True Story: ଇତିହାସର ସବୁଠୁ ଜିନ୍ଦା ହୃଦୟ ମଣିଷ, ନିଜ ଜିଦ୍ଦ ବଳରେ ରଚିଲେ ଇତିହାସ- Stephen Hawking

ଶରୀରରେ ପୁରା ପୁରି ପଙ୍ଗୁ ଥିଲେ, ହୁଇଲ ଚେୟାରରେ ବସି ଥିବା ଏହି ମଣିଷ । ତାର ଶରୀରତ ପୁରା ବେଜାନ ଥିଲା, କିନ୍ତୁ ତାର ଦିମାଗ ବହୁତ ଶକ୍ତିଶାଳୀ ଥିଲା । ଏହା ହେଉଛନ୍ତି ଷ୍ଟିଫେନ ହକିଙ୍ଗ, ସେ ଯେତେବେଳେ ୨୧ ବର୍ଷର ଥିଲେ  । ଡାକ୍ତର ତାଙ୍କୁ କହିଥିଲେକି ସେ କିଛି ରୋଗରେ ପୀଡିତ ଅଛନ୍ତି ।

ଡାକ୍ତର କହିଲେ ଷ୍ଟିଫେନ ଦୁଇ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବେ । କିନ୍ତୁ ସେ ତାଙ୍କର ଦୃଢ ଇଛା ଶକ୍ତିରେ ଡାକ୍ତରଙ୍କ ଭବିଷ୍ୟ ବାଣୀଙ୍କୁ ମିଛ ପ୍ରମାଣ କରିଥିଲେ । ଏହି ବୈଜ୍ଞାନିକ ବିଷୟରେ ଏମିତି କିଛି କଥା ଜାଣିବେ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇବେ ।

Image Courtesy: Google

ଗୋଟେ ସାକ୍ଷାତକାରରେ ତାଙ୍କୁ ପଚରା ଯାଇଥିଲା ତାଙ୍କ ନଜରର ଦୁନିଆର ସବୁଠୁ ହୃଦୟକୁ ଛୁଇଁଲା ଭଳି ରହସ୍ୟ କଣ ଅଟେ । ଷ୍ଟିଫେନ କହିଥିଲେ ମହିଳା । ସେ ହସିକି କହିଥିଲେ ତାଙ୍କ ପାଇଁ ମହିଳା ଗୋଟେ ଅବୁଝା ପହେଲି ଅଟେ । ଷ୍ଟିଫେନ ହକିଙ୍ଗଙ୍କ ଜନ୍ମ ଓ ମୃତ୍ୟୁ ସହିତ ଗୋଟେ ସଂଯୋଗ ରହିଛି ଯେଉଁ ଦିନ ବହୁତ ବଡ ବୈଜ୍ଞାନିକ ଗାଲିଲିଓ ଗାଲିଲିଙ୍କର ମୃତ୍ୟୁ ହୋଇଥିଲା ତାର ୩୦୦ ବର୍ଷ ପରେ ୮ ଜାନୁଆରୀ ୧୯୪୨ ଷ୍ଟିଫେନ ହକିଙ୍ଗଙ୍କର ଜନ୍ମ ହୋଇଥିଲା ।

Image Courtesy: Google

ଦୁନିଆରା ସବୁଠୁ ବଡ ବୈଜ୍ଞାନିକ ଆଲବର୍ଟ ଆଇନ ଷ୍ଟାଇନ ଙ୍କ ଜନ୍ମ ଦିନରେ ଷ୍ଟିଫେନଙ୍କର ମୃତ୍ୟୁ ହୋଇଥିଲା । ଅତି ଆଶ୍ଚର୍ଯ୍ୟ କଥାକି ଏହି ତିନିଜଣ ବହୁତ ବଡ ବଡ ବୈଜ୍ଞାନିକ ଥିଲେ । ୨୦୧୦ ରେ ଗୋଟେ ସାକ୍ଷାତ କାରରେ ତାଙ୍କୁ ପଚରା ଯାଇଥିଲାକି ଆପଣ ଆପଣଙ୍କ ଛୁଆଙ୍କୁ କଣ ଉପଦେଶ ଦେବାକୁ ଚାହିଁବେ ? ହକିଙ୍ଗ ଉତରରେ କହିଥିଲେ ମୁଁ ଛୁଆ ମାନଙ୍କୁ ତିନୋଟି ଉପଦେଶ ଦେବାକୁ ଚାହିଁବି, ପ୍ରଥମ ସବୁବେଳେ ତରା ଗୁଡିକୁ ଦେଖିବେ, ପାଦ ତଳକୁ ନୁହେଁ । ଦିତୀୟ କାମ କରିବା କେବେବି ଛାଡିବେ ନାହିଁ, କାରଣ  କାମ ଜୀବନର ଅର୍ଥ ଓ  ଜୀବନର ଉଦେଶ୍ୟ ଦେଇଥାଏ ଓ ବିନା କାମରେ ଜୀବନ ଖାଲି ହୋଇଥାଏ ।

Image Courtesy: Google

ଯଦି ଭାଗ୍ୟରେ କେବେ ତୁମର ଭଲପାଇବା ମିଳିଯାଏ, ତ ତାକୁ କେବେବି ଛାଡିବେ ନହିଁ ।  ୧୯୬୩ ରେ ଷ୍ଟିଫେନ ୨୧ ବର୍ଷର ଥିଲେ ତାଙ୍କୁ ଡାକ୍ତର କହିଥିଲେକି ତାଙ୍କୁ ମୋଟର ନ୍ୟୁରନ ଭଳି କିଛି ରୋଗରେ ପୀଡିତ ଅଛନ୍ତି । ଏହି ରୋଗରେ ମନୁଷ୍ୟର ମାଂସପେଶୀ ସହିତ ନିୟତ୍ରଣ ରହିନଥାଏ ଓ ଧୀରେ ଧୀରେ ସାରା ଶରୀର ଅପଙ୍ଗ ହୋଇଥାଏ, ଓ ମୃତ୍ୟୁ ହୋଇଥାଏ । ଯେବେ ଡାକ୍ତରଙ୍କୁ ଜଣା ପଡିଲାକି ଷ୍ଟିଫେନକୁ ଏହି ରୋଗ ହୋଇଛି ବୋଲି, ଡାକ୍ତର କହିଥିଲେ ସେ ଦୁଇ ବର୍ଷରୁ ଅଧିକ ବଞ୍ଚି ପାରିବ ନାହିଁ ।

Image Courtesy: Google

କିନ୍ତୁ ଷ୍ଟିଫେନ ତାଙ୍କ ଇଛା ଶକ୍ତି ଦ୍ଵାରା ଡାକ୍ତରଙ୍କ ଭବିଷ୍ୟ ବାଣୀ ମିଛ ପ୍ରମାଣ କରିଥିଲେ । ସେ ୫୦ ବର୍ଷରୁ ଅଧିକ ଦିନ ବଞ୍ଚିଥିଲେ ।  ଏହି ରୋଗ ପାଇଁ ତାଙ୍କ ପୁରା ଶରୀର ପଙ୍ଗୁ ହୋଇଯାଇଥିଲା । ସେ ନା କହିପାରୁଥିଲେ ନା ଲେଖି ପାରୁଥିଲେ । ଏହା ପରେ ମଧ୍ୟ ସେ ବହୁତ ବହି ଲେଖିଥିଲେ, ଏହି ବୁକ ସେ ତାଙ୍କ ସ୍ପୀଚ  ସିନଥେସାଇଜର ସାହାର୍ଯ୍ୟରେ  ଇଏ ତାଙ୍କ ସ୍ପୀଚ ଜେନେରେଟିଙ୍ଗ ଡିଭାଇସ ଥିଲା ଯାହା ସାହାର୍ଯ୍ୟରେ ତାଙ୍କ ଗାଲର ମାଂସପେଶୀର କମ୍ପନ ଦ୍ଵାରା ଶବ୍ଦକୁ ଟାଇପ କରୁଥିଲେ ।

Image Courtesy: Google

ସେ ଏହି ଡିଭାଇସ ଦ୍ଵାରା ଲୋକଙ୍କ ସହିତ କଥା ହୋଇପାରୁଥିଲେ । ଷ୍ଟିଫେନ ବ୍ରିଟିଶ ଥିଲ, ତାଙ୍କ ସ୍ପୀଚ ଶିନ୍ଥେସାଇଜରରେ ଯେଉଁ ଆବାଜ ଥିଲା  ତାର ଆକସେଣ୍ଟ ଆମେରିକାନ ଥିଲା । ଷ୍ଟିଫେନଙ୍କ ସ୍ପୀଚ ଜେନେରେଟିଙ୍ଗ ଡିଭାଇସରେ  ସମୟ ସମୟରେ ବହୁତ ଭଲ ସୁଧାର ହେଉଥିଲା । ସେ ସେହି ଆମେରିକାନ ଆବାଜକୁ କେବେବି ବଦଳାଇ ନଥିଲେ । ଷ୍ଟିଫେନ ତାଙ୍କ ପରିଚୟ ସହିତ ଯୋଡୁ ଥିଲେ । ତାଙ୍କୁ ସେହି ଆବାଜ ବହୁତ ପସନ୍ଦ ଥିଲା ।

Leave a Reply

Your email address will not be published. Required fields are marked *