ଭାରତୀୟ ଶୌଚାଳୟ ବ୍ୟବହାର କରୁଥିବା ୯୯% ଲୋକ ଜାଣିନଥିବେ ଏହାର ଫାଇଦା, ଜାଣନ୍ତୁ ଏହାର ଫାଇଦା ବିଷୟରେ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ହି ଲେଖାକୁ ସ୍ଵାଗତ । ଆମେ ସମସ୍ତେ ଆମର ନୀତିଦିନ ବ୍ୟବହାର କରୁଥିବା ଅନେକ ଜିନିଷ ବିଷୟରେ ବହୁତ କମ ଜ୍ଞାନ ରାଖୀ ଥାଉ ଏବଂ ସେଥି ମଧ୍ୟରୁ ଗୋଟେ ହେଉଛି ଶୌଚଳୟ । ଆମେ ସମସ୍ତେ ଶୌଚାଳୟ ବ୍ୟବହାର ତ କରୁଚେ କିନ୍ତୁ ତା ବିଷୟରେ କିଛି ଏମିତି କଥା ଅଛି ଯାହା ଆମେ ଜାଣି ନାହୁଁ ।  ଶୌଚାଳୟ ଏମିତି ଏକ ସୁବିଧା ଯାହା ଆମର ମଳ ଓ ମୁତ୍ର ପରିତ୍ୟାଗ କରିବା ପାଇଁ ବ୍ୟବହାର କରାଯାଏ । ଏହାର ଫାଇଦା ବିଷୟରେ ବହୁତ କମ ଲୋକ ଜାଣନ୍ତି । ଆସନ୍ତୁ ଏହା ବିଷୟରେ ପୁରା ଜାଣିବା ।

Image Courtesy: Google

୧- ଭାରତୀୟ ଟୟେଲେଟ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ବାରମ୍ବାର ଉଠିବାକୁ ପଡ଼ିଥାଏ ଏବଂ ବାରମ୍ବାର ବସିବାକୁ ପଡ଼ିଥାଏ ।  ଏହା ଦ୍ଵାରା ମଣିଷର ବ୍ୟାୟାମ ମଧ୍ୟ ହୋଇଥାଏ । ଆଉ ମଧ୍ୟ ଆମ ଶରୀର ବହୁତ ଶୀଘ୍ର ବିକାଶ ହୋଇଥାଏ । ଭାରତୀୟ ଟୟେଲେଟ୍ ବ୍ୟବହାର କଲେ ଆମ ହାଡ଼ ଓ ମାଂସପେଶୀ ମଜବୁତ ହୋଇଥାଏ । କିନ୍ତୁ ଯଦି ଆମେ ଓ୍ବେଷ୍ଟର୍ଣ୍ଣ ଟୟେଲେଟ୍ ବ୍ୟବହାର କରୁ ତେବେ ଆମକୁ ବାରମ୍ବାର ଉଠ ବସ୍ କରିବାକୁ ପଡ଼ି ନଥାଏ । ଯାହା ଫଳରେ ଆମ ହାଡ଼ଗୁଡିକ ଦୁର୍ବଳ ହୋଇଯାଏ ।

Image Courtesy: Google

୨- ଭାରତୀୟ ଟୟେଲେଟ୍ ବ୍ୟବହାର କରିବା ଦ୍ଵାରା ଆମର ପାଚନ ତନ୍ତ୍ର ଠିକ ରହିଥାଏ, କାରଣ ପାଚନ ତନ୍ତ୍ର ଉପରେ ଅଧିକ ଚାପ ପଡ଼ିଥାଏ, ଫଳରେ ପେଟ ପରିଷ୍କାର ହୋଇଯାଏ । ଏହା ଦ୍ଵାରା ଆମ ଶରୀରରେ ଗ୍ୟାସ୍, କୋଷ୍ଠକାଠିନ୍ୟ, ଅମ୍ଳପିତ୍ତ ଭଳି ରୋଗ ହେବାର ଆଶଙ୍କା କମ୍ ରହି ଥାଏ । ଓ୍ବେଷ୍ଟର୍ଣ୍ଣ ଟୟେଲେଟ୍ ବ୍ୟବହାର କରିବା ଦ୍ଵାରା ପେଟ ସଫା ହୋଇନଥାଏ ଯାହାଫଳରେ  ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ ।

Image Courtesy: Google

୩- ଭାରତୀୟ ଟୟେଲେଟ  ଯେଉଁମାନେ ବ୍ୟବହାର କରନ୍ତି ସେମାନେ ନିଜ ହାତକୁ ସାବୁନରେ ଧୋଇଥାଆନ୍ତି । କିନ୍ତୁ ଆପଣ ଏହା ଜାଣିଥିବେ ଓ୍ବେଷ୍ଟର୍ଣ୍ଣ ଟୟେଲେଟ ବ୍ୟବହାର କଲେ ଆପଣ ନିଜ ହାତକୁ ଟିସୁ ପେପରରେ ସଫା କରନ୍ତି । ଯାହାଫଳରେ ଆମ ହାତରେ ବ୍ୟାକ୍ଟେରିଆ ରହିବାର ଆଶଙ୍କା ଅନେକ ଗୁଣ ବଢ଼ିଯାଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *