Live ଇନ୍ଟରଭିୟୁରେ Shehnaaz ଲୁଚାଇଲେ ନିଜର ଲୁହ ଭାଇରାଲହେଉଛି Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଟେଲିଭିଜନ ଜଗତର ଲୋକପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଲାଙ୍କର ଗତ କିଛି ଦିନ ତଳେ ହୃ-ଦ-ଘା-ତ-ରେ ମୃ-ତ୍ୟୁ ହୋଇଛି । ତେବେ ତାଙ୍କ ମା ସିଦ୍ଧାର୍ଥଙ୍କୁ ହ-ରା-ଇ ଦୁଖରେ ମ-ର୍ମା-ହ-ତ ହୋଇ ପଡିଛନ୍ତି । ଅନ୍ୟ କ୍ଷେତ୍ର ରେ ସେହନଜ ଯିଏ ସିଦ୍ଧାର୍ଥଙ୍କର ବହୁତ ଭଲ ବନ୍ଧୁ ହେବା ସହ ତାଙ୍କ ଘରେ ତାଙ୍କ ସହ ରହୁଥିଲେ ସେ ମଧ୍ୟ ଦୁଖରେ ଭା-ଙ୍ଗି ପଡିଛନ୍ତି । ସିଦ୍ଧାର୍ଥଙ୍କୁ ହ-ରା-ଇ ସେହାନାଜ ବର୍ତ୍ତମାନ ନିଜକୁ ଏକା ସମ୍ଭାଳି ଥିବାର ନଜର ଆସୁଛନ୍ତି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ସେହାନାଜ କିପରି ଭାବେ ହସି ହସି ନିଜର ଲୁହକୁ ନିଜ ଭିତରେ ଲୁଚାଉଛନ୍ତି ।

ସେ ନିଜକୁ ଖୁସି ଥିବାର ଅଭିନୟ କରୁଛନ୍ତି । କିନ୍ତୁ ଭିତରେ ସେ ଆଜି ବି ସିଦ୍ଧାର୍ଥଙ୍କୁ ଝୁରି ହେଉଛନ୍ତି । ସିଦ୍ଧାର୍ଥ ଏତେ କମ ବୟସରେ ଏ ଦୁନିଆରୁ ବିଦାୟ ନେବେ ତାହା କେହି କେବେ ସ୍ଵପ୍ନ ରେ ସୁଦ୍ଧା ଭାବି ନ ଥିଲେ । ତେବେ ସେହାନାଜ ସ୍ତ୍ର-ଙ୍ଗ ଅଛନ୍ତି ବୋଲି ଦେଖାଉଛନ୍ତି ।

କିନ୍ତୁ ବାସ୍ତବରେ ସେ ଭିତରୁ ପୁରାପୁରୀ ଭାବେ ସିଦ୍ଧାର୍ଥ ଙ୍କୁ ହ-ରା-ଇ ଭା-ଙ୍ଗି ପଡିଛନ୍ତି । ସିଦ୍ଧାର୍ଥଙ୍କ ଯିବା ପରେ ଅନେକ ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା ଯେଉଁଥିରେ ସେହାନାଜ କାନ୍ଦିବାର ନଜର ଆସିଛନ୍ତି । ଏମିତି କି ଶ୍ମ-ଶା-ନ ଘା-ଟରେ ସେହନାଜ ସିଦ୍ଧାର୍ଥଙ୍କ ମୃ-ତ ଶରୀର ପାଖରେ ତାଙ୍କୁ ଫେରି ଆସିବା ପାଇଁ ତାଙ୍କ ନାଁ ଧରି ଚି-ତ୍କା-ର କରିବାର ମଧ୍ୟ ନଜର ଆସିଥିଲେ ।

ସେହନାଜ ଙ୍କୁ ସେରଣୀ ବୋଲି କୁହା ଯାଉଛି । କାରଣ ସେ ଏଭଳି ପରିସ୍ଥିତି ଦେଇ ବର୍ତ୍ତମାନ ଗତି କରୁଛନ୍ତି ଯାହାର ପରିଣାମ ଆଗକୁ କଣ ହେବ ତାହା କହି ହେଉ ନାହି । ସେହନାଜଙ୍କୁ ତାଙ୍କ ପରିବାର ଲୋକ ମାନେ ଭଲ ପାଇବା ଓ ସହାନୁଭୁତି ଦେଉଛନ୍ତି । କିନ୍ତୁ ଏହା ସତ୍ବେ ମଧ୍ୟ ସେହନାଜ ଆଜି ବି ସିଦ୍ଧାର୍ଥଙ୍କୁ ଝୁ-ରି ହୋଇ ମନରେ କାନ୍ଦୁଛନ୍ତି । ଏହି ବିପଦ ସମୟରେ ସେହନାଜଙ୍କ ସହ ସମସ୍ତେ ଅଛନ୍ତି ବୋଲି କୁହା ଯାଉଛି ।

ତେବେ ସେହନାଜ ଏହି ପରିସ୍ଥିତିକୁ ଆଗକୁ କେମିତି ସାମନା କରିବେ ଓ କେତେ ଖୁସିରେ ରହିବେ ତାହା ଦେଖିବାର ଅଛି । ସିଦ୍ଧାର୍ଥଙ୍କ ସହ ତାଙ୍କର ଭଲ ବନ୍ଧୁତା ଥିଲା ତାହା ନୁହେଁ ବରଂ ଦୁହିଙ୍କ ମଧ୍ୟରେ ବହୁତ ଭଲ ବ-ଣ୍ଡି-ଙ୍ଗ ମଧ୍ୟ ରହିଥିଲା । ଯାହା ଟିଭି ସୋ “ବିଗ ବସ” ରେ ପୂର୍ବରୁ ଦେଖା ଯାଇଛି । ଆଶା କରୁଛୁ ସେ ବହୁତ ଜଲ୍ଦି ଏହି ଦୁଖରୁ ବାହାରି ଆସିବେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *