ଆଇଏଏସ୍ ର ଇଣ୍ଟରଭିୟୁରେ ପଚରା ଯାଇଥିବା ପ୍ରଶ୍ନକୁ ଶୁଣିଲେ ବୁଲାଇଦବ ଆପଣଙ୍କ ମୁଣ୍ଡ

ଆଜିଯାଏ ଆପଣ ଆପଣଙ୍କ ଜୀବନରେ କେତେ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉ ପରୀକ୍ଷା ର ବିଷୟରେ ଆମେ କହିବାକୁ ଯାଉଛି ସିଏ ଆଇଏସ୍ ର ପରୀକ୍ଷା ହେଉଛି କହିଦଉଛୁ କୁ ଆକୁ ଦେଶର କଠିନ ପରୀକ୍ଷା ମନା ଯାଏ କାହିଁକି ଏହାକୁ ପାସ୍ କରିବା ଭାରି କଷ୍ଟ ହୋଇଥଏ । ଆମର କହିବାର କାରଣ ଏହିକି ଯେ ଏହାକୁ ପାସ୍ କରିବା ପାଇଁଁ ନିଜ ପାଖରେ ଖାସ୍ ଅନୁଭବ ରହିବ ନିହାତି ଦରକାର ।

ଏହି ପରୀକ୍ଷା ପାଇଁ ଦରକାର ନାହିଁ କି ଆପଣକୁ ଖାଲି ଜଣାଥିବା ଦରକାର । ଜଣା ସାଙ୍ଗରେ ଏହି ଇଣ୍ଟରଭିୟୁରେ ଆପଣଙ୍କୁ ନିଜ ବ୍ୟକ୍ତିତ୍ୟକୁ ବି ପରଖା ଯାଏ ।

ଆସନ୍ତୁ ଜାଣିବା କି ଏହି ପରୀକ୍ଷାରେ କେମିତି ପ୍ରଶ୍ନ ପଚରା ଯାଇଅଛି ଆଉ କଣ ଥାଏ ତାଙ୍କର ଉତ୍ତର ।

ଯଦି ମୁଁ ଆପଣଙ୍କ ଭଉଣୀଙ୍କ ସାଙ୍ଗରେ ପାଲେଇଯାଏ ତ ଆପଣ କଣ କରିବେ ?

ଉତ୍ତର: ସାର୍, ମୋ ଭଉଣୀଙ୍କ ପାଇଁ ଆପଣଙ୍କ ଠୁ ଆଉ କେହି ଭଲ ବର ହେଇ ପାରିବେନି ।

ଆପଣ ସକାଳୁ ଉଠିଲା ଆଉ ଆପଣଙ୍କୁ ଜଣ ପଡିଲାକି ଆପଣ ଗର୍ଭବତୀ ଅଛନ୍ତି ତାହେଲେ ଆପଣ କଣ କରିବେ ?

ଉତ୍ତର:ମୁଁ ବହୁତ୍ ହି ଖୁସି ହେବି ଆଉ ସବୁଠୁ ଆଗେ ମୋ ସ୍ବାମୀଙ୍କୁ ଏହି ଖବର ସୁଣାଇବି ।

ଗୋଟିଏ ବିଲେଇ ଅଛି ତାର ତିନୋଟି ଛୁଆ ଅଛି,ତାଙ୍କ ନା ହେଲା ଜାନୁୟାରୀ, ଫେବୃଆରୀ ଆଉ ମାର୍ଚ୍ଚ,ବିଲେଇର ନା କଣ ।

ଉତ୍ତର: ଏହି ପ୍ରଶ୍ନରେ ହିଁ ଉତ୍ତର ଅଛି ଧିଆନ୍ ଦେଇ ପଢ଼ନ୍ତୁ । ହିଁ

ଆଜ୍ଞା ବିଲେଇର ନାମ କଣ ଅଛି ।

ଗୋଟେ ମଣିଷ ନିଦ ବିନା ଆଠ ଦିନ ଯାଏ କେମିତି ରହିପାରିବ ?

ଉତ୍ତର: କାହିଁକି ନା ମଣିଷ ରାତିରେ ଶୋଉଛି ,ପୁଣି ଦିନରେ ଶୋଇବାର କଣ ଦରକାର?

ଯଦି 2 ଏକ କମ୍ପାନୀ ହୁଏ ଆଉ 3 ଭିଡ଼ , ତାହେଲେ 4 ଆଉ 5 କଣ ହେବେ?

ଉତ୍ତର: 9 କାହିଁକି 4 ଆଉ 5 ସବୁବେଳେ ସେ 9 ହି ହୋଇଥାନ୍ତି ।

ଯଦି ଗୋଟେ କାନ୍ଥକୁ ବନାଇବାକୁ 8 ଲୋକଙ୍କ 10 ଦିନ ଲାଗୁଛି ତାହେଲେ ଏହାକୁ ବନାଇବାକୁ ଚାରି ଲୋକଙ୍କୁ କେତେ ଦିନ ଲାଗିବ ?

ଉତ୍ତର: ଶୂନ୍ୟ ଲୋକଙ୍କ ଆବଶ୍ୟକ ହବ କାହିଁକି ନା କାନ୍ଥ ତ ପ୍ରଥମରୁ 8 ଲୋକେ 10 ଘଣ୍ଟା ରେ ବନେଇ ସାରିଛନ୍ତି ।

ଏହା ମଧ୍ୟରୁ ଆପଣଙ୍କୁ କେତେତି ପ୍ରଶ୍ନର ଉତ୍ତର ଜଣାଥିଲା ।

Leave a Reply

Your email address will not be published. Required fields are marked *