ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଭାରତରେ ପାକିସ୍ତାନ ନାମକ ଗାଁ କେଉଁଠାରେ ଅଛି ?
ଉତ୍ତର- ବିହାରର ପୂର୍ଣ୍ଣିମା ଜିଲ୍ଲାରେ
୨- କେଉଁ ପକ୍ଷୀ ଯିଏ ପଥର ଖାଇଥାଏ ?
ଉତ୍ତର- ସୁତୁରମୁର୍ଗ
୩- କେଉଁ ଦେଶରେ ବ୍ଲୁ ଜିନ୍ସ ପିନ୍ଧାଯାଏ ନାହି ?
ଉତ୍ତର- ନର୍ଥ କୋରିୟା
୪- କେଉଁ ପ୍ରାଣୀ ଯାହାକୁ ଆବାଜ ହୁଏ ନାହି ?
ଉତ୍ତର- ଜିରାଫ
୫- ଏମିତି କିଏ ଅଛି ଯିଏ ନିଦରେ ମଧ୍ୟ ଠିଆ ହୋଇଥାଏ ?
ଉତ୍ତାର- ଘୋଡା
୬- ଫରସୀ ଭାଷା କେଉଁ ଦେଶରେ କୁହାଯାଏ ?
ଉତ୍ତର- ତାଜକିସ୍ତାନ
୭- କେଉଁ ଦେଶରେ ଲୋକ ମାନେ ଅଧିକ ସାଇକେଲ ଚଳାଇଥାନ୍ତି ?
ଉତ୍ତର- ନେଦରଲ୍ୟାଣ୍ଡ
୮- ଭାରତ ବ୍ଯତୀତ କେଉଁ ଦେଶରେ ଗାଈର ପୂଜା କରାଯାଏ ?
ଉତ୍ତର- ନେପାଳ
୯- କେଉଁ ଜୀବର ମୁଣ୍ଡ ଅଧିକ ବଡ ହୋଇଥାଏ ?
ଉତ୍ତର- ସ୍ପର୍ମ ବେଲ
୧୦- ଏମିତି କେଉଁ ଜୀବ ଅଛି ଯିଏ ନିଜର ନିଶ୍ଵାସକୁ ଅଧିକ ସମୟ ରୋକିପାରେ ?
ଉତ୍ତର- ହାତୀ
୧୧- କେଉଁ ପକ୍ଷୀ ବସା ତିଆରି କରିଥାଏ ?
ଉତ୍ତର- କିଙ୍ଗ କୋବରା
୧୨- ପୁରା ଦୁନିଆରେ ଗୋଟେ ମିନିଟରେ କେତେ ଲୋକ ମରିଥାନ୍ତି ?
ଉତ୍ତର- ୧ଲକ୍ଷ ୫୦ ହଜାର
୧୩- ପୁରା ଦୁନିଆରେ ସବୁଠାରୁ ଅଧିକ କେଉଁ ଭାଷା କୁହାଯାଏ ?
ଉତ୍ତର- ହିନ୍ଦୀ
୧୪- ବିଶ୍ଵର କେଉଁ ଦେଶରେ ଅଧିକ କଳା ଲୋକ ଦେଖିବାକୁ ମିଳିଥାଏ ?
ଉତ୍ତର- ନାଇଯେରିୟା

୧୫- ଏକ ବିଲେଇ ଆୟୁଷ କେତେ ବର୍ଷ ହୋଇଥାଏ ?
ଉତ୍ତର- ୧୫ ବର୍ଷ
୧୬- ଏମିତି କେଉଁ ଜୀବ ଅଛି ଯିଏ କେବେ ଶୁଏ ନାହି ?
ଉତ୍ତର- ଘୋଡା
୧୭- ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ ଫୁଲର ନାମ କଣ ?
ଉତ୍ତର- ଯୁରେଟିୟାର ଗୋଲାପ
୧୮- ଗୋଟେ ହାତୀ କେତେ ବାଟ ଚାଲିପାରେ ?
ଉତ୍ତର- ୨୫ କିମି
୧୯- ଗୋଟେ ମଶା ଶରୀରରେ କେତେ ରକ୍ତ ଶୋଷିଥାଏ ?
ଉତ୍ତର- ୦.୧ ମିଲି ଲିଟର
୨୦- ବିଶ୍ଵର କେଉଁ ଷ୍ଟେସନ ଗଲେ ଲୋକ ମାନଙ୍କୁ ଜୋରିମାନା ଦେବାକୁ ପଡିଥାଏ ?
ଉତ୍ତର- ମାସ୍କୋ
୨୧- କେଉଁ ଦେଶରେ ଅଧିକ ଦୁର୍ଘଟଣା ହୋଇଥାଏ ?
ଉତ୍ତର- ଭାରତ
୨୨- ପୁରା ବିଶ୍ଵର ସବୁଠାରୁ ମହଙ୍ଗା ଖେଳର ନାମ କଣ ?
ଉତ୍ତର- କାର ରେସିଙ୍ଗ
୨୩- ଭାରତର ପ୍ରଥମ ଫିଲ୍ମର ନାମ କଣ ?
ଉତ୍ତର- ଆଲାମ ଆରା
୨୪- କେଉଁ ଦେଶରେ ସାପ ମାନଙ୍କ ଠାରୁ ମଶାଚ କରାଯାଏ ?
ଉତ୍ତର- ଇଯିପ୍ଟ
୨୫- କେଉଁ ଦେଶରେ ପକ୍ଷୀ ମାନଙ୍କର ବସାର ସୁପ ସେବନ କରାଯାଏ ?
ଉତ୍ତର- ଚୀନ
୨୬- କେଉଁ ଝିଟିପିଟି ଆକାଶରେ ଉଡିଥାଏ ?
ଉତ୍ତର- ଡେରିକୋ
୨୭- ଗୋଆରେ ପ୍ୟାସେଞ୍ଜର ଟ୍ରେନର ବେଗ କେତେ ହୋଇଥାଏ ?
ଉତ୍ତର- ୮୦କିମି
୨୮- ଏମିତି କେଉଁ ଦେଶ ଅଛି ଯିଏ ବହୁତ କଙ୍ଗାଳ ଅଟେ ?
ଉତ୍ତର- ଦକ୍ଷିଣ ଆମେରିକା
୨୯- ବିବାହ ପୂର୍ବରୁ ଝିଅର ବାପା ବରକୁ କଣ ଦେଇଥାଏ ଯାହା ବିବାହ ପରେ ପୁଣି ଥରେ ଫେରାଇ ନେଇଥାଏ ?
ଉତ୍ତର- ସୁପ ଓ ଚାହା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
