Interesting Gk Questions – ଏମିତି କେଉଁ ଶବ୍ଦ ଅଛି ଯାହା ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ?

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହା କି ଆପଣଙ୍କ ସାଧାରଣ ଜ୍ଞାନ କୁ ବୃଦ୍ଧି କରିବାରେ ସାହାଜ୍ଯ କରିବ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ଉପଯୋଗୀ ଅଟେ । ଏହି ପ୍ରଶ୍ନ ଓ ଉତ୍ତର ବିଷୟରେ ପାଠ ପଢୁଥିବା ପିଲା ମାନେ ପଢି ପାରିବେ ।

୧- କେଉଁ ଗଛରେ ଶୋଇଲେ ମଣିଷ ମରିପାରେ ?

ଉତ୍ତର- ନିମ ଗଛ

୨- ଏମିତି କଣ ଅଛି ଯାହା ହରିଣରେ ୩ ଓ ଝିଅ ପାଖରେ ୪ ରହିଥାଏ ?

ଉତ୍ତର- ଶବ୍ଦ

୩- କେଉଁ ଦେଶରେ ଦୁଇଟି ପିଲା ଜନ୍ମ କରିବାରେ ଦଣ୍ଡ ଦିଆଯାଏ ?

ଉତ୍ତର- ଉତ୍ତର କୋରିୟା

୪- ସାଇ ବାବାଙ୍କ ପିତାଙ୍କ ନାମ କଣ ?

ଉତ୍ତର- ଗୋବିନ୍ଦ ଭାବ

୫- କଣ ପାଣିରେ ବୁଡି ରହୁଥିବା ହୋଟେଲ ତିଆରି ହୋଇଥାଏ ?

ଉତ୍ତର- ହଁ

୬- କଥା କହୁଥିବା ମାଇକକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ଧ୍ୱନି ଗ୍ରହ

୭- ଦୁନିଆରେ ସବୁଠାରୁ ବଡ କଇଁଛ କେଉଁଠାରେ ଦେଖାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା

୮- ଜାପାନର ସମୁଦାୟ ଜନସଂଖ୍ୟା କେତେ?

ଉତ୍ତର- ୧୨.୭ କୋଟି

୯- ଲତା ମଙ୍ଗେସ୍କର କେବେ ଗୀତ ଗାଇବା ଆରମ୍ବ କରିଥିଲେ ?

ଉତ୍ତର- ୧୯୪୨

୧୦- ଭାରତର ରାଷ୍ଟ୍ରୀୟ ଗଛ କଣ ?

ଉତ୍ତର- ବରଗଛ

୧୧- ରୋଟି ତିଆରି ହେଉଥିବା ମେସିନର ଆବିଷ୍କାର କେବେ ହୋଇଥିଲା ?

ଊତର- ୨୦୦୮

୧୨- ଭାରତରେ କେଉଁ ରାଜ୍ୟରେ ଅଧିକ ଆମ୍ବ ଉତ୍ପାଦନ ହୋଇଥାଏ ?

ଉତ୍ତର- ଉତ୍ତର ପ୍ରଦେଶ

୧୩- କେଉଁ ରଙ୍ଗକୁ ଶାନ୍ତିର ପ୍ରତୀକ କୁହାଯାଏ ?

ଉତ୍ତର- ଧଳା ରଙ୍ଗ

୧୪- ଭାରତର ହୃଦୟ କେଉଁ ରାଜ୍ୟକୁ କୁହାଯାଏ ?

ଉତ୍ତର- ମଧ୍ୟ ପ୍ରଦେଶ

୧୫- ଭାରତରେ ପ୍ରଥମେ ସମାଚାର ପତ୍ର କେବେ ଛପା ହୋଇଥିଲା ?

ଉତ୍ତର- ୧୭୮୫

୧୬- ଅଙ୍ଗୁର ଖେତି ପାଇଁ କେଉଁ ନଗର ପ୍ରସିଦ୍ଧ ଅଟେ ?

ଉତ୍ତର- ନାସିକ

୧୭- ଆମେରିକାରେ ଆଧାର କାର୍ଡକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ଗ୍ରୀନ କାର୍ଡ

୧୮- ଦୁନିଆର ସବୁଠାରୁ ଶସ୍ତା ସହରର ନାମ କଣ ?

ଉତ୍ତର- କାରାକସ

୧୯- ସବୁଠାରୁ ଅଧିକ ଆଳୁର ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ରୁଷ

୨୦- କେଉଁ ଦେଶରେ ବିଲେଇଙ୍କ ହତ୍ୟା କରିବା ନେଇ ମୃତ୍ୟୁ ଦଣ୍ଡ ଦିଆଯାଏ ?

ଉତ୍ତର- ମିସ୍ତ୍ର

୨୧- ଏଲୋବେରାକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ଘୃତକୁମାରି

୨୨- କାଜୁର ସବୁଠାରୁ ବଡ ଉତ୍ପାଦକ ରାଜ୍ୟ କଣ ?

ଉତ୍ତର- କେରଳ

୨୩- ପୃଥିବୀ ଉପରେ ମୌସୁମ କଣ ପାଇଁ ବଦଳିଥାଏ ?

ଉତ୍ତର- ସୂର୍ଯ୍ୟ କିରଣ କାରଣରୁ

୨୪- କେଉଁ ରାଜ୍ୟରେ ଚନ୍ଦନର ଘନ ଜଙ୍ଗଲ ଅଛି ?

ଉତ୍ତର- କର୍ଣ୍ଣାଟକ

୨୫- ସଂସାରର ସବୁଠାରୁ ବିଷଧର ସାପର ନାମ କଣ ?

ଉତ୍ତର- ଇଣ୍ଡିଆନ କୋବରା

୨୬- ମସଲାର ରାଣୀ କାହାକୁ କୁହାଯାଏ ?

ଉତ୍ତର- ଗୁଜୁରାତି

୨୭- ଏମିତି କେଉଁ ପରିବା ଅଛି ଯାହା ୧୦ ବର୍ଷକୁ ଠାରେ ମାଟି ଉପରେ ରହିଥାଏ ?

ଉତ୍ତର- ଭଣ୍ଡାରା

୨୮- ଏମିତି କେଉଁ ଶବ୍ଦ ଅଛି ଯାହା ଆମେ ଲେଖିଥାଉ କିନ୍ତୁ ପଢିପାରୁ ନାହୁ ?

ଉତ୍ତର- ନାହିଁ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *