କୁହାଯାଏ କି UPSC ପରୀକ୍ଷା ସବୁଠୁ କଷ୍ଟ ପରୀକ୍ଷା ଅଟେ ଓ ଏଥିରେ ପାସ କରିବାକୁ ହେଲେ ବହୁତ ପରିଶ୍ରମ ବି କରିବାକୁ ପଡିଥାଏ । ଏହା ଏଥିପାଇଁ କି IAS ଓ IPS ହେବାକୁ ହେଲେ ଖାଲି ୟୁପିଏସସି ପରୀକ୍ଷା ପାସ କରିବାକୁ ହୁଏ ନାହିଁ । ପ୍ରି – ମେନ୍ସ ପାସ ପରୀକ୍ଷା କରିବା ପରେ କ୍ୟାଣ୍ଡିଡେଟକୁ ଇଣ୍ଟରଭିୟୁ ବି ପାସ କରିବାକୁ ପଡିଥାଏ । ଦେଖା ଯାଇଛି କି ଇଣ୍ଟରଭିୟୁରେ ବହୁତ କ୍ୟାଣ୍ଡିଡେଟ ଫେଲ ହୋଇଥାନ୍ତି ।
ପ୍ରଶାସନିକ ପରୀକ୍ଷା ଏହି କଥା କାରଣରୁ ଆହୁରି କଷ୍ଟ ଲାଗିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ପ୍ରଶ୍ନ ଓ ଉତ୍ତର କହିବୁ ଯାହାକି ପ୍ରାୟତଃ ଇଣ୍ଟରଭିୟୁରେ ଆସିଥାଏ ।
ପ୍ରଶ୍ନ – ବନିହାଲ ଦର୍ରା କେଉଁ ସ୍ଥାନରେ ଅବସ୍ଥିତ ?
ଉତ୍ତର – ଜମ୍ମୁ – କାଶ୍ମୀର
ପ୍ରଶ୍ନ – ଚମ୍ପାରଣ ସତ୍ୟାଗ୍ରହ କେବେ ହୋଇଥିଲା ?
ଉତ୍ତର – ୧୯୧୭
ପ୍ରଶ୍ନ – ଭାରତରେ ସର୍ବେ ପ୍ରଥମେ ସୂର୍ଯ୍ୟ କେଉଁ ସ୍ଥାନରେ ବାହାରନ୍ତି ?
ଉତ୍ତର – ଅରୁଣାଚଳ ପ୍ରଦେଶ
ପ୍ରଶ୍ନ – ଦଶାବତାର ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ ?
ଉତ୍ତର – ଦେବଗଡ
ପ୍ରଶ୍ନ – ଭାରତର ପ୍ରଥମ ଭାୟସରାୟ କିଏ ଥିଲେ ?
ଉତ୍ତର – ଲର୍ଡ କେନିଙ୍ଗ
ପ୍ରଶ୍ନ – ନାଳନ୍ଦା ବିଶ୍ଵ ବିଦ୍ୟାଲାୟର ସ୍ଥାପନା କିଏ କରିଥିଲେ ?
ଉତ୍ତର – କୁମାରଗୁପ୍ତ
ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ମୋବାଇଲ ୟୁଜର ଅଛନ୍ତି ?
ଉତ୍ତର – ଚୀନ
ପ୍ରଶ୍ନ – ଭାରତର ସବୁଠୁ ଚା ଉପ୍ତାଦକ ରାଜ୍ୟ କିଏ ?
ଉତ୍ତର – ଆସାମ
ପ୍ରଶ୍ନ – ଦିଲ୍ଲୀର ଲାଲକିଲାର ନିର୍ମାଣ କିଏ କରିଥିଲେ ?
ଉତ୍ତର – ଶାହଜହା
ପ୍ରଶ୍ନ – ଗୋବୀ ମରୁସ୍ଥଳ କେଉଁ ସ୍ଥାନରେ ଅବସ୍ଥିତ ?
ଉତ୍ତର – ଅଟାକାମା
ପ୍ରଶ୍ନ – କ୍ଷେତ୍ରଫଳ ଦ୍ରୁଷ୍ଟିରୁ ବିଶ୍ଵରେ ଭାରତ କେଉଁ ସ୍ଥାନରେ ଅଛି ?
ଉତ୍ତର – ସପ୍ତମ
ପ୍ରଶ୍ନ – କେଉଁ ପକ୍ଷର ପର ଣ ଥାଏ ?
ଉତ୍ତର – କୀୱୀ ପକ୍ଷୀ
ପ୍ରଶ୍ନ – ସୌରମଣ୍ଡଳର ସବୁଠୁ ଗରମ ଗ୍ରହ କିଏ ଅଟେ ?
ଉତ୍ତର – ଶୁକ୍ର ଗ୍ରହ
ପ୍ରଶ୍ନ – କେଉଁ ଦେଶରେ ଗୋଟିଏ ହେଲେ ବି ସିନେମାଘର ନାହିଁ ?
ଉତ୍ତର – ଭୁଟାନ
ପ୍ରଶ୍ନ – ନୀଳ ସହର କାହାକୁ କୁହନ୍ତି ?
ଉତ୍ତର – ଜୋଧପୁର
ପ୍ରଶ୍ନ – ଉପନିଷଦର ମୋଟ ସଂଖ୍ୟା କେତେ ?
ଉତ୍ତର – ୧୦୮
ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଅପରାଧ ହୋଇଥାଏ ?
ଉତ୍ତର – ଉତ୍ତର ପ୍ରଦେଶ
ପ୍ରଶ୍ନ – ଭାରତର ଆଇଷ୍ଟିନ କାହାକୁ କୁହନ୍ତି ?
ଉତ୍ତର – ନାଗାର୍ଜୁନ
ପ୍ରଶ୍ନ – ପାଗଳପନଥି ବିଦ୍ରୋହ କେଉଁ ସ୍ଥାନରେ ହୋଇଥିଲା ?
ଉତ୍ତର – ଆସାମ
ପ୍ରଶ୍ନ – ପାଲଘାଟ ଦର୍ରା କେଉଁ ସ୍ଥାନରେ ଅବସ୍ଥାପିତ ?
ଉତ୍ତର – କେରଲ
ପ୍ରଶ୍ନ – କ୍ୟାଲେଣ୍ଡରର ଆବିଷ୍କାର କିଏ କରିଥିଲେ ?
ଉତ୍ତର – ବିକ୍ରମାଦିତ୍ୟ
ପ୍ରଶ୍ନ – ସବୁଠୁ ଅଧିକ ଭୂମିକମ୍ପ କେଉଁ ଦେଶରେ ଆସିଥାଏ ?
ଉତ୍ତର – ଜାପାନ
ପ୍ରଶ୍ନ – ଫୁଲର ଚାଷକୁ କଣ କୁହାଯାଏ ?
ଉତ୍ତର – ଫ୍ଲୋରିକଲ୍ଚର
ପ୍ରଶ୍ନ – ନୋଟର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର – ଚୀନ
ପ୍ରଶ୍ନ – କେଉଁ ଗ୍ରହକୁ ନାଲି ଗ୍ରହ କୁହାଯାଏ ?
ଉତ୍ତର – ମଙ୍ଗଲ ଗ୍ରହ
ପ୍ରଶ୍ନ – ବରଫରେ ତିଆରି ଘରକୁ କଣ କୁହାଯାଏ ?
ଉତ୍ତର – ଇଗଲୁ
ପ୍ରଶ୍ନ – ଜାଲିୟାବାଲା ବାଗ ହତ୍ୟାକାଣ୍ଡ କେବେ ହୋଇଥିଲା ?
ଉତ୍ତର – ୧୯୧୯
ପ୍ରଶ୍ନ – ସବୁ ସୁନା କାହାକୁ କୁହାଯାଏ ?
ଉତ୍ତର – ଚା
ପ୍ରଶ୍ନ – ସବୁଠୁ ବିଷଧର ସାପ କିଏ ?
ଉତ୍ତର – କିଙ୍ଗ କୋବରା
ପ୍ରଶ୍ନ – ତାଲା ନଗରି କାହାକୁ କୁହନ୍ତି ?
ଉତ୍ତର – ଅଲିଗଢ
ପ୍ରଶ୍ନ – ମନୁଷ୍ୟ ସର୍ବେ ପ୍ରଥମେ କାହାର ଆବିଷ୍କାର କରିଥିଲା ?
ଉତ୍ତର – ନିଆଁ
ପ୍ରଶ୍ନ – ସିଲିକନ ୱେଳି କେଉଁ ସ୍ଥାନରେ ଅବସ୍ଥିତ ?
ଉତ୍ତର – କ୍ୟାଲିଫୋର୍ନିୟା
ପ୍ରଶ୍ନ – ଛୋଟ ଭାରତ କାହାକୁ କୁହନ୍ତି ?
ଉତ୍ତର – ଫିଜୀ
ପ୍ରଶ୍ନ – ଘଣ୍ଟାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର – ଭାରତରେ
ପ୍ରଶ୍ନ – କେଉଁ ପଶୁର ଜିଭ କଳା ହୋଇଥାଏ ?
ଉତ୍ତର – ଜିରାଫି
ପ୍ରଶ୍ନ – ଗୋଟିଏ ମହିଳାର ୭ ଟି ସନ୍ତାନ ଅଛନ୍ତି । କିନ୍ତୁ ସର୍ବମୋଟ ଏହା ଅମଧ୍ୟରେ ଅଧା ପୁଅ ଓ ଅଧା ଝିଅ ଅଛନ୍ତି । କୁହ ଏହା କେମିତି ସମ୍ଭବ ?
ଉତ୍ତର – ଏହା ସମ୍ଭବ, କାରାନ ସର୍ବମୋଟରେ ପିଲାମାନଙ୍କର ମା ବି ଆସିଯିବ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।