Salmanଙ୍କ ଜୀବନରେ ଖାସ ଅଟନ୍ତି ଏହି 7 ଜଣ ଅଭିନେତ୍ରୀ, ଲିସ୍ଟରେ ଅଛନ୍ତି 2 ଜଣ ଏକ୍ସ ଗର୍ଲଫ୍ରେନ୍ଡ

ସଲମାନ ଖାନଙ୍କ ଫ୍ୟାନମାନଙ୍କ ନଜର ସବୁବେଳେ ସଲମାନ ଖାନଙ୍କ ଉପରେ ଓ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ଥାଏ । କିନ୍ତୁ ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ବହୁତ କମ ଲୋକମାନେ ଧ୍ୟାନ ଦେଇଥିବେ କି ଭାଇଜାନ ସଲମାନ ଖାନ ଇଂସ୍ଟାଗ୍ରାମରେ କାହାକୁ ଫଲୋ କରୁଛନ୍ତି । କହିବାକୁ ଗଲେ ଇଂସ୍ଟାଗ୍ରାମରେ ସଲମାନ ଖାନଙ୍କୁ କୋଟି କୋଟି ଲୋକମାନେ ଫଲୋ କରନ୍ତି । କିନ୍ତୁ ସଲମାନ ଖାନ ଅଳ୍ପ କିଛି ଲୋକମାନଙ୍କୁ ଇଂସ୍ଟାଗ୍ରାମରେ ଫାଲୋ କରିଛନ୍ତି । ସେମାନଙ୍କ ମଧ୍ୟରୁ ସେ କେବଳ ଏହି ୭ ଜଣ ହିରୋଇନଙ୍କୁ ହିଁ ଇଂସ୍ଟାଗ୍ରାମରେ ଫଲୋ କରିଛନ୍ତି । ତେବେ ଚାଳନ୍ତୁ ଜାଣିବା ସେହି ହିରୋଇନଙ୍କ ବିଷୟରେ ।

କଟରୀନା କୈଫ

ବ୍ରେକଅପ ପରେ ବି ସଲମାନ ଖାନ ନିଜର ଏକ୍ସ ଗର୍ଲଫ୍ରେନ୍ଡ କଟରୀନା କୈଫଙ୍କୁ ସବୁ ସ୍ଥିତିରେ ସାହାର୍ଯ୍ୟ କରନ୍ତି । ସଲମାନ କଟରୀନା କୈଫଙ୍କ ଚେହେରାରେ କେବେ ବି ଲୁହ ଦେଖି ପାରନ୍ତି ନାହିଁ ଓ ଭାଇଜାନ ପ୍ରାୟତଃ ଏହା ପ୍ରମାଣିତ ବି କରିସାରିଛନ୍ତି । ସଲମାନ କଟରୀନା କୈଫଙ୍କୁ ବି ଇଂସ୍ଟାରେ ଫଲୋ କରନ୍ତି ।

ୟୁଲିୟା ବନ୍ତୁର

କିଛି ବର୍ଷ ପୂର୍ବେ ୟୁଲିୟା ବନ୍ତୁର ଓ ସଲମାନ ଖାନଙ୍କ ଲିଙ୍କଅପର ଖବର ଆସୁଥିଲା । ସଲମାନଙ୍କ ଜୀବନରେ ୟୁଲିୟା ବନ୍ତୁର ବହୁତ ହିଁ ମହତ୍ଵ ରଖନ୍ତି ଓ ସେ ତାଙ୍କୁ ଇଂସ୍ଟାଗ୍ରାମରେ ଫଲୋ କରନ୍ତି ।

ଇସାବୈଲ କୈଫେ

ଇସାବୈଲ କୈଫେ କଟରିନାଙ୍କ ଛୋଟ ଭଉଣୀ ଅଟନ୍ତି । ସଲମାନ ଖାନ ତାଙ୍କୁ ଇଂସ୍ଟାରେ ଫାଲୋ କରନ୍ତି ।

ଜୈକଲୀନ ଫର୍ନାଂଡିସ

ଜୈକଲୀନ ଫର୍ନାଂଡିସ ବି ସଲମାନ ଖାନଙ୍କ ଭଲ ବନ୍ଧୁ ଅଟନ୍ତି । ସଲମାନ ଇଂସ୍ଟାରେ ଯେଉଁ ୭ ଜଣ ହିରୋଇନକୁ ଫଲୋ କରନ୍ତି, ତାଙ୍କୁ ଜୈକଲୀନଙ୍କ ନାଁ ବି ସାମିଲ ଅଛି ।

ବଲୂଚା ଡିସୂଜା

ମଡେଲ ଓ ଅଭିନେତ୍ରୀ ବଲୂଚା ଡିସୂଜା ସଲମାନ ଖାନଙ୍କ ଭଲ ବନ୍ଧୁ ଅଟନ୍ତି ଓ ସଲମାନ ଖାନ ତାଙ୍କୁ ବି ଇଂସ୍ଟାଗ୍ରାମରେ ଫଲୋ କରନ୍ତି ।

ସଂଗୀତା ବିଜଲାନି

ସଲମାନ ଖାନ ନିଜର ଏକ୍ସ ଗର୍ଲଫ୍ରେନ୍ଡ ସଂଗୀତା ବିଜଲାନିଙ୍କୁ ବି ଇଂସ୍ଟାଗ୍ରାମରେ ଫାଲୋ କରନ୍ତି । ବ୍ରେକଅପ ପରେ ବି ଦୁଇ ଜଣ ଭଲ ବନ୍ଧୁ ଅଟନ୍ତି ।

ଡେଜୀ ଶାହ

ଡେଜୀ ଶାହ ଓ ସଲମାନ ଖାନ ଶେଷ ଥର ପାଇଁ ଫିଲ୍ମ ରେସ ୩ରେ ନଜର ଆସିଥିଲେ । ଡେଜୀ ଶାହଙ୍କ ନାଁ ସଲମାନ ଖାନଙ୍କ ଗୁଡବୁକରେ ଆସିଥାଏ ।

Leave a Reply

Your email address will not be published. Required fields are marked *