ଇତିହାସର ୩ଜଣ ସବୁଠୁ ସୁନ୍ଦର ରାଣୀ ଯେଉଁମାନଙ୍କ ପାଇଁ ହୋଇଥିଲା ବଡ ବଡ ଯୁଧ୍ୟ !

ଇତିହାସର ସବୁଠୁ ସୁନ୍ଦର ମହିଳା ଯାହାଙ୍କ ପାଇଁ ହୋଇଥିଲା ବହୁତ ବଡ ବଡ ଯୁଧ୍ୟ । ଆଜି ଆମେ ଏହି ଲେଖାରେ କହିବୁ ସେ ତିନୋଟି ସୁନ୍ଦର ମହିଳାଙ୍କ ବିଷୟରେ । ଯେଉଁ ମାନଙ୍କ ପାଇଁ ବହୁତ ବଡ ବଡ ଯୁଧ୍ୟ ହୋଇଥିଲା । ଚେତଡ ଗଡର ରାଣୀ ପଦ୍ମିନୀ ବହୁତ ସୁନ୍ଦର ରାଣୀ ଥିଲେ । ଏହି ରାଣୀଙ୍କ ପାଇଁ ପୁରା  ଚିତଡ ସମାପ୍ତ ହୋଇଯାଇଥିଲା ।

ଭାରତରେ ଯେବେ ଖିଲିଜ ବଂଶର ରାଜ ଥିଲା ତ ସେହି ସମୟରେ ଖିଲଜିଙ୍କ ନଜର ରାନୀ ପଦ୍ମିନୀଙ୍କ ଉପରେ ପଡିଥିଲା । ସେ ରାଣୀ ପଦ୍ମିନୀଙ୍କୁ ପାଇବା ପାଇଁ ଚିତଡ ସୀମାରେ ୮ ମାସ ପର୍ଯ୍ୟନ୍ତ ଡେରା ପକାଇଥିଲେ । ତାପରେ ମଧ୍ୟ ରାଣି ପଦ୍ମନୀଙ୍କୁ ପ୍ରାପ୍ତ କରି ପାରିଲେ ନାହିଁ ।

ଦିତୀୟ ରାଣୀ ହେଉଛନ୍ତି ଯୋଧ୍ୟା ବାଇ । ଯୋଧ୍ୟବାଇ ତାଙ୍କ ସମୟରେ ବହୁତ ସୁନ୍ଦର ରାଣୀ ଥିଲେ, ଯୋଧ୍ୟା ବାଇଙ୍କୁ ପାଇବା ପାଇଁ ଆକବର   ଆମ୍ବେର ଉପରେ ଆକ୍ରମଣ କରିଥିଲେ, ଇତିହାସର ସାକ୍ଷୀ ଆକବର ଯୋଧ୍ୟାବାଇକୁ ଗୋଟେ ମେଳାରେ ଦେଖିଥିଲେ । ମେଳରେ ଦେଖି ଯୋଧ୍ୟା ବାଇଙ୍କୁ ଭଲ ପାଇ ବସିଥିଲେ ଓ ଆଗକୁ ଯାଇ ଯୋଧ୍ୟା ବାଇକୁ ବିବାହ କରିଥିଲେ ।

ଯୋଦ୍ଧାବାଇ ଜଣେ ହିନ୍ଦୁ ରାଜକୁମାରୀ ଥିଲେ ଓ ଆମେର ରାଜା ଭରମଲଙ୍କ ଝିଅ ଥିଲେ । ତୃତୀୟ ରାଣୀ ହେଉଛନ୍ତି ଶୈଜାଦି ଫିରୋଜ ଇଏ ଖିଲିଜଙ୍କ ଝିଅ ଥିଲେ, ଯିଏ ଜାଲୋର ଭୀରାମଦେବଙ୍କୁ ଭଲ ପାଉଥିଲେ । ଯେବେ ଖିଲିଜଙ୍କୁ ଏହି କଥାର ଖବର ଲାଗିଥିଲା । ସେ ଜାଲୋର ଉପରେ ଆକ୍ରମଣ କରିଥିଲେ ଓ କାହ୍ନଡା ଦେବ ଯୁଧ୍ୟ ଜିତିଥିଲେ । ଏହି ମାନେ ଥିଲେ ତିନୋଟି ରାଣି ଯେଉଁ ମାନଙ୍କ ପାଇଁ ଯୁଧ୍ୟ ହୋଇଥିଲା । ସେହି କାରଣରୁ ଏଝି ଯୁଧ୍ୟ ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଲେଖାହୋଇ ରହିଚି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *