ବର୍ଷା ଦିନେ ବହୁତ ଲୋକଙ୍କର ହଜମରେ ବହୁତ ଅସୁବିଧା ହୋଇଥାଏ ଯାହା ଦ୍ଵାରା ବହୁତ ଲୋକଙ୍କର ଡିହାଇଡ୍ରେସନ ଓ ଝାଡା ଭଳି ସମସ୍ଯା ହୋଇଥାଏ । ଆପଣଙ୍କ ଖାଦ୍ଯ ଯଦି ହଜମ ହେଉନି ଗ୍ଯାସ ହେଉଛି ଓ ଛାତି ପୋଡୁଛି । ଏଥିରେ ଆମେ ଗୋଟେ ଉପାୟ କହିବୁ ତାକୁ କାଲେ ଆପଣଙ୍କ ସବୁ ପ୍ରକର ସମସ୍ଯା ଦୂର ହୋଇଯିବ । ଆପଣ ଗ୍ଯାସର ଚୁଲା ଅନ କରନ୍ତୁ ଆଉ ଗୋଟେ ପାତ୍ର ରଖୀ ସେଥିରେ ଅଧ ଗ୍ଲାସ ପଣି ଦିଅନ୍ତୁ । ଏହି ପାଣିକୁଆ ଆପଣ ଫୁଟାଇବାକୁ ଛାଡିଦିଅନ୍ତୁ ।
ତାପରେ ଗୋଟିଏ ଚାମଚ ଜୀରା ନିଅନ୍ତୁ, ଜୀରା ହଜମ ଶକ୍ତିକୁ ବଢାଇ ଥାଏ । ଆଉ ଡିହାଇଡ୍ରେସନ ହେବାକୁ ଜମାବି ଦେଇନଥାଏ । ଏହାକୁ ଭଲରେ ଫୁଟିବା ପରେ ହଳଦୀ କଲର ହୋଇଯିବ । ତାପରେ ଯେତେବେଳେ ସେ ଫୁଟି ଫୁଟି ଗ୍ରୀନ ଟି ଭଳି ହୋଇଯିବ ସେତେବେଳେ ଆପଣ ଗ୍ଯାସ ଫ୍ଲେମକୁ ଅଫ କରିଦେବେ । ବର୍ତମାନ ଗୋଟେ ଛଣା ସାହାର୍ଯ୍ୟରେ ଗୋଟିଏ ଗ୍ଲାସକୁ ନେଇଯିବା ତାପରେ ଏହା ସହିତ ଗୋଟିଏ ଚାମଚ ଲେମ୍ବୁ ରସ । ଆପଣ ଘରେ ନିଶ୍ଚିନ୍ତ ବିଟ ଲୁଣର ବ୍ୟବହାର କରୁଥିବେ ।
ଆପଣଙ୍କ ହଜମ ସମସ୍ୟାକୁ ବଢାଇବା ପାଇଁ ଏହି ଲୁଣ ବହୁତ ସାହାର୍ଯ୍ୟ କରିବ । ତାପରେ ଅଳ୍ପ ଟିକେ ବିଟ ଲୁଣ ପକାନ୍ତୁ ଏଥିରେ । ତାପରେ ତାକୁ ଭଲ ଭାବରେ ଗୋଳାଇ ତାକୁ ନଖ ଉଷୁମ ହୋଇଗଲେ ତାକୁ ପିଇବେ । ଏହା ଦ୍ଵାରା ଆପଣଙ୍କର ଯମବି ଗ୍ଯାସ ସମସ୍ଯା ରହିବନି କି ଛାତି ଜଳାପୋଡା ହେବନି । ଛାତିରେ ଯେମିତି ଖାଦ୍ଯ ଜମା ହେଲାଭଳି ଲାଗିବା ସେମିତି ଜମାବି ଲାଗିବାନି ଏହାକୁ ଖାଇବା ଦ୍ଵାରା । କିନ୍ତୁ ଆପଣ ଯଦି ଗ୍ଯାସ ମେଡ଼ିସିନର ଖାଉଛନ୍ତି ତେବେ ଏହା ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ ।
ଆଉ ସାଇଡ ଇଫେକ୍ଟ ମଧ୍ୟ ବାହାରି ଥାଏ ଓ ହାର୍ଟ ଉପରେ ଏହାର ପ୍ରଭାବ ମଧ୍ୟ ପଡିଥାଏ । ଯଦି ଆପଣ ଏହାକୁ ବନେଇକି ଖାଇବେ ଯମାବି ଗ୍ଯାସ ମେଡ଼ିସିନର ଆବଶ୍ୟକ ପଡିବ ନହିଁ । ଏହା ସ୍ୱାସ୍ଥ୍ୟ ବହୁତ ବହୁତ ଭଲ ହୋଇଥାଏ । ଏହି ଉପାୟ ବହୁତ କମ ସମୟରେ ଆପଣଙ୍କ ଗ୍ଯାସ ଓ ଡିହାଇଡ୍ରେସନ ଭଳି ସମସ୍ୟାକୁ ଦୂର କରିବ । ଏହା ଶରୀର ପାଇଁ ବହୁତ ଭଲ ହୋଇଥାଏ ।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।