Interesting Gk Questions- ବଞ୍ଚିଥିବା ଅବସ୍ଥାରେ ପୋତା ଯାଏ ଓ ମରିଯିବା ପରେ ବାହାର କରାଯାଏ ତାହା କଣ ?

ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ । ଏହା ଆପଣଙ୍କୁ କୌଣସି ସାଧାରଣ ଇଣ୍ଟରବିୟୁରେ ମଧ୍ୟ ସାହାଯ୍ୟ କରିବ । ଏହି ପ୍ରଶ୍ନ ଗୁଡିକର ଉତ୍ତର ନିଜେ ଦେବାକୁ ଚେଷ୍ଟା କରନ୍ତୁ ଏବଂ ଉତ୍ତର ବିଭାଗରେ ଏହାର ସଠିକ ଉତ୍ତର ଦେଖନ୍ତୁ ।

୧- ଏମିତି କଣ ଅଛି ଯାହା ସୁଖିବା ଦ୍ଵାରା ଓଦା ହୋଇଯାଏ ?

ଉତ୍ତର- ତଉଲିଆ

୨- ସେ ହେଉଛି ରାତିର ରାଣୀ, ଆଖିରୁ ତାର ପାଣି ଝରେ ସେ କିଏ ?

ଉତ୍ତର- ମହମବତୀ

୩- ନାଲି ରଙ୍ଗ ମୋର, ପିଠି ହେଉଛି ଲେହେରଦାର, କାଟିଲେ ମିଳେ ଭିତରେ ଥିବା ପେହେରଦାର ସେ କଣ ?

ଉତ୍ତର- ଖଜୁର

୪- ଏମିତି କଣ ଜିନିଷ ଅଛି ଯାହାକୁ ଝିଅ ଖାଇବା ସହ ପିନ୍ଧିଥାଏ ?

ଉତ୍ତର- ଲବଙ୍ଗ

୫- ଏମିତି କଣ ଜିନିଷ ଅଛି ଯାହା ଝିଅ ମ୍ୟାରେଜ ପୂର୍ବରୁ ପିନ୍ଧେ ନାହି ?

ଉତ୍ତର- ମଙ୍ଗଳସୂତ୍ର

୬- ବିନା ଲାଇଟରେ ଏମିତି କଣ ଜିନିଷ ଅଛି ଯାହା ଜଳିବ ସହ ଲିଭିଥାଏ ?

ଉତ୍ତର- ଯୁଗନୁ

୭- ଯେତେ ଆପଣ ସେଥିରୁ ବାହାର କରୁଥିବେ ସେତେ ବଢିଥାଏ ତାହା କଣ ?

ଉତ୍ତର- ଗାତ

୮- ବିଶ୍ଵର ପ୍ରଥମ ବିଶ୍ଵବିଦ୍ୟାଳୟର ନାଁ କଣ ଅଟେ ?

ଉତ୍ତର- ତକ୍ଷଶିଳା

୯- ଏମିତି କେଉଁ ଗଛ ଅଛି ଯେଉଁଥିରେ ଚଢି ହେବ ନାହି ?

ଉତ୍ତର- କଦଳୀ ଗଛ

୧୦- ଭାରତର ସବୁଠାରୁ ଗରିବ ଦେଶ କଣ ଅଟେ ?

ଉତ୍ତର- ଛତିଶଗଡ

୧୧- ଭଗବାନ ରାମଚନ୍ଦ୍ର ପ୍ରଥମ ଦୀପାବଳି କେଉଁଠାରେ ମନାଇଥିଲେ ?

ଉତ୍ତର- ସମୁଦ୍ରରେ

୧୨- ମାଉଣ୍ଟ ଏଭରେଷ୍ଟ ପୂର୍ବରୁ ପ୍ରଥମ ଉଚ୍ଚ ପର୍ବତ କଣ ଥିଲା ?

ଉତ୍ତର- ମାଉନ୍ଟ ଆବୁ

୧୩- ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିବା ବ୍ୟକ୍ତି ଜଣକ କିଏ ?

ଉତ୍ତର- ରାଧାନାଥ ସିକନ୍ଦର ଜି

୧୪- ଏସିଆର ସବୁଠାରୁ ବଡ ନଦୀର ନାଁ କଣ ?

ଉତ୍ତର- ୟଙ୍ଗଜୀ ନଦୀ

୧୫- ଭାରତର ପ୍ରଥମ ଜେନେରାଲ ଗଭର୍ଣ୍ଣର କିଏ ଥିଲେ ?

ଉତ୍ତର- ୱିଲିୟମ ବେଣ୍ଟିକ

୧୬- ଭାରତର ପ୍ରଥମ ମହିଳା ଶାସକ କିଏ ଥିଲେ ?

ଉତ୍ତର- ରାଜିଆ ସୁଲତାନ

୧୭- ରୁସର ରାଷ୍ଟ୍ରୀୟ ଖେଳ କଣ ଅଟେ ?

ଉତ୍ତର- ଚେସ

୧୮- କେଉଁ ପ୍ରାଣୀ କ୍ଷୀର ଓ ଅଣ୍ଡା ଦେଇଥାଏ ?

ଉତ୍ତର- ପ୍ଲେଟିପାଶ

୧୯- ଫା-ଶୀ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ କଣ ପାଇଁ ଦିଆଯାଏ ?

ଉତ୍ତର- କାରଣ ଜେ-ଲର ଅନ୍ୟ କାମ ଆରମ୍ଭ ହୋଇଥାଏ

୨୦- ଭାରତର କେଉଁ ରାଜ୍ୟରେ ଏବେ ଯାଏଁ ରେଳ ଲାଇନ ଆସିନାହି ?

ଉତ୍ତର- ମେଘାଳୟରେ

୨୧- ଏମିତି କଣ ଜିନିଷ ଅଛି ଯିଏ ପାଣି ପିଇଲେ ମରିଯାଏ ?

ଉତ୍ତର- ଶୋଷ

୨୨- ଏମିତି କେଉଁ ଜୀବ ଅଛି ଯାହାର ବୁଦ୍ଧି ତା ଶରୀର ଠାରୁ ବଡ ରହିଥାଏ ?

ଉତ୍ତର- ପିମ୍ପୁଡି

୨୩- ବିଶ୍ଵର ଛୋଟ ମହାଦ୍ଵୀପ କଣ ଅଟେ ?

ଉତ୍ତର- ଅଷ୍ଟ୍ରେଲିୟା

୨୪- ଏମିତି କଣ ଜିନିଷ ଅଛି ଯାହା ପୁରୁଷ ଲୁଚାଇଥାଏ ଓ ମହିଳା ଦେଖାଇ ଥାଏ ?

ଉତ୍ତର- ପର୍ସ

୨୫- ବଞ୍ଚିଥିବା ଅବସ୍ଥାରେ ପୋତା ଯାଏ ଓ ମ-ରି-ଯି-ବା ପରେ ବାହାର କରାଯାଏ ତାହା କଣ ?

ଉତ୍ତର- ଗଛ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *