କ୍ୟାଣ୍ଡିଡେଟ କୁ ଭଡକାଇଲା ଭଳି ପ୍ରଶ୍ନ- କଣ ଆପଣ ଦେଇ ପାରିବେ ଏହି ପ୍ରଶ୍ନର ଉତ୍ତର

ଇନ୍ଟରଭିୟୁର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ । ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ । ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ । ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି ।

୧. ଇଣ୍ଟରଭ୍ୟୁଅର ଗୋଟେ କ୍ୟାଣ୍ଡିଡେଟକୁ ପଚାରିଲେ ଯଦି ମୁଁ ତମ ଭଉଣୀ ସହ ପଳେଈଯିବୀ ତେବେ ତମେ କଣ କରିବ ?

Image Courtesy: Google

ଉତ୍ତର – ଏମିତି ସ୍ଥିତିରେ ମୋ ଠାରୁ ଅଧିକ କେହି ଖୁସି ହୋଇ ପାରିବେ ନାହିଁ ଆପଣଙ୍କ ଠାରୁ ଅଧିକ ଭଲ ପୁଅ ମୋ ଭଉଣୀ ପାଇଁ କେହି ହେଇ ପାରିବେ ନାହିଁ ।

୨. ଅଧା ସେଉ ଭଳି ଦେଖିବା ପାଇଁ କଣ ଅଟେ ?

ଉତ୍ତର – ଅଧା ସେଉ ଭଳି ଦେଖିବାକୁ ଅଧା ସେଉ ହୋଇଥାଏ । ଏମିତି ପ୍ରଶ୍ନ ଶୁଣି ସାମାନ୍ଯ ଲୋକ ଭାବନ୍ତି କିନ୍ତୁ କ୍ୟାଣ୍ଡିଡେଟ ନମ୍ର ହୋଇ ଉତ୍ତର ଦେଇଥିଲେ ।

୩. ଜଣେ ଅବିବାହିତ ଝିଅଙ୍କୁ ପଚରା ଗଲା ଯଦି ଗୋଟେ ସକାଳେ ଆପଣ ସୋଇକି ଉଠନ୍ତି ଓ ଆପଣଙ୍କୁ ଜଣା ପଡିଲା ଯେ ଆପଣ ଗର୍ଭବତୀ ଅଛନ୍ତି ତେବେ ଆପାନ କଣ କରିବେ ?

ଉତ୍ତର – ଅନ୍ୟ କୌଣସି ଝିଅ ହେଲେ ଏହି ପ୍ରଶ୍ନ ଶୁଣି ରାଗିବେ କିନ୍ତୁ କ୍ୟାଣ୍ଡିଡେଟ ନିଜ ବୁଦ୍ଧି ପ୍ରୟୋଗ କଲେ ଓ କହିଲେ ମୁଁ ସର୍ବପ୍ରଥମେ ଏହି ଖୁସିଖବର ନିଜ ସ୍ଵାମୀକୁ ଶୁଣେଇବି ।

୪. ଜଣେ ବ୍ୟକ୍ତି ବିନା ନିଦରେ ୮ ଦିନ କେମିତି ରହି ପାରିବ ?

ଉତ୍ତର – ସେହି ବ୍ୟକ୍ତିକୁ ଦିନରେ ନିଦରେ ଶୋଇବା କଣ ଆବଶ୍ୟକ ସେ ରାତିରେ ନିଦ ପୂର୍ଣ କରି ପାରିବ । କୌଣସି ଲୋକ ଏହି ପ୍ରଶ୍ନ ହଟାତ ଶୁଣି ଆଶ୍ଚର୍ଯ୍ୟ ହୋଇଥାନ୍ତି ।

Image Courtesy: Google

୫. ଗୋଟେ ବର୍ଷା ଝଡ ବାତ୍ୟା ରାତିରେ ଆପଣ ନିଜ କାରରେ କେଉଁଠି ଯାଉଛନ୍ତି ତେବେ ସେହି ସମୟରେ ବର୍ଷାରେ ଓଦା ହାଉଥିବା ୩ଟି ଲୋକ ବସ ପାଇଁ ଅପେକ୍ଷାରେ ଦେଖା ଯିବେ । ଜଣେ ରୋଗୀ ବୃଦ୍ଧ ମହିଳା, ଜଣେ ଆପଣଙ୍କ ଏମିତି ସାଙ୍ଗ ଯିଏ କେବେ ଆପଣଙ୍କ ଜୀବନ ରକ୍ଷା କରିଥିଲେ ଓ ଜଣେ ସେହି ଝିଅ ଯାହାକୁ ପାଇବା ପାଇଁ ଆପଣ କିଛି ବି କରି ପାରନ୍ତି । ଏମିତି ସ୍ଥିତିରେ ଯଦି ଆପଣ କେବଳ ୨ଜଣଙ୍କୁ ନିଜ କାରରେ ବସେଇ ପାରିବେ ତେବେ ସିଏ କିଏ ହବ ?

Image Courtesy: Google

ଉତ୍ତର – ମୁଁ ମୋ ସେହି ସାଙ୍ଗକୁ ମୋ କାର ଦେଇ ଦେବୀ ଯିଏ ମୋ ଜୀବନ ରକ୍ଷା କରିଥିଲେ ଓ ଏହା ସହ ସେହି ବୃଦ୍ଧ ମହିଳାଙ୍କୁ ହସ୍ପିଟଲ ନେଇକି ଯିବା ପାଇଁ କହିବି । ଏହା ପରେ ମୁଁ ଓ ମୋ ସାଙ୍ଗ ଯାହାକୁ ପାଇବା ପାଇଁ ମୋର ଇଛା ତାଙ୍କ ସହ ବସ ପାଇଁ ଅପେକ୍ଷା କରିବି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *