ବନ୍ଧୁଗଣ ଅନେକ ସମୟରେ ଆମେ ଏତେ ଭାଙ୍ଗି ପଡିଥାଉ ଆଉ ଭାବିଥାଉ ଭଗବାନ ଆମ ସହ ନାହାନ୍ତି । ତା ସହ ଭାବନ୍ତି ଭଗବାନ ଆମର ପ୍ରାର୍ଥନା ଶୁଣନ୍ତି ନାହି । ଆମ ଧର୍ମ ଶାସ୍ତ୍ରରେ ଏମିତି 8ଟି ସଂକେତ ବିଷୟରେ କୁହାଯାଇଛି ଯେଉଁଥିରୁ ଆମେ ଜାଣିପାରିବା କି ଭଗବାନ ଆମର ପ୍ରାର୍ଥନା ଶୁଣୁଛନ୍ତି କି ନାହି । ପ୍ରକୃତ କଥା ହେଉଛି ଭଗବାନ ବିଭିନ୍ନ ଉପାୟରେ ନିଜର ଭଲ ପାଇବା ଦେଖାଇଥାନ୍ତି ।
କାହାକୁ ଅତି ସୁଖ କି ଦୁଖ ଦିଅନ୍ତି । ଅନେକ ସମୟରେ ମଣିଷ ଭାବେ ଏତେ ପୂଜା ପାଠ କରି ବି ଭଗବାନ ସୁଖ ଦେଉ ନାହାନ୍ତି । ଏବେ ଆସନ୍ତୁ ଜାଣିବା ସେହି 8ଟି ସଂକେତ ବିଷୟରେ ବିସ୍ତାର ଭାବେ । ୧- ଆପଣ ଯାହା ବି କରିବେ ବା ଯେଉଁ କମାରେ ହାତ ଦେବେ ସେଥିରେ ବିଫଳ ହେବେ । ଆପଣଙ୍କୁ ସବୁ କାମରେ ସଫଳତା ମିଳିବ ନାହି । ଏ ସବୁ ସେତେ ଯାଏଁ ହେବ ଯେ ପର୍ଯ୍ୟନ୍ତ ଆପଣ ନିଜର ଉଦ୍ଦେଶ୍ୟ ଯାଏଁ ପହଞ୍ଚି ପାରି ନାହାନ୍ତି ।
୨- ଦ୍ଵିତୀୟ ସଂକେତ ହେଉଛି ଯେବେ ଭଗବାନ ଆପଣଙ୍କ ନିକଟରେ ଥାନ୍ତି ସେତେବେଳେ ଆପଣ ନିଜ ଲୋକଙ୍କ ହାତ ଛାଡି ଦିଅନ୍ତି, ଭରସା କରନ୍ତି ନାହି ଓ ଆପଣଙ୍କ ଠାରୁ ଦୂରେଇ ଯାଇଥାନ୍ତି । ସମସ୍ୟାର ସମାଧାନ ନ ମିଳିବାରୁ ଆପଣଙ୍କର ନିଜ ଉପରୁ ଭରସା ହଟିଯାଏ ।
୩- ତୃତୀୟ ସଂକେତ ହେଉଛି ମଣିଷ ଜୀବନରେ ଦୁଖ ଏତେ ମାତ୍ରାରେ ଦୁର୍ବିସହ କରିପକାଏ କି ମଣିଷ ମନେ ମନେ ଭାବେ ବି ୟା ଠାରୁ ଅଧିକ ଖରାପ କଣ ହେବ । ଏହି ଦୁଖ ମଣିଷକୁ ଆଗାମୀ ସମୟରେ ସଂପର୍କକୁ ଦୃଢ କରିବାରେ ସାହାଜ୍ଯ କରିଥାଏ ।
୪- ଆପଣଙ୍କର ଯେବେ ସବୁ ଆଶା, ଭରସା ହଜିଯାଏ ସେତେବେଳେ ଆପଣ ନିଜକୁ ଖୋଜିବାରେ ଲାଗିଥାନ୍ତି । ନିଜର ସବୁ ଦୋଷ ଓ ଦୁର୍ବଳତାକୁ ପରୀକ୍ଷା କରିବା ଆରମ୍ଭ କରନ୍ତି । ଏମିତି ସ୍ଥିତିରେ ଅନ୍ତରାତ୍ମା ପଥ ପ୍ରଦର୍ଶକ ହୋଇଥାଏ ।
୫- ମଣିଷ ଯେତେ ବି କାମରେ ବିଫଳ ହୋଇଛି ତାହାର କାରଣ ଖୋଜିବା ଆରମ୍ଭ କରିଥାଏ । ଏ ସବୁର ମୂଳ ଯାଏଁ ଯିବାକୁ ଚେଷ୍ଟା କରିଥାଏ । ଏମିତି ସ୍ଥିତିରେ ଭଗବାନଙ୍କ ଦୟାରୁ ଚରିତ୍ରରେ ପରିବର୍ତ୍ତନ ଦେଖାଯାଏ ।
୬- ମଣିଷ ସବୁ ସ୍ଥିତିକୁ ସମାନ ପରିସ୍ଥିତିରେ ଦେଖିଥାଏ । ହାରିବା ଓ ଜିତିବା ଏ ୨ଟି କଥା ସେହି ମଣିଷକୁ ପ୍ରଭାବିତ କରେ ନାହି । ଏହି ପର୍ଜ୍ଯାୟରେ ମଣିଷକୁ ସବୁ କିଛି ସମାନ ଲାଗିଥାଏ ।
୭- ମଣିଷ ଏତେ ସବୁ ସାଧନ ଦେଇ ଗତି କରିବା ପରେ ବି ତାର କଡା ପରୀକ୍ଷା ହୁଏ ମାନେ ଭଗବାନ ମଣିଷକୁ ଅପାର ସୁଖ କି ଦୁଖ ଦେଇଥାନ୍ତି । ଏମିତି ସ୍ଥିତିରେ ମଣିଷ ବିଚଳିତ ନ ହୋଇ ଭରସା ରଖିଲେ ବିଜୟ ପ୍ରାପ୍ତ ହୁଏ ।
୮- ଅଷ୍ଟମ ସଙ୍କେତରେ ଇଶ୍ଵର ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ନିଜର ସାକାର ବା ମଣିଷ ବା ଅନ୍ୟ ରୂପରେ ଭକ୍ତର ମାର୍ଗ ଦର୍ଶକ କରନ୍ତି ଇଶ୍ଵର । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।