ଯେତେବେଳେ ଗୋଟିଏ ଝିଅ ନଇଁ କି ମୁଣ୍ଡିଆ ମାରେ ତେବେ ତାର କଣ ଦେଖାଯାଏ ? Interesting Gk Questions

ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ:- ଭାରତର ପ୍ରମୁଖ ଖାଦ୍ୟ ଫସଲ କଣ ଅଟେ ?

ଉତ୍ତର :- ଚାଉଳ

ପ୍ରଶ୍ନ :- ଭାରତର ପ୍ରଥମ ଭାଇସରାୟ କିଏ ଥିଲେ ?

ଉତ୍ତର :- ଲର୍ଡ କେନିଙ୍ଗ

ପ୍ରଶ୍ନ :- ଘଣ୍ଟାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର :- ଭରତ

ପ୍ରଶ୍ନ :- ଗାୟତ୍ରୀ ମନ୍ତ୍ରର ଉଲେଖ କେଉଁ ବେଦରେ ରହିଛି ?

ଉତ୍ତର  :- ଋଗବେଦ

ପ୍ରଶ୍ନ :- ନୀଳ ସହର କାହାକୁ କୁହାଯାଏ ?

ଉତ୍ତର :- ଯୋଧପୁର

ପ୍ରଶ୍ନ :- ଶ୍ଯାମସଙ୍ଗ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର :- ଦକ୍ଷିଣ କୋରିଆ

ପ୍ରଶ୍ନ :- ଚୌରୀ ଚୌରା କାଣ୍ଡ କେବେ ହୋଇଥିଲା ?

ଉତ୍ତର :- ଗୋରଖପୁର

ପ୍ରଶ୍ନ :- ସୂର୍ଯ୍ୟ ଦୋୟ ଦେଶ କାହାକୁ କୁହାଯାଏ ?

ଉତ୍ତର :- ଜାପାନ

ପ୍ରଶ୍ନ :- ରାଜସ୍ଥାନର ହୃଦୟ କାହାକୁ କୁହାଯାଏ ?

ଉତ୍ତର :- ଆଜମେର

ପ୍ରଶ୍ନ :- ସାଇମନ କମିଶନ ଭାରତକୁ କେବେ ଆସିଥିଲା ?

ଉତ୍ତର :- ୧୯୨୮

ପ୍ରଶ୍ନ :- ଗୌତମ ବୁଦ୍ଧଙ୍କ ଜନ୍ମ କେବେ ହୋଇଥିଲା ?

ଉତ୍ତର :- ଲୁମ୍ବିନୀ

ପ୍ରଶ୍ନ :- ସବୁଠୁ ହାଲୁକା ଧାତୁ କଣ ଅଟେ ?

ଉତ୍ତର :- ଲିଥିୟମ

ପ୍ରଶ୍ନ :- କେସ କେଉଁଥିରେ ବଢିଥାଏ ?

ଉତ୍ତର :- ପ୍ରୋଟିନ

ପ୍ରଶ୍ନ :- କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କରାଯାଇଥାଏ ?

ଉତ୍ତର :- ଇଜିପ୍ଟ

ପ୍ରଶ୍ନ :- ମୁସ୍ଲିମ ଲିଗର ସ୍ଥାପନ କେବେ ହୋଇଥିଲା ?

ଉତ୍ତର :- ୧୯୦୬

ପ୍ରଶ୍ନ :- ଇନ୍ଟାରନେଟର ପ୍ରୟୋଗ ସର୍ବ ପ୍ରଥମେ କେଉଁ ଦେଶରେ ହୋଇଥିଲା ?

ଉତ୍ତର :- ଆମେରିକା

ପ୍ରଶ୍ନ :- ଜୋନପୁରର ସ୍ଥାପନ କିଏ କରିଥିଲେ ?

ଉତ୍ତର :- ଫିରୋଜ ସାହା ତୁଗଲକ

ପ୍ରଶ୍ନ :- କାଞ୍ଚନ ଜଙ୍ଘା ରାଷ୍ଟ୍ରୀୟ ପାର୍କ କେଉଁଠି ରହିଛି ?

ଉତ୍ତର :- ସିକ୍କିମ

ପ୍ରଶ୍ନ :- ପଞ୍ଚତନ୍ତ୍ରର ଲେଖକ କିଏ ଥିଲେ ?

ଉତ୍ତର :- ବିଷ୍ଣୁ ଶର୍ମା

ପ୍ରଶ୍ନ :- ଭାରତର ସବୁଠୁ ଥଣ୍ଡା ଜିଲା କିଏ ଅଟେ ?

ଉତ୍ତର :- ଶ୍ରୀନଗର

ପ୍ରଶ୍ନ :- ସ୍ପେସ ସୁଟର ଓଜନ କେତେ ହୋଇଥାଏ ?

ଉତ୍ତର :- ୨୧ କିଲୋ

ପ୍ରଶ୍ନ :- ଭାରତର ଆଇନ ଷ୍ଟାଇନ କାହାକୁ କୁହାଯାଏ ?

ଉତ୍ତର :- ନାଗାର୍ଜୁନ

ପ୍ରଶ୍ନ :- ହୀରୋ ନଗର କାହାକୁ କୁହାଯାଏ ?

ଉତ୍ତର :- କିମ୍ବରଲେ

ପ୍ରଶ୍ନ :- କେଉଁ ମଣିଷର ଟିକେଟ ଲାଗିନଥାଏ ?

ଉତ୍ତର :- ନବଜାତ ଶିଶୁ

ପ୍ରଶ୍ନ :- ବାୟୁ ମଣ୍ଡଳରେ ଅକ୍ସିଜେନର ମାତ୍ରା କେତେ ପ୍ରତିଶତ ଥାଏ ?

ଉତ୍ତର :- ୨୧ ପ୍ରତିଶତ

ପ୍ରଶ୍ନ :- କେଉଁ ଦେଶରେ ଫେସବୁକ ବ୍ୟବହାର କରିବା ଭୁଲ ଅଟେ ?

ଉତ୍ତର :- ଚୀନ

ପ୍ରଶ୍ନ :- କେଉଁ ପଶୁର ଜିଭ କଳା ହୋଇଥାଏ ?

ଉତ୍ତର :- ଜିରାଫ

ପ୍ରଶ୍ନ :- ଭାରତର ପ୍ରଥମ ରାଜ୍ୟ କିଏ ଥିଲା ?

ଉତ୍ତାର :- ବିହାର

ପ୍ରଶ୍ନ :- ଗୌତମ ବୁଦ୍ଧଙ୍କ ମୃତ୍ୟୁ କେବେ ହୋଇଥିଲା ?

ଉତ୍ତର :- ଏହି ପ୍ରଶ୍ନର ଠିକ ଜବାବ ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ ।

ପ୍ରଶ୍ନ :-ଅଂଳାରେ କେଉଁ ଭିଟାମୀନ ଥାଏ ?

ଉତ୍ତର :- ଭିଟାମିନ ସି

ପ୍ରଶ୍ନ :- ଯେତେବେଳେ ଗୋଟିଏ ଝିଅ ନଇଁ କି ମୁଣ୍ଡିଆ ମାରେ ତେବେ ତାର କଣ ଦେଖାଯାଏ ?

ଉତ୍ତର – ସଂସ୍କାର

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *