IAS IPS Question: ଗୋଟିଏ ମହିଳାର ୭ ଟି ସନ୍ତାନ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧା ପୁଅ ଓ ଅଧା ଝିଅ ଅଛନ୍ତି । କୁହ ଏହା କେମିତି ସମ୍ଭବ ?

କୁହାଯାଏ କି UPSC ପରୀକ୍ଷା ସବୁଠୁ କଷ୍ଟ ପରୀକ୍ଷା ଅଟେ ଓ ଏଥିରେ ପାସ କରିବାକୁ ହେଲେ ବହୁତ ପରିଶ୍ରମ ବି କରିବାକୁ ପଡିଥାଏ । ଏହା ଏଥିପାଇଁ କି IAS ଓ IPS ହେବାକୁ ହେଲେ ଖାଲି ୟୁପିଏସସି ପରୀକ୍ଷା ପାସ କରିବାକୁ ହୁଏ ନାହିଁ । ପ୍ରି – ମେନ୍ସ ପାସ ପରୀକ୍ଷା କରିବା ପରେ କ୍ୟାଣ୍ଡିଡେଟକୁ ଇଣ୍ଟରଭିୟୁ ବି ପାସ କରିବାକୁ ପଡିଥାଏ । ଦେଖା ଯାଇଛି କି ଇଣ୍ଟରଭିୟୁରେ ବହୁତ କ୍ୟାଣ୍ଡିଡେଟ ଫେଲ ହୋଇଥାନ୍ତି ।

ପ୍ରଶାସନିକ ପରୀକ୍ଷା ଏହି କଥା କାରଣରୁ ଆହୁରି କଷ୍ଟ ଲାଗିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ପ୍ରଶ୍ନ ଓ ଉତ୍ତର କହିବୁ ଯାହାକି ପ୍ରାୟତଃ ଇଣ୍ଟରଭିୟୁରେ ଆସିଥାଏ ।

ପ୍ରଶ୍ନ – ବନିହାଲ ଦର୍ରା କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଜମ୍ମୁ – କାଶ୍ମୀର

Loading...

ପ୍ରଶ୍ନ – ଚମ୍ପାରଣ ସତ୍ୟାଗ୍ରହ କେବେ ହୋଇଥିଲା ?

ଉତ୍ତର – ୧୯୧୭

ପ୍ରଶ୍ନ – ଭାରତରେ ସର୍ବେ ପ୍ରଥମେ ସୂର୍ଯ୍ୟ କେଉଁ ସ୍ଥାନରେ ବାହାରନ୍ତି ?

ଉତ୍ତର – ଅରୁଣାଚଳ ପ୍ରଦେଶ

ପ୍ରଶ୍ନ – ଦଶାବତାର ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଦେବଗଡ

ପ୍ରଶ୍ନ – ଭାରତର ପ୍ରଥମ ଭାୟସରାୟ କିଏ ଥିଲେ ?

ଉତ୍ତର – ଲର୍ଡ କେନିଙ୍ଗ

ପ୍ରଶ୍ନ – ନାଳନ୍ଦା ବିଶ୍ଵ ବିଦ୍ୟାଲାୟର ସ୍ଥାପନା କିଏ କରିଥିଲେ ?

ଉତ୍ତର – କୁମାରଗୁପ୍ତ

ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ମୋବାଇଲ ୟୁଜର ଅଛନ୍ତି ?

ଉତ୍ତର – ଚୀନ

ପ୍ରଶ୍ନ – ଭାରତର ସବୁଠୁ ଚା ଉପ୍ତାଦକ ରାଜ୍ୟ କିଏ ?

ଉତ୍ତର – ଆସାମ

ପ୍ରଶ୍ନ – ଦିଲ୍ଲୀର ଲାଲକିଲାର ନିର୍ମାଣ କିଏ କରିଥିଲେ ?

ଉତ୍ତର – ଶାହଜହା

ପ୍ରଶ୍ନ – ଗୋବୀ ମରୁସ୍ଥଳ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଅଟାକାମା

ପ୍ରଶ୍ନ – କ୍ଷେତ୍ରଫଳ ଦ୍ରୁଷ୍ଟିରୁ ବିଶ୍ଵରେ ଭାରତ କେଉଁ ସ୍ଥାନରେ ଅଛି ?

ଉତ୍ତର – ସପ୍ତମ

ପ୍ରଶ୍ନ – କେଉଁ ପକ୍ଷର ପର ଣ ଥାଏ ?

ଉତ୍ତର – କୀୱୀ ପକ୍ଷୀ

ପ୍ରଶ୍ନ – ସୌରମଣ୍ଡଳର ସବୁଠୁ ଗରମ ଗ୍ରହ କିଏ ଅଟେ ?

ଉତ୍ତର – ଶୁକ୍ର ଗ୍ରହ

ପ୍ରଶ୍ନ – କେଉଁ ଦେଶରେ ଗୋଟିଏ ହେଲେ ବି ସିନେମାଘର ନାହିଁ ?

ଉତ୍ତର – ଭୁଟାନ

ପ୍ରଶ୍ନ – ନୀଳ ସହର କାହାକୁ କୁହନ୍ତି ?

ଉତ୍ତର – ଜୋଧପୁର

ପ୍ରଶ୍ନ – ଉପନିଷଦର ମୋଟ ସଂଖ୍ୟା କେତେ ?

ଉତ୍ତର – ୧୦୮

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଅପରାଧ ହୋଇଥାଏ ?

ଉତ୍ତର – ଉତ୍ତର ପ୍ରଦେଶ

ପ୍ରଶ୍ନ – ଭାରତର ଆଇଷ୍ଟିନ କାହାକୁ କୁହନ୍ତି ?

ଉତ୍ତର – ନାଗାର୍ଜୁନ

ପ୍ରଶ୍ନ – ପାଗଳପନଥି ବିଦ୍ରୋହ କେଉଁ ସ୍ଥାନରେ ହୋଇଥିଲା ?

ଉତ୍ତର – ଆସାମ

ପ୍ରଶ୍ନ – ପାଲଘାଟ ଦର୍ରା କେଉଁ ସ୍ଥାନରେ ଅବସ୍ଥାପିତ ?

ଉତ୍ତର – କେରଲ

ପ୍ରଶ୍ନ – କ୍ୟାଲେଣ୍ଡରର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ବିକ୍ରମାଦିତ୍ୟ

ପ୍ରଶ୍ନ – ସବୁଠୁ ଅଧିକ ଭୂମିକମ୍ପ କେଉଁ ଦେଶରେ ଆସିଥାଏ ?

ଉତ୍ତର – ଜାପାନ

ପ୍ରଶ୍ନ – ଫୁଲର ଚାଷକୁ କଣ କୁହାଯାଏ ?

ଉତ୍ତର – ଫ୍ଲୋରିକଲ୍ଚର

ପ୍ରଶ୍ନ – ନୋଟର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଚୀନ

ପ୍ରଶ୍ନ – କେଉଁ ଗ୍ରହକୁ ନାଲି ଗ୍ରହ କୁହାଯାଏ ?

ଉତ୍ତର – ମଙ୍ଗଲ ଗ୍ରହ

ପ୍ରଶ୍ନ – ବରଫରେ ତିଆରି ଘରକୁ କଣ କୁହାଯାଏ ?

ଉତ୍ତର – ଇଗଲୁ

ପ୍ରଶ୍ନ – ଜାଲିୟାବାଲା ବାଗ ହତ୍ୟାକାଣ୍ଡ କେବେ ହୋଇଥିଲା ?

ଉତ୍ତର – ୧୯୧୯

ପ୍ରଶ୍ନ – ସବୁ ସୁନା କାହାକୁ କୁହାଯାଏ ?

ଉତ୍ତର – ଚା

ପ୍ରଶ୍ନ – ସବୁଠୁ ବିଷଧର ସାପ କିଏ ?

ଉତ୍ତର – କିଙ୍ଗ କୋବରା

ପ୍ରଶ୍ନ – ତାଲା ନଗରି କାହାକୁ କୁହନ୍ତି ?

ଉତ୍ତର – ଅଲିଗଢ

ପ୍ରଶ୍ନ – ମନୁଷ୍ୟ ସର୍ବେ ପ୍ରଥମେ କାହାର ଆବିଷ୍କାର କରିଥିଲା ?

ଉତ୍ତର – ନିଆଁ

ପ୍ରଶ୍ନ – ସିଲିକନ ୱେଳି କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – କ୍ୟାଲିଫୋର୍ନିୟା

ପ୍ରଶ୍ନ – ଛୋଟ ଭାରତ କାହାକୁ କୁହନ୍ତି ?

ଉତ୍ତର – ଫିଜୀ

ପ୍ରଶ୍ନ – ଘଣ୍ଟାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଭାରତରେ

ପ୍ରଶ୍ନ – କେଉଁ ପଶୁର ଜିଭ କଳା ହୋଇଥାଏ ?

ଉତ୍ତର – ଜିରାଫି

ପ୍ରଶ୍ନ – ଗୋଟିଏ ମହିଳାର ୭ ଟି ସନ୍ତାନ ଅଛନ୍ତି । କିନ୍ତୁ ସର୍ବମୋଟ ଏହା ଅମଧ୍ୟରେ ଅଧା ପୁଅ ଓ ଅଧା ଝିଅ ଅଛନ୍ତି । କୁହ ଏହା କେମିତି ସମ୍ଭବ ?

ଉତ୍ତର – ଏହା ସମ୍ଭବ, କାରାନ ସର୍ବମୋଟରେ ପିଲାମାନଙ୍କର ମା ବି ଆସିଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *