ଆଇଏସ ପରୀକ୍ଷାରେ ପଚାରାଗଲା ଏଭଳି ପ୍ରଶ୍ନ, ଉତ୍ତର ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

ଇନ୍ଟରଭିୟୁର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ । ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ । ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ ।

ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି । ଆଜି ଆପଣଙ୍କ ପାଇଁ ପ୍ରଶ୍ନ, ପ୍ରଶ୍ନର ଉତ୍ତର ଯଦି ଜଣା ଅଛି କିମ୍ବା ବୁଝିପାରୁନଥିଲେ । ତେବେ କମେଣ୍ଟରେ କୁହନ୍ତୁ ।

ପ୍ରଶ୍ନ: ଯଦି 10 ଘଣ୍ଟା ମଧ୍ୟରେ 8 ଜଣ ଲୋକ ଏକ କାନ୍ଥ ନିର୍ମାଣ କରନ୍ତି, ତେବେ କେତେ ସମୟ ମଧ୍ୟରେ 4 ଜଣ ଏହି କାନ୍ଥ ନିର୍ମାଣ କରିବେ?

ଉତ୍ତର: କାନ୍ଥଟି ପୂର୍ବରୁ ନିର୍ମାଣ ହୋଇସାରିଛି, ଏହା କୌଣସି ସମୟ ନେବ ନାହିଁ ।

ପ୍ରଶ୍ନ: ବିବାହ ପୂର୍ବରୁ ଆପଣ କାହା ସହିତ ଶୋଇ ପାରିବେ କି?

ଉତ୍ତର: ହଁ, ମୁଁ ମୋ ପରିବାରର ଯେକୌଣସି ସଦସ୍ୟଙ୍କ ସହିତ ଶୋଇପାରେ କାରଣ ଏହା ଭୁଲ ହେବ ନାହିଁ ।

ପ୍ରଶ୍ନ: ଜେମ୍ସ ବଣ୍ଡକୁ ପାରାଚ୍ୟୁଟ୍ ବିନା ବିମାନରେ ବାହାର କରି ଦିଆଯାଏ, କିନ୍ତୁ ସେ କିପରି ବଞ୍ଚିଲେ?

ଉତ୍ତର: କାରଣ ଯେପର୍ଯ୍ୟନ୍ତ ବିମାନଟି ରନୱେରେ ଛିଡା ହୋଇଥିଲା

ପ୍ରଶ୍ନ: ଯଦି ଆପଣ ସକାଳେ ଉଠନ୍ତି ଏବଂ ଆପଣ ଜାଣନ୍ତି ଯେ ଆପଣ ଗର୍ଭବତୀ, ତେବେ ଆପଣ ପ୍ରଥମେ କ’ଣ କରିବେ?

ଉତ୍ତର: ଏହା ଜାଣି ମୁଁ ବହୁତ ଖୁସି ହେବି । ସର୍ବପ୍ରଥମେ, ମୁଁ ମୋ ସ୍ୱାମୀଙ୍କ ସମେତ ସମଗ୍ର ପରିବାରକୁ ଏହି ଖୁସି ଖବର ଦେବି ଏବଂ ପାଳନ କରିବି ।

ପ୍ରଶ୍ନ: ଗୋଟିଏ ପୋଖରୀ ରେ ୯ଟି ମାଛ ଥିଲେ ସେଥି ମଧ୍ୟରୁ ୫ଟି ମରିଗଲେ ତେବେ ଏବେ କେତୋଟି ମାଛ ରହିଲେ?

ଉତ୍ତର: ୯ଟି

ପ୍ରଶ୍ନ: ଆପଣ ସାଲୱାର ତଳେ କ’ଣ ପିନ୍ଧୁଛନ୍ତି?

ଉତ୍ତର: ଝିଅ ଉତ୍ତର ଦେଲା, ସାର୍, ମୁଁ ସାଲୱାର ତଳେ ପାଉଁଜି ଏବଂ ଚପଲ ପିନ୍ଧିଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *