ବାଛନ୍ତୁ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ ଇଶ୍ଵର ଆପଣଙ୍କ ପାଇଁ କଣ ସନ୍ଦେଶ ରଖିଛନ୍ତି ? Tarot Card Reading

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ନନକୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ଆପଣଙ୍କ ପାଇଁ କଣ ସନ୍ଦେଶ ରହିଛି ଯାହା ଇଶ୍ଵର ଦେଇଛନ୍ତି । ଏଥିପାଇଁ ଆପଣଙ୍କୁ ୫ଟି ଭଗବାନ ଙ୍କ ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ ।

ଆପଣଙ୍କ ପାଇ ବର୍ତ୍ତମାନ କଣ ଜାଣିବା ଜରୁରୀ ଅଟେ ଏହା ରହିଛି ଆଜିର ଆମର ବିଷୟ ବସ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ନିଜ ବାଣୀର ଠିକ ପ୍ରୟୋଗ କରନ୍ତୁ, ଭଲ କାମ କରନ୍ତୁ । ଆଜି ନ ହେଲେ ଏହା ଆପଣଙ୍କ ଜୀବନରେ ପରେ ଫେରି ଆସିବ । ଆପଣ ନିଜ ଇଚ୍ଛା ଏମିତି ରଖିବେ ଯେମିତି କର୍ମ କରିବେ ତାହା ଦିନେ ନା ଦିନେ ଜୀବନକୁ ନିଶ୍ଚୟ ଫେରି ଆସିବ । ଆଗାମୀ ସମୟରେ ଆପଣଙ୍କ ଜୀବନରେ କର୍ମ ଆଗରେ ରହିବ ।

୨- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ଭଗବାନ ସବୁବେଳେ ଆପଣଙ୍କର ନିକଟତର ଅଛନ୍ତି । ଯଦି ଆପଣଙ୍କୁ ଲାଗୁଛି ଆପଣ ଦୁଖୀ ଅଛନ୍ତି କିମ୍ବା ଗରିବ ଅଛନ୍ତି ତେବେ ସେମିତି କିଛି ନାହି । ଟଙ୍କା କୁ ନେଇ ଆପଣ ଭାବୁଛନ୍ତି ଯାହା ପାଖରେ ଅଧିକ ଧନ ଅଛି ଭଗବାନ ତାଙ୍କର ସାଥ ଦେଉଛନ୍ତି । କିନ୍ତୁ ସେମିତି କିଛି ନାହି । ଜୀବନରେ ବିପରୀତ ସ୍ଥିତିକୁ ସାମ୍ନା କରିବାର ଊର୍ଜା ଆପଣଙ୍କୁ ଭଗବାନ ଦେଉଛନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ବାହାରର ବ୍ୟକ୍ତି କେହି ଆପଣଙ୍କୁ ସାହାଜ୍ଯ କରିବେ ତାହା ସ୍ଵୀକାର କରନ୍ତୁ । ଆପଣଙ୍କୁ ଲାଗୁଛି ଆପଣ ଯାହା କହୁଛନ୍ତି କରୁଛନ୍ତି ତାହା ଠିକ । କେହି ଯଦି ଆପଣଙ୍କୁ କିଛି କହିବାକୁ ଚେଷ୍ଟା କରୁଛନ୍ତି ବା ଆପଣଙ୍କୁ ସାହାଜ୍ଯ କରିବାକୁ ଚାହୁଁ ଛନ୍ତି ତେବେ ଏହା ଈଶ୍ବରଙ୍କ ସନ୍ଦେଶ ଅଟେ ଆପଣଙ୍କ ପାଇଁ ।

୪- ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ଜୀବନର ଉଦ୍ଦେଶ୍ୟକୁ ବୁଝନ୍ତୁ । ଧରିତ୍ରି ର ରକ୍ଷା କରିବା ଆପଣଙ୍କ ଜୀବନରେ ଲକ୍ଷ୍ୟ ଅଟେ । ଏଥିପାଇଁ ଆପଣ ଚିନ୍ତାରେ ପଡିଛନ୍ତି । କିନ୍ତୁ ଆପଣ ଗଛ ଲଗାନ୍ତୁ, ପାଣି ଦିଅନ୍ତୁ ଏହାର ଯତ୍ନ ନିଅନ୍ତୁ । ଆପଣଙ୍କର ଯେତିକି କ୍ଷମତା ରହିଛି ସେହି ଅନୁଯାୟୀ କାମ କରନ୍ତୁ ।

୫- ପଞ୍ଚମ ନମ୍ବର : ଆପଣ ଯାହା ପାଇଁ ପଞ୍ଚମ ନମ୍ବର ଚୁଜ କରିଛନ୍ତି ତେବେ ଯେଉଁ ସମୟ ଆପଣଙ୍କ ଜୀବନରେ ଏବେ ଚାଲିଛି ଦୁଖରେ ଚାଲିଛି । ଯଦି ଆପଣ ଖୁସିରେ ଅଛନ୍ତି ତେବେ ଜାଣିବେ ଏହା ଚକ୍ରବ୍ୟୁହ ଅଟେ । ନିଜ ଭିତରେ ଅହଂକାର ଆଣନ୍ତୁ ନାହି । ଆପଣ ଅଧିକ ଉଶ୍ଚାହ ହୁଅନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *