ପାଣିପାଗ ବିଭାଗର Report: ଓଡିଶା ମୁହାଁଉଛି ବାତ୍ୟା… ତାଲିକାରେ ଅଛି ପଶ୍ଚିମବଙ୍ଗ ଓ ଆନ୍ଧ୍ର

ବାତ୍ୟା ନାମ ଶୁଣିଲେ ମନରେ ଖେଳିଯାଏ ଭୟ ଓ ଦେହ ଥଋ ଉଠେ । ସେହି ଆତଙ୍କର ରାଜଧାନୀ ଆମ ରାଜ୍ଯର ଖୁବ ନିକଟରର ରହିଛି । ପଶ୍ଚିମବଙ୍ଗର ସୁନ୍ଦରବାନ ବିଷୟରେ ଭାରତୀୟ ପାଣିପାଗ ବିଭାଗ କହିଛି ସୁନ୍ଦରବନ ହେଉଛି ବାତ୍ୟାର ରାଜଧାନୀ । ଓଡିଶାରେ କେନ୍ଦ୍ରାପଡା ଓ ବାଲେଶ୍ଵରରେ ବାତ୍ୟା ବ୍ୟବଧାନ କମ ବୋଲି ରିପୋର୍ଟ ଦେଇଛି ପାଣିପାଗ ବିଭାଗ ।

ଓଡିଶା ସୀମାକୁ ଲାଗିଥିବା ସୁନ୍ଦରବନ ଅଞ୍ଚଳକୁ ଦେଶର ବାତ୍ୟା ରାଜଧାନୀ ବାହାବାରେ ଅଭୀଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । କାରଣ ଏହି ଅଞ୍ଚଳ ବାତ୍ୟା ପ୍ରବଣ ବୋଲି ସୂତ୍ରରୁ ଜଣା ପଡିଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ବାତ୍ୟା ଦ୍ଵାରା ପ୍ରଭାବିତ ହେଉଥିବା IMB ରିପୋର୍ଟରେ କୁହା ଯାଇଛି ।

ପୁନ ଠାରୁ ଥିବା ଭାରତୀୟ ବିଭାଗ କାର୍ଜ୍ଯାଳୟ କରିଥିବା ବିଶ୍ଳେଷଣ ଅନୁସାରେ ବିଭିନ୍ନ ସମୟରେ ହୋଇଥିବା ବାତ୍ୟା ମଧ୍ୟରେ ସମୟ ବ୍ଯବଧାନକୁ ନେଇ ଦକ୍ଷିଣ ୨୪ ପରଗଣା ଜିଲ୍ଲାରେ ସାମୁଦ୍ରିକ ବାତ୍ୟାର ପ୍ରତ୍ୟାବର୍ତ୍ତନ ସମୟ ୧.୫ ରୁ ୬.୦ ବର୍ଷ ସ୍କେଲ ମଧ୍ୟରେ ୧.୭୬ ରହିଛି । ଅପେକ୍ଷା ବର୍ତ୍ତ ପ୍ରତ୍ୟାବର୍ତ୍ତନ ଅଧିକ ସାମୁଦ୍ରିକ ବାତ୍ୟାର ସୂଚନା ଦେଇଥାଏ ।

ଏଠାରେ ଆସିଥିବା ବାତ୍ୟା ଆସିବାର ବ୍ଯବଧାନ ତୁଳନାତ୍ମକ ଭାବରେ କମ ରହିଛି । କ୍ଲାଇମେଟ ହଜାର୍ଟ୍ସ ଅନ ଭଲେଲିଭିଟି ଅରଟେନ ଇଣ୍ଡିଆରୁ ଦେଖା ଯାଇଛି ଯେ ଭୀଷଣ ସାମୁଦ୍ରିକ ବାତ୍ୟାର ପ୍ରତ୍ୟାବର୍ତ୍ତନ ସମୟ ଥିଲା ୨.୬୧ ବର୍ଷ । ୨୦୨୧ରେ ଦେଶରେ ସଂଘଠିତ ୧୦ଟି ସାଇକୋଲେନିକ ଡିଷ୍ଟମାଂସରୁ ସୁନ୍ଦାବନରେ ପ୍ରଭାବିତ ହୋଇଥିବା ୨ଟି ବାତ୍ୟା ହେଉଛି ଯଶ ଓ ଜବାଦ ।

୧୯୬୧ ରୁ ୨୦୨୦ ମଧ୍ୟରେ ଏହି ଉପକୂଳ ବର୍ତ୍ତୀ ଜିଲାର ପ୍ରାୟ ୯୦ କିମି ଅଞ୍ଚଳ ଦେଇ ପ୍ରଭାବିତ ସାମୁଦ୍ରିକ ବାତ୍ୟା ଗୁଡିକ ଉପରେ ଗବେଷକ ମାନେ ଅଧ୍ୟୟନ କରିଛନ୍ତି । ଓଡିଶାର ଉପକୂଳ ବର୍ତ୍ତୀ ଜିଲା କେନ୍ଦ୍ରାପଡା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗର ପୂର୍ବ ମେଦିଡିନପୁର ମଧ୍ୟ ବାତ୍ୟା ଅଧିଶ୍ରୁତ ବୋଲି ଅଧ୍ୟୟନରୁ ଜଣା ପଡିଛି ।

କେନ୍ଦ୍ରାପଡାର ବାତ୍ୟା ପ୍ରତ୍ୟାବର୍ତ୍ତନ ସମୟ ୧.୯୪ ବର୍ଷ ଥିବା ବେଳେ ନେଲବର ଓ ପୂର୍ବ ମେଦିନୀପୁର ରେ ପ୍ରତ୍ୟାବର୍ତ୍ତନ ସମୟ ୨ ବର୍ଷ ରହିଛି । ଯଥାକ୍ରମେ ୨.୮ ବର୍ଷ ଓ ୩ ବର୍ଷ ପ୍ରତ୍ୟାବର୍ତ୍ତନ ସମୟ ଥାଇ ଓଡିଶାର ବାଲେଶ୍ଵର ଜିଲା, ତାମିଲନାଡୁର ବିଲୁପୁରମ, ଦକ୍ଷିଣ ୨୪ ପ୍ରଗଣା ଭୀଷଣ ବାତ୍ୟା ପ୍ରବଳ ବୋଲି କୁହା ଯାଉଛି ।

ବାତ୍ୟା ୨୪ ପ୍ରଗଣାରେ ଉପକୂଳ ବର୍ତ୍ତୀ ଆଞ୍ଚଲ ଦେଶର ସବୁଠାରୁ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ ବୋଲି ସ୍ପଷ୍ଟ ହୋଇଛି । ସେଠାରେ ଥିବା ହେଣ୍ଟାଳ ବନ ମହାବଳ ବାଘ ମାନଙ୍କର ବାସ ସ୍ଥାନ ଭାବେ ବେସ ପରିଚିତ ଅଟେ । ଏପରିକି ବନ୍ୟ ଜୀବଜନ୍ତୁଙ୍କ ପାଇଁ ସୁରକ୍ଷିତ ସୁନ୍ଦରବନ । ତେବେ ସୁନ୍ଦରବନରେ ଅଧିକାଂଶ ସମୟରେ ବାତ୍ୟା ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *