାହା ପରେ ଝିଅ କାନ୍ଦି ପକାଇଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଲେ ଶେୟାର କରନ୍ତୁ ଓ  ଲାଇକ କରନ୍ତୁ ଆମ ପେଜକୁ ।

Leave a Reply

Your email address will not be published. Required fields are marked *